ETV Bharat / bharat

ଲୋକାର୍ପିତ ହେଲା ସେନା ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ - ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଲୋକାର୍ପିତ

ଜମ୍ମୁକାଶ୍ମୀରରେ ଲୋକାର୍ପିତ ହେଲା ଭାରତୀୟ ସେନା ଦ୍ବାରା ପ୍ରସ୍ତୁତ କୋଭିଡ ସ୍ବତନ୍ତ୍ର ହସ୍ପିଟାଲ । 24 ଘଣ୍ଟା ଯୋଗାଇବ ସେବା । ଅଧିକ ପଢନ୍ତୁ...

ଲୋକାର୍ପିତ ହେଲା ସେନା ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ

author img

By

Published : Jun 13, 2021, 6:33 AM IST

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଲୋକାର୍ପିତ ହେଲା ଭାରତୀୟ ସେନା ଦ୍ବାରା ପ୍ରସ୍ତୁତ କୋଭିଡ ସ୍ବତନ୍ତ୍ର ହସ୍ପିଟାଲ । ଏହି ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ଏଥିରେ 10 ଟି ଭେଣ୍ଟିଲେଟର ଏବଂ 20 ଟି ଅମ୍ଳଜାନ ଶଯ୍ୟା ରହିଛି। ଗମ୍ଭୀର ଅବସ୍ତାରେ ମଧ୍ୟ ରୋଗୀ ଏଠାରେ ସମସ୍ତ ପ୍ରକାର ଚିକିତ୍ସା ସେବା ପାଇପାରିବେ ।

ଏଥିରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହ ଅଭିଜ୍ଞ ଡାକ୍ତରଙ୍କ ସହ ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । 24 ଘଣ୍ଟା ସେବା ଯୋଗାଇବା ମଧ୍ୟ ଏହା ବ୍ୟବସ୍ଥିତ କରାଯାଇଛି । ବର୍ତ୍ତମାନ ସମୟରେ ଏପରି ମେଡିକାଲ ସେବା କୋଭିଡ ଚିକିତ୍ସା ପାଇଁ ସହାୟକ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.