ETV Bharat / bharat

ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢାଉ, 11 କୋଟି ଜବତ - ତାମିିଲ ନାଡୁରେ ଆୟକର ବିଭାଗର ଚଢାଉ

ସୋମବାର ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେନ୍ନାଇରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମସି ସମ୍ପଥଙ୍କ ସମ୍ପର୍କୀୟ ଘରେ ଚଢାଉ । ଅଧିକ ପଢନ୍ତୁ...

ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ,  11 କୋଟି ଜବତ

author img

By

Published : Mar 29, 2021, 9:59 PM IST

ଚେନ୍ନାଇ: ସୋମବାର ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେନ୍ନାଇରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମସି ସମ୍ପଥଙ୍କ ସମ୍ପର୍କୀୟ ଘରେ ଚଢାଉ କରିଛି। ଏହି ଚଢାଉରେ ପ୍ରାୟ 11 କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ମନ୍ତ୍ରୀଙ୍କ ସମ୍ପର୍କୀୟ ଇଲାଙ୍ଗୋଭାନ ଏକ ଫାଇନାନ୍ସ କମ୍ପାନୀର ପରିଚାଳନା କରୁଥିବାବେଳେ ଏହି ସଂସ୍ଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଏହି ସଂସ୍ଥା ଅର୍ଥ ଲଗାଇଥିବା ଜଣାପଡିଥିଲା । ପରେ ଏହି ସବୁ ଶିକ୍ଷାନୁଷ୍ଠାନର ଆର୍ଥିକ କରବାରର ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା ଆୟକର ବିଭାଗ ।

ତାମିଲନାଡୁ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ, 11 କୋଟି ଜବତ

ବିଶେଷକରି ଚେନ୍ନାଇର ଡିଏନ୍ସି ଚିଟ୍ ଫଣ୍ଡ କର୍ପୋରେଟ୍ କାର୍ଯ୍ୟାଳୟରେ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡର ଅଧିକାରୀମାନେ 3 ଦିନ ଚଢାଉ ପରେ ନଗଦ 11 କୋଟି ଜବତ କରିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ମନ୍ତ୍ରୀ ସମ୍ପଦଙ୍କ ସମ୍ପର୍କୀୟ ଇଲାଙ୍ଗୋଭାନକୁ ସମନ କରିଥିଲା ରାଜ୍ୟ ଆୟକର ବିଭାଗ । ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ମନ୍ତ୍ରୀ ଏମସି ସମ୍ପଦ କୁଡାଲୋର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.