ETV Bharat / bharat

କୋରୋନା ଅପଡେଟ: ଗୋଟିଏ ଦିନରେ 46,232 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 21, 2020, 10:19 AM IST

ଦେଶରେ 90 ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 1 ଲକ୍ଷ 32 ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୋଟିଏ ଦିନରେ 46,232 ଆକ୍ରାନ୍ତ ଚିହ୍ନଟ
କୋରୋନା ଅପଡେଟ: ଗୋଟିଏ ଦିନରେ 46,232 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ 46 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ରିପୋର୍ଟ ହୋଇଛି । ତେବେ ଆଗକୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାକୁ ଥିବାବେଳେ, ଏହି ସଂକ୍ରମଣ ଭୟାନକ ଭାବେ ବିସ୍ତାର ହେବ ବୋଲି ସଚେତନ କରାଇଛି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ମୁତାବକ, ଗତ 24 ଘଣ୍ଟାରେ 46 ହଜାର 232ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 564 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ 90 ଲକ୍ଷ 50 ହଜାର 598 ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ମୃତ୍ୟୁ ସଂଖ୍ୟା 1 ଲକ୍ଷ 32 ହଜାର 726କୁ ବୃଦ୍ଧି ପାଇଛି ।

ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ 84 ଲକ୍ଷ 78 ହଜାର 124ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ 4 ଲକ୍ଷ 39 ହଜାର 747 ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.