ETV Bharat / bharat

ଆମେରିକାରେ 4 ଭାରତୀୟଙ୍କୁ ହତ୍ୟା, ସୂଚନା ଦେଲେ ସୁଷମା ସ୍ବରାଜ - ଭାରତୀୟ

ଆମେରିକାରେ ଜଣେ ଭାରତୀୟଙ୍କ ସମେତ 3ଜଣ ପ୍ରବାସୀ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ନେଇ ଟ୍ବିଟ୍ କରି ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ।

ଫାଇଲ ଫଟୋ
author img

By

Published : May 1, 2019, 11:17 AM IST

ନୂଆଦିଲ୍ଲୀ: ଆମେରିକାର ସିନସିନାଟିରେ ଜଣେ ଭାରତୀୟଙ୍କ ସମେତ 3ଜଣ ପ୍ରବାସୀ ଭାରତୀୟଙ୍କୁ ହତ୍ୟା କରାଯାଇଛି । ସେଠାକାର ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଏନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଗତକାଲି ବିଳମ୍ବିତ ରାତିରେ ଟ୍ବିଟ କରି ଜଣାଇଛନ୍ତି । ଏଥିସହ ହେଟ୍‌ କ୍ରାଇମକୁ ମଧ୍ୟ ମନ୍ତ୍ରୀ ଖାରଜ କରି ଦେଇଛନ୍ତି ।

ସୁଷମା କହିଛନ୍ତି, ଆମେରିକାର ସିନସିନାଟି ଠାରେ 4 ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ଆମେରିକାସ୍ଥିତ ଭାରତୀୟ ଦୂତବାସ ପକ୍ଷରୁ ମୋତେ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଜଣେ ଭାରତୀୟ ନାଗରିକ ଅଟନ୍ତି । ଯିଏ କି ଆମେରିକା ଗସ୍ତରେ ଯାଇଥିଲେ । ଆଉ ଅନ୍ୟ 3ଜଣ ପ୍ରବାସୀ ଭାରତୀୟ ଅଟନ୍ତି ।

ସୁଷମା ଆହୁରି କହିଛନ୍ତି, ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି । କିନ୍ତୁ ଏହା ହେଟ୍ କ୍ରାଇମ ନୁହେଁ । ନ୍ୟୁୟର୍କରେ ଥିବା ଅଧିକାରୀ ଲଗାତାର ଏସମ୍ପର୍କିତ ଖବର ମୋତେ ଦେଇଆସୁଛନ୍ତି ବୋଲି ସୁଷମା କହିଛନ୍ତି ।

Intro:Body:

shreemayee

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.