ETV Bharat / bharat

ସୋନିଆ-ରାହୁଲଙ୍କ ବିରୋଧରେ 100 କୋଟିର ଆୟକର ମାମଲା!

author img

By

Published : Nov 16, 2019, 10:57 AM IST

କଂଗ୍ରେସ ଅଧ୍ୟକ୍ଷାଙ୍କୁ ଝଟକା। ଆୟକର ବିଭାଗ ପକ୍ଷରୁ ଦାଏର ହୋଇପାରେ 100କୋଟିର ଆୟକର ମାମଲା।

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଝଟକା। ୟଙ୍ଗ ଇଣ୍ଡିଆକୁ ଚାରିଟେବଲ୍ ଟ୍ରଷ୍ଟ ବୋଲି କହୁଥିବା ଗାନ୍ଧୀ ପରିବାରକୁ ଆୟକର ବିଭାଗର ଝଟକା। ଏହାକୁ କରମୁକ୍ତ କରିବା ପାଇଁ ଗାନ୍ଧୀ ପରିବାରର ଦାବିକୁ ଖାରଜ କରିଛି ଆୟକର ବିଭାଗ।

ତେବେ ବର୍ତ୍ତମାନ ତାଙ୍କ ବିରୋଧରେ ଥିବା 100କୋଟିର ଆୟକର ମାମଲା ପୁଣି ଖୋଲାଯାଇପାରେ । ପ୍ରକାଶଥାଉକି, ଗାନ୍ଧୀ ପରିବାର ଦାବି କରିଥିଲା କି ୟଙ୍ଗ ଇଣ୍ଡିଆ ଏକ ଚାରିଟେବଲ୍ ଟ୍ରଷ୍ଟ ଓ ଏହାକୁ ଟ୍ୟାକ୍ସ ଫ୍ରି କରିବା ଜରୁରୀ। ଏନେଇ ଟ୍ରିବ୍ୟୁନାଲର କହିବା କଥା, ଏହା ଏକ ବ୍ୟବସାୟିକ ଟ୍ରଷ୍ଟ । ଏଥିରେ ଏପରି କିଛି କାର୍ଯ୍ୟ କରାଯାଇନାହିଁ ଯେ, ଏହାକୁ ଚାରିଟେବଲ୍ ଟ୍ରଷ୍ଟ କୁହାଯିବ।

ଟ୍ରିବ୍ୟୁନାଲଙ୍କ ମତରେ କଂଗ୍ରେସ, ୟଙ୍ଗ ଇଣ୍ଡିଆକୁ ଋଣ ଦେଲା ଓ ୟଙ୍ଗ ଇଣ୍ଡିଆ ଆସୋସିଏଟେଡ ଜର୍ଣ୍ଣଲ ଲିମିଟେଡ ସହ ମିଶି ବ୍ୟାପାର କଲା । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଉଭୟ ୟଙ୍ଗ ଇଣ୍ଡିଆର ନିର୍ଦ୍ଦେଶକ । କମ୍ପାନିରେ ଦୁହେଁ 36 ପ୍ରତିଶତ ଅଧିକାରୀ । କଂଗ୍ରେସ 2017ରେ ଦିଲ୍ଲୀ ହାଇକୋର୍ଟଙ୍କୁ ଦରଖାସ୍ତ କରିଥିଲେ କି ୟଙ୍ଗ ଇଣ୍ଡିଆ ଚାରିଟେବଲ୍ ଟ୍ରଷ୍ଟ ।

Intro:Body:

VB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.