ETV Bharat / bharat

ବିଷାକ୍ତ ମଦ ପିଇ 11 ମୃତ, ଜଣେ ଗୁରୁତର

author img

By

Published : May 28, 2021, 10:16 AM IST

Updated : May 28, 2021, 2:19 PM IST

ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶ ଅଲ୍ଲୀଗଡରେ 11 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ, 7 ଗୁରୁତର
ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ, 7 ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଲ୍ଲୀଗଡ ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2021, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.