ETV Bharat / snippets

ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ପଡିଲେ ମୋଦି

author img

By ETV Bharat Odisha Team

Published : Jun 4, 2024, 10:16 AM IST

ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ପଡିଲେ ମୋଦି
ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ପଡିଲେ ମୋଦି (ETV Bharat Odisha)

ହାଇଦ୍ରାବାଦ: ଜାରି ରହିଛି ଭୋଟ ଗଣତି । ଆସିବାରେ ଲାଗିଛି ପ୍ରାରମ୍ଭିକ ଫଳାଫଳ ଟ୍ରେଣ୍ଡ । ଉତ୍ତର ପ୍ରଦେଶ ବାରାଣସୀରୁ ପ୍ରାୟ 16ଶହ ଭୋଟରେ ପଛରେ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କଠାରୁ ପଛରେ ଚାଲିଛନ୍ତି । ଏବେ ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ପ୍ରଥମ ରାଉଣ୍ଡ ଗଣତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.