ETV Bharat / bharat

Encounter in jk : 2 ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି

author img

By

Published : May 28, 2022, 6:57 PM IST

ଅନନ୍ତନାଗରେ 2 ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ଜାରି ରହିଛି ଏନକାଉଣ୍ଟର । ଅଧିକ ପଢନ୍ତୁ

Encounter in jk : 2 ଆତଙ୍କୀ ନିପାତ
Encounter in jk : 2 ଆତଙ୍କୀ ନିପାତEncounter in jk : 2 ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଅନନ୍ତନାଗ ଜିଲ୍ଲାର ସିତିପୁରାରେ ଏହି ଏନକାଉଣ୍ଟର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କୀ ସଫା ହୋଇଥିବା କାଶ୍ମୀର ଜୋନ ପୋଲିସ ସୂଚନା ଦେଇଥିବା ବେଳେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମୃତ ଦୁଇ ଆତଙ୍କୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

ସ୍ଥାନୀୟ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବନିମୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.