ETV Bharat / bharat

ବିବାହ କରିବାକୁ ମନା କରିବାରୁ ନାବାଳିକାକୁ ନିର୍ମମ ହତ୍ୟା - ନାବାଳିକାକୁ ହାତୁଡିରେ ଛେଚି ହତ୍ୟା

ବିବାହ କରିବାକୁ ମନା କରିବାରୁ ନାବାଳିକାକୁ ହତ୍ୟା କଲା ଯୁବକ । ଅଧିକ ପଢନ୍ତୁ...

ବିବାହରେ ରାଜି ନହେବାରୁ ନାବାଳିକାଙ୍କୁ ନିର୍ମମ ହତ୍ୟା

author img

By

Published : Feb 21, 2021, 7:50 PM IST

ଦିଲ୍ଲୀ: ଦିଲ୍ଲୀର ବେଗମପୁର ଅଞ୍ଚଳରେ ଅଭାବନୀୟ ଘଟଣା । 17 ବର୍ଷୀୟା ନାବାଳିକାକୁ ହତ୍ୟା ପରେ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ହତ୍ୟା କରିଛି ଅଭିଯୁକ୍ତ । ବାରମ୍ବାର ହାତୁଡିରେ ନାବାଳିକାକୁ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଝିଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାର ମତ୍ୟୁ ଘଟିଛି । ତେବେ ନାବାଳିକା ସହ କୌଣସି ଯୌନ ଉତ୍ପୀଡନ ହୋଇ ନଥିବା ପୋଲିସ କହିଛି ।

ତେବେ କିଛିଦିନ ପୂର୍ବରୁ ସେହି ଅଞ୍ଚଳର ଯୁବକ ମୃତ ନାବାଳିକାକୁ ବିବାହ କରିବାକୁ ଚାହୁଁଥିଲା । ମାତ୍ର ଯୁବକର ପ୍ରସ୍ତାବରେ ରାଜି ହୋଇ ନଥିଲା ନାବାଳିକା ।ସେପଟେ ଯୁବକ ଏବଂ ନାବାଳିକା ମଧ୍ୟରେ ବିଗତ 5 ବର୍ଷରୁ ବନ୍ଧୁତା ଥିବାବେଳେ ପରିବାର ଲୋକଙ୍କ ସହ ତାର ଭଲ ସମ୍ପର୍କ ଥିବା ପୋଲିସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.