ETV Bharat / bharat

7PM TOP NEWS, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

7PM TOP NEWS
ବର୍ତ୍ତମାନର ବଡ ଖବର
author img

By

Published : Aug 16, 2022, 7:03 PM IST

1.ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୪୮ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ SRC

ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା (medium and high flood)ହୋଇଛି । ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ।

2.ହୀରାକୁଦରେ ଖୋଲିବ ୪୦ଟି ଗେଟ୍‌ !

ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରରେ ଖୋଲିବାକୁ ଯାଉଛି ୫ଟି ଗେଟ୍‌ । ସୋମବାର ୮ଟି ଗେଟ୍‌କୁ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଗେଟ୍‌ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।

3.ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର, ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ

ଭାରତୀୟ ସେନାରେ ସାମିଲ ହେଲା ଏକାଧିକ ଅତ୍ୟାଧୁନିକ ସ୍ବଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ । ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଉପସ୍ଥିତ ଥିଲେ ବହୁ ବରିଷ୍ଠ ସେନାଧିକାରୀ

4.ଗୋଷ୍ଠୀ ବିବାଦକୁ ନେଇ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଗୋଷ୍ଠୀ ବିବାଦକୁ ନେଇ ଭୁବନେଶ୍ବରସ୍ଥିତ ନୟାପଲ୍ଲୀରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

5.ସିଆଚିନ ଗ୍ଲେସିୟର ସେନା ବେସରେ ଲାଗିଲା ସୋଲାର ସିଷ୍ଟମ

ସିଆଚିନରେ ଥିବା ସେନା ବେସରେ ପ୍ରତିଷ୍ଠା ହେଲା ସୌର ଶକ୍ତି ପ୍ରଣାଳୀ । ଉତ୍ପାଦିତ ହୋଇପାରିବ ଏକ ମେଗାଓ୍ବାଟ ବଜୁଳି ଶକ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଲେ ହସ୍ତାନ୍ତର । ହ୍ରାସ ପାଇବ ଡିଜେଲ ନିର୍ଭରତା । ପ୍ରଭାବୀ ହୋଇପାରିବ ଚୀନର ଗତିବିଧି ଉପରେ ନଜର ରଖିବା ।

6.ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା, ଜିରୋ କାଜୁଆଲଟି ଉପରେ ଗୁରୁତ୍ବ

ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେପରି ଗୋଟିଏ ବି ଜୀବନହାନି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ ।

7.ସ୍କୁଲକୁ ମାଡ଼ି ଆସିଲା ବନ୍ୟାପାଣି, ୫୫୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

ବନ୍ୟାପାଣି ଘେରରେ ସ୍କୁଲ । ଏଦୃଶ୍ୟ ହେଉଛି କଟକ ଜିଲ୍ଲା ଗତିରାଉତ ପାଟଣା ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର

8.ନଦୀକୁ ଖସିଲା ସେନା ବସ୍, 7 ଯବାନ ଶହୀଦ

ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ 7 ITBP ଯବାନ ଶହୀଦ ହୋଇଛନ୍ତି ।

9.FIFA suspends AIFF, କଳିଙ୍ଗରେ ହେବନି ମହିଳା ଫୁଟବଲ ବିଶ୍ବକପ

ଭାରତୀୟ ଫୁଟବଲ ଖେଳାଳି ଓ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ସର୍ବଭାରତୀୟ ଫୁଟବଲ ମହାସଂଘକୁ AIFF ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ସଂଘ FIFA

10.ପୁଣି ଏକାଠି ନଜର ଆସିବେ ଲଭ୍‌ ବାର୍ଡ ସିଦ୍ଧାର୍ଥ ଓ କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଏକ ଲଭ୍‌ ଷ୍ଟୋରୀ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ନାଁ ଅଦଲ ବଦଲ ବୋଲି କୁହାଯାଉଛି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.