ETV Bharat / bharat

ସୁରକ୍ଷାବାହିନୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନମୟ, ଜଣେ ନକ୍ସଲ ନିହତ

author img

By

Published : Apr 29, 2020, 11:56 AM IST

ଛତିଶଗଡ ନାରାୟଣପୁରରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମ । ଗୁଳିବିନିମୟରେ ଜଣେ ନକ୍ସଲ ନିହତ । ଅଧିକ ପଢନ୍ତୁ...

ସୁରକ୍ଷାବାହିନୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନମୟ, ଜଣେ ନକ୍ସଲ ନିହତ
ସୁରକ୍ଷାବାହିନୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନମୟ, ଜଣେ ନକ୍ସଲ ନିହତ

ରାୟପୁର: ନକ୍ସଲ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲ ନିହତ । ଦୁଇ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଛତିଶଗଡର ନାରାୟଣପୁରରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ଆଇଡି ବିସ୍ଫୋରଣ ଦ୍ବାରା ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ) ଯବାନ ଓ ସିଏଫ(ଛତିଶଗଡ ସେନା ବଳ) ଗୁରୁତର ଆହତ ହୋଇଥିବା ନାରାୟଣପୁର ଏସ୍ପି ମୋହିତ ଗର୍ଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.