ପରଦାକୁ ଆସିବ ଶେଷ କିଷାନଙ୍କ ସଂଘର୍ଷର କାହାଣୀ, ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର - BIOGRAPHY OF SESHA KISHAN

By ETV Bharat Odisha Team

Published : Mar 25, 2024, 11:23 AM IST

thumbnail

Interview With Sesha Kishan: ଭୁବନେଶ୍ବର: ବୈଜ୍ଞାନିକ ଶେଷ କିଷାନଙ୍କ ସଂଘର୍ଷ ଆଉ ସଫଳତାର କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର"ଶେଷ କିଷାନ ବଲାସିଙ୍ଘା ରୁ ବର୍ଲିନ"। ଏନେଇ ଚଳଚ୍ଚିତ୍ରର ଟାଇଟଲ ଘୋଷଣା ହୋଇଯାଇଛି । ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ଅଭିନେତା ସ୍ୱରାଜ ବାରିକ । ଅଭିନେତ୍ରୀ କୁକିଜ୍ ସ୍ୱାଇଁ ମୁଖ୍ୟ ଭୂମିକାରେ ମଧ୍ୟ ନଜର ଆସିବେ ।  ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପିଢ଼ିର ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ । ତେବେ ପ୍ରଥମ ଥର ପାଇଁ ସ୍ୱରାଜ ତାଙ୍କ ଜୀବନୀକୁ ନେଇ ବାୟୋପିକ ଚଳଚିତ୍ର କରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଥିବା ବେଳେ ଶେଷ କିଷାନଙ୍କ ବାସ୍ତବ କାହାଣୀକୁ କେତେ ପ୍ରତିପାଦିତ କରିପାରିବେ ତାହା ଦେଖିବାକୁ ବାକି ରହିଲା । ତେବେ  ଏହି ଚଳଚିତ୍ର ନେଇ କଣ କହୁଛନ୍ତି ଓଡ଼ିଆ ପୁଅ ଓଡ଼ିଶାର ଗର୍ବ ଆଉ ଗୌରବ ଶେଷ କିଷାନ ଚାଲନ୍ତୁ ଶୁଣିବା।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.