ETV Bharat / state

କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରୁଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ - ବିଶ୍ୱେଶ୍ୱର ଟୁଡୁ

Bishweswar Tudu slams Odisha Government : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁ଼ଡୁ । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଛନ୍ତି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ,

Bishweswar Tudu
କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
author img

By ETV Bharat Odisha Team

Published : Feb 20, 2024, 3:23 PM IST

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ନିଆଳି: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁ଼ଡୁ । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେଉଥିବା ବେଳେ ଓଡ଼ିଶା ସରକାର ଖାଲି ବ୍ଯାଗ ଦେଉଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉମଧ୍ୟ ଓଡ଼ିଶାରେ ଡବଲ ଇଞ୍ଜିନର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ସମସ୍ତ ଦଳମାନଙ୍କ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପରସ୍ପର ବିରୋଧରେ ଏବେ ଆଟାକିଂ ମୁଡରେ ରାଜନେତା । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କଟକ ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, " କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେଉଥିବା ବେଳେ ଓଡ଼ିଶା ସରକାର ଖାଲି ବ୍ଯାଗ ଦେଉଛନ୍ତି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ଓ ଏଥର ଡବଲ ଇଞ୍ଜିନ ସରକାର ହିଁ ଆସିବ । ଓଡ଼ିଶାରେ 24 ବର୍ଷ ହେବ ବିଜେଡି ସରକାର ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ।"

ଏହାମଧ୍ୟ ପଢନ୍ତୁ.. ରାଷ୍ଟ୍ରୀୟ ଅଧିବେଶନରେ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ସେ ଆଉ ମଧ୍ୟ କହିଛନ୍ତି, " ଲୋକମାନେ ହୃଦୟଙ୍ଗମ କରିସାରିଲେଣି 24 ବର୍ଷର ରାଜ୍ୟ ସରକାରଙ୍କ ଶାସନ ଓ କେନ୍ଦ୍ରରେ ମାତ୍ର 10 ବର୍ଷର ମୋଦି ସରକାରଙ୍କ ଶାସନ ମଧ୍ୟରେ କଣ ଫରକ ରହିଛି । କେନ୍ଦ୍ରରେ ସବକା ସାଥ, ସବକା ବିକାଶ , ସବକା ବିଶ୍ବାସ ଏବଂ ସବକା ପ୍ରୟାସ ମନ୍ତ୍ରରେ ଯେଉଁ କାମ ହେଉଛି ଲୋକେ ତାହା ଉପଲବ୍ଧି କରିସାରିଛନ୍ତି । ଏଥର ୨୦୨୪ ରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଚାଉଳ ଦେବେ ଏବଂ ଓଡ଼ିଶା ସରକାର ବ୍ଯାଗ ଦେଇ ଲୋକଙ୍କୁ ଭ୍ରମିତ କରିବେ । "

ଏହାମଧ୍ୟ ପଢନ୍ତୁ.. ଆସନ୍ତା ୨୧ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ସ୍ୱାଗତ କଲା ବିଜେପି

୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି ଦୃଢେ଼ାକ୍ତି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସୋମବାର ଅପରାହ୍ନ ସମୟରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁର ନିକଟସ୍ଥ ଆରୋଗ୍ୟ ଭବନ କେନ୍ଦ୍ର ପରିସରରେ ବିଶେଶ୍ବର ଟୁଡୁ 10 kw ସୋଲାର ପଏଣ୍ଟକୁ ଉଦଘାଟନ କରିବା ସମୟରେ ରାଜ୍ୟ ସରକାରଙ୍କୁ ଏହିଭଳି ଭାବେ ଟାର୍ଗେଟ କରିଥିଲେ । ଏଥିସହିତ ଏହି ଆରୋଗ୍ୟ କେନ୍ଦ୍ରକୁ ଅଧିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.