ETV Bharat / bharat

ଟିଏମସି ଉଦ୍ଦେଶ୍ୟମୂଳକ ଭାବେ 72 ନଂ ବୁଥକୁ ବନ୍ଦ କରିଛି: ପ୍ରିୟଙ୍କା ଟିବ୍ରେୱାଲ - ଟିଏମସି ବିରୁଦ୍ଧରେ ଅଭିଯୋଗ ଆଣିଲା ବିଜେପି

ଆଜି ସକାଳେ ଭବାନୀପୁରରେ ମତଦାନ ଚାଲିଥିବା ସମୟରେ ଟିଏମସି ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ବନ୍ଦୀ ପ୍ରିୟଙ୍କା ଟିବ୍ରେୱାଲ । ଅଧିକ ପଢନ୍ତୁ...

ଟିଏମସି ଉଦ୍ଦେଶ୍ୟାମୂଳକ ଭାବେ 72 ନଂ ବୁଥକୁ ବନ୍ଦ କରିଛି: ପ୍ରିୟଙ୍କା ଟିବ୍ରେୱାଲ

author img

By

Published : Sep 30, 2021, 11:37 AM IST

କୋଲକାତା: ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭବାନୀପୁର ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଟିଏମସି ବିଧାୟକ ତ୍ରିନାଥ କଂଗ୍ରେସ ୱାର୍ଡ ନମ୍ବର 72ର ଏକ ମତଦାନ ବୁଥରେ ଉଦ୍ଦେଶ୍ୟମୂଳକ ଭାବେ ଭୋଟ୍ ମେସିନ୍ ବନ୍ଦ କରିଦେଇଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭବାନୀପୁର ବିଜେପି ପ୍ରାର୍ଥୀ ମତଦାନ ବୁଥରେ ପହଞ୍ଚିଛନ୍ତି । ଏହିସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିବ୍ରୁୱାଲ କହିଛନ୍ତି ଯେ, ଟିଏମସିର ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ବୁଥ୍ ନ୍ଂ ୭୨କୁ ବନ୍ଦ କରିଦେଇଛନ୍ତି ।

ପଶ୍ଚିମବଙ୍ଗର ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀ- ଭବାନୀପୁର, ସାମସର୍ଗଗଞ୍ଜ ଏବଂ ଜାଙ୍ଗିପୁରରେ ଉପନିର୍ବାଚନ ଚାଲିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଭବାନୀପୁର ଉପ-ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.