ETV Bharat / snippets

ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବ କଂଗ୍ରେସ, ଗଠନ ହେଲା କମିଟି

author img

By ETV Bharat Odisha Team

Published : Jun 20, 2024, 6:14 AM IST

CONGRESS FACT FINDING COMMITTEE
CONGRESS FACT FINDING COMMITTEE (ETV Bharat Odisha)

ଭୁବନେଶ୍ବର: ଚଳିତ ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନର କାରଣ ଖୋଜିବ କଂଗ୍ରେସ । ଏନେଇ AICC ତରଫରୁ ଗଠନ ହେଲା ଏକ କେନ୍ଦ୍ରୀୟ କମିଟି । ତେବେ ଓଡ଼ିଶା ପାଇଁ ୨ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ ଗରିଛି AICC । ଏହି ଟିମରେ ବରିଷ୍ଠ ନେତା ଅଜୟ ମାକେନ ଓ ତାରିକ୍ ଅନୱାର ରହିଛନ୍ତି । ଏନେଇ AICC ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଓଡ଼ିଶାରେ ୯ରୁ ୯୦ ନାରା ଦେଉଥିବା ବେଳେ ଏଥିରେ ସମ୍ପୂର୍ଣ୍ଣ ଫେଲ୍ ହୋଇଥିଲା ଦଳ । ମାତ୍ର ୧୪ଟି ବିଧାନସଭା ଆସନ ହାସଲ କରିଥିବାବେଳେ କେବଳ ଗୋଟିଏ ସଂସାଦ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ....କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା, ଜୋର ଧରିଲା ଚର୍ଚ୍ଚା - ODISHA CONGRESS MLA LEADER RACE

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.