ETV Bharat / bharat

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ, 5 ଗିରଫ - ସ୍ବାମୀକୁ ଅପହରଣ କରିବା ନେଇ ସ୍ତ୍ରୀର ହାତ

ଟଙ୍କା ପାଇଁ ସମ୍ପର୍କରେ ଫାଟ । କେଇଟା ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ । ଅଧିକ ପଢନ୍ତୁ...

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
author img

By

Published : Dec 6, 2020, 6:16 PM IST

ବେଙ୍ଗାଲୁରୁ: ଟଙ୍କା ପାଇଁ ସମ୍ପର୍କରେ ଫାଟ । 40ଲକ୍ଷ ଟଙ୍କା ପାଇଁ ସ୍ବାମୀକୁ ଅପହରଣ କରିଛି ସ୍ତ୍ରୀ । ଏପରି ଘଟଣା ଘଟିଛି କର୍ଣ୍ଣାଟକର ବାଗଲାଗୁଣ୍ଚା ଥାନା ଅଞ୍ଚଳରେ । ଯାହା ସ୍ଥାନୀୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ

ସୂଚନାଅନୁସାରେ, ଥୟାଗରଜାନଗର ନିବାସୀ ସୋମଶେଖର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ବେଙ୍ଗାଲୁରୁରେ ଏକ ଘର କିଣିବା ପାଇଁ 40ଲକ୍ଷ ଟଙ୍କା ଯୋଗାଡ କରିଥିଲେ, ଯାହା ଉପରେ ତାଙ୍କ ସ୍ତ୍ରୀଙ୍କ ଆଖି ପଡିଥିଲା । ସେ ଟଙ୍କା ପାଇଁ ସ୍ବାମୀକୁ ଅପହରଣ କରିବାକୁ ସର୍ମ୍ପକୀୟଙ୍କ ସହ ମିଶି ଯୋଜନା କରିଥି ଲା ସ୍ତ୍ରୀ । ଗତ ନଭେମ୍ବର 1 ତାରିଖରେ ସୋମଶେଖରଙ୍କୁ କୋରୋନା ରୋଗୀ କହି ଆମ୍ବୁଲାନ୍ସ ଯୋଗେ ରାସ୍ତା ଉପରୁ ଅପହରଣ କରିନିଆଯାଇଥିଲା । ଏହା ପରେ ସୋମଶେଖରଙ୍କୁ ଚାମରାଜନଗର ଫାର୍ମହାଉସକୁ ନେଇଯାଇଥିଲେ ଅପହରଣକାରୀ ।

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ

ସେଠାରେ ତାଙ୍କ ହାତ ଗୋଡ ବାନ୍ଧି ସ୍ତ୍ରୀ ସୁପ୍ରିୟାକୁ 40ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଏହା ପରେ ସୋମଶେଖର ଜଣେ ବନ୍ଧୁଙ୍କୁ ଡାକି ପ୍ରସ୍ତାବ ଦେଇଥିଲେ । ବନ୍ଧୁଙ୍କ ସାହାଯ୍ୟରେ ସୋମଶେଖର ଅପହରଣକାରୀଙ୍କ କବଳରୁ ଖସି ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ ।

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ

ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ସୋମଶେଖରଙ୍କ ପତ୍ନୀ ସୁପ୍ରିୟା ସମେତ ଲତା, ଗଗନ, ବାଲାଜୀ ତେଜ ଏବଂ କିରଣ କୁମାରଙ୍କୁ ଗିରଫ କରିଛି ପୋଲିସ । ଏବେ ଯାଏଁ ଅନ୍ୟ ତିନି ଅଭିଯୁକ୍ତ ଧରା ପଡିନାହାଁନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ବୋଲି କହିଛି ।

ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ
ଟଙ୍କା ପାଇଁ ସ୍ବାମୀକୁ ଅପହରଣ କଲା ସ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.