ETV Bharat / bharat

Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସର କଲେ ଉଦଘାଟନ

author img

By

Published : May 5, 2022, 6:34 PM IST

ପଶ୍ଚିମବଙ୍ଗରେ ଶାହ । BSFର ଭାସମାନ ବର୍ଡର ପୋଷ୍ଟ ଓ ବୋଟ ଆମ୍ବୁଲାନ୍ସ କଲେ ଉଦଘାଟନ । ଅଧିକ ପଢନ୍ତୁ

Amit Shah in Bengal: BSFର ଭାସମାନ ବର୍ଡର ପୋଷ୍ଟ କଲେ ଉଦଘାଟନ

କୋତକାତା: 2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି (ଗୁରୁବାର) 24 ପ୍ରଗଣା ଅନ୍ତର୍ଗତ ସୁନ୍ଦରବନ ଏରିଆର ହିଙ୍ଗଲଗଞ୍ଜରେ ସୀମା ସୁରକ୍ଷା ବଳ (BSF) ର ଏକ ଭାସମାନ ବର୍ଡର ପୋଷ୍ଟକୁ ମଧ୍ୟ ଉଦଘାଟନ କରିଛନ୍ତି । ସେହିପରି ଉକ୍ତ ସ୍ଥାନରେ ଏକ ବୋଟ ଆମ୍ବୁଲାନ୍ସ ସେବାକୁ ମଧ୍ୟ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । 2021 ବିଧାନସଭା ନିର୍ବାଚନ ପରେ ଏହା ଶାହଙ୍କ ପ୍ରଥମ ବଙ୍ଗ ଗସ୍ତ ।

  • बीएसएफ की इन फ्लोटिंग सीमा चौकियों पर स्वास्थ्य सुविधाओं के लिए बोट एम्बुलेंस का भी शुभारंभ किया।

    किसी भी आपातकालीन स्थिति में ये बोट एम्बुलेंस बहुत सहायक सिद्ध होगी। pic.twitter.com/wNYjLkU0PD

    — Amit Shah (@AmitShah) May 5, 2022 " class="align-text-top noRightClick twitterSection" data=" ">

ଆଜି 2ଦିନିଆ ବେଙ୍ଗଲ ଗସ୍ତରେ କୋଲକାତାରେ ପହଞ୍ଚିଥିଲେ ଶାହ । ପ୍ରଥମ କାର୍ଯ୍ୟକ୍ରମ ଭାବେ ସେ (BSF) କ୍ୟାମ୍ପରେ ସାମିଲ ହୋଇଛନ୍ତି । ଆଉ କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଶାହ ସାମିଲ ହେବା ନେଇ କାର୍ଯ୍ୟସୂଚୀ ରହିଛି । ଭାସମାନ ବର୍ଡର ପୋଷ୍ଟ ବ୍ୟବସ୍ଥା ଫଳରେ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ପାଟ୍ରୋଲିଂକୁ କଡାକଡି କରାଯାଇ ପାରିବ । ଉକ୍ତ ଅଞ୍ଚଳ ଏକ ବିଚ୍ଛିନ୍ନାଞ୍ଚଳ ହୋଇଥିବା ଯୋଗୁ ଏହି ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର ପାଇଁ ବେସ ସହାୟକ ହୋଇପାରିବ ବୋଲି ଶାହ କହିଛନ୍ତି ।

  • भारत-बांग्लादेश सीमा पर सुंदरबन के दुर्गम क्षेत्र की सुरक्षा के लिए केंद्र सरकार द्वारा बनवाई गयी नर्मदा, सतलुज व कावेरी फ्लोटिंग सीमा चौकियों का उद्घाटन किया।

    इन फ्लोटिंग सीमा चौकियों से हमारे @BSF_India के जवानों को सीमा की निगरानी व सुरक्षा करने में बहुत सहायता मिलेगी। pic.twitter.com/e1vvHBtSIs

ଶାହ ଆହୁରି ମଧ୍ୟ କହିଛନ୍ତି, ସୁନ୍ଦରବନ ଅଞ୍ଚଳରେ ପାଟ୍ରୋଲିଂ କରିବା ଓ ସୁରକ୍ଷା ନିଶ୍ଚିତ ରଖିବା ବେସ ଆହ୍ବାନପୂର୍ଣ୍ଣ । ମୋଦି ସରକାର BSF ପାଇଁ ସମସ୍ତ ବ୍ୟବସ୍ଥା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପରୋକ୍ଷ ଟାର୍ଗେଟ କରି ଶାହ କହିଛନ୍ତି, ଚୋରା ଚାଲାଣ ତଥା ଅନୁପ୍ରବେଶ ରୋକିବା ପାଇଁ ବିଏସଏଫ ତାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ପ୍ରଶାସନର ସାହାଯ୍ୟ ବିନା ଏହା କଷ୍ଟସାଧ୍ୟ, କିନ୍ତୁ ଆଶା କରାଯାଉଛି, ଖୁବଶୀଘ୍ର ରାଜ୍ୟ ସରକାର ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.