ETV Bharat / snippets

ବନ୍ଦ ହୋଇଛି 11 ହଜାରରୁ ଊର୍ଦ୍ଧ୍ବ ଉଦ୍ୟୋଗ, ଏମିତି କହିଲେ MSME ମନ୍ତ୍ରୀ

author img

By ETV Bharat Odisha Team

Published : Jul 31, 2024, 10:34 PM IST

Refunction Of MSME
Refunction Of MSME (ETV Bharat Odisha)

ଭୁବନେଶ୍ବର: ବିଜେଡି ସରକାରରେ ବନ୍ଦ ହୋଇଛି 11 ହଜାର 432 ଟି MSME ଉଦ୍ୟୋଗ । ଆଉ କୋରୋନା ସମୟରେ ବନ୍ଦ ହୋଇଛି 3 ହଜାର 207ଟି MSME ଉଦ୍ୟୋଗ । ଏନେଇ ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସର୍ବାଧିକ ବାଲେଶ୍ଵରରେ 567 ଉଦ୍ୟୋଗ ବନ୍ଦ ହୋଇଥିବାବେଳେ ଗଞ୍ଜାମରେ 484, ସମ୍ବଲପୁରରେ 321, ବଲାଙ୍ଗୀରର 288, ଭୁବନେଶ୍ଵରରେ 284ଟି ଉଦ୍ୟୋଗ ବନ୍ଦ ହୋଇଛି । ଏହି ଶିଳ୍ପ ଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.