ETV Bharat / state

ନିର୍ବାଚନ ପୂର୍ବରୁ ଦଳ ଡିଆଁ, ବିଜେଡିରେ ସାମିଲ ହେଲେ ବିଜେପି ନେତା କର୍ମୀ - ବିଜେଡି ମିଶ୍ରଣ ପର୍ବ

BJD Mishran Parva : ଭୁବନେଶ୍ବର ଜିଲ୍ଲା ବିଜେପି ସଂଗଠନକୁ ଝଟକା । ବିଜେପି ଛାଡି ବିଜେଡିରେ ମିଶିଲେ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଛବି ସ୍ବାଇଁ । ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ୟ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ, ସ୍ବଚ୍ଛ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହେଇ ଯୋଗ ଦେଇଥିବା ଛବି ସ୍ବାଇଁ କହିଛନ୍ତି । ଅଧିକ ପଢନ୍ତୁ

ବିଜେଡିରେ ସାମିଲ ହେଲେ ବିଜେପି ନେତା କର୍ମୀ
ବିଜେଡିରେ ସାମିଲ ହେଲେ ବିଜେପି ନେତା କର୍ମୀ
author img

By ETV Bharat Odisha Team

Published : Feb 6, 2024, 8:26 PM IST

ବିଜେଡିରେ ସାମିଲ ହେଲେ ବିଜେପି ନେତା କର୍ମୀ

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭୁବନେଶ୍ବର-ଏକାମ୍ର ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଛବି ସ୍ବାଇଁ। ଆଜି ଏହାକୁ ନେଇ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଅଶୋକ ପଣ୍ଡାଙ୍କ ଉପସ୍ଥିତରେ ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ । ଏକାମ୍ର ନିର୍ବାଚନ ମଣ୍ଡଳୀ ବିଭିନ୍ନ ପଦପଦବୀରେ ଥିବା ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ, ସ୍ବଚ୍ଛ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହେଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଛବି ସ୍ବାଇଁ କହିଛନ୍ତି ।

ଅଧିକ ପଢନ୍ତୁ- ବିଜେଡିରେ ସାମିଲ ହେଲେ ଜଟଣୀର ବିଜେପି ନେତା ଓ କର୍ମୀ

ଛବି ସ୍ବାଇଁ କହିଛନ୍ତି ରୂପାନ୍ତର ଓ ବିକାଶ ମୂଳକ କାର୍ଯ୍ୟ ନିଦର୍ଶନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ବର୍ଷ ହେଲା ବିଜେପିରେ ଥିଲି । ହେଲେ ଏକାମ୍ର ନିର୍ବାଚନ ମଣ୍ଡଳୀ କିଛି ସେଭଳି କାମ ହେଉପାରିନି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ସହିତ ମିଶି ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ବଢିବାରେ ସହଯୋଗ କରିବୁ ବୋଲି ବିଜେଡିରେ ଯୋଗ ଦେଇଥିବା ବିଜେପି ନେତା କହିଛନ୍ତି ।

ନିର୍ବାଚନ ପୂର୍ବରୁ ଚାଲିଛି ଦଳବଦଳ ପ୍ରକ୍ରିୟା । ଭୁବନେଶ୍ବର ଜିଲ୍ଲା ବିଜେପି ସଂଗଠନକୁ ଝଟକା । ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡି ବିଜେଡିରେ ମିଶିଲେ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଛବି ସ୍ବାଇଁ । ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ୟ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ, ସ୍ବଚ୍ଛ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହେଇ ଯୋଗ ଦେଇଥିବା ଛବି ସ୍ବାଇଁ କହିଛନ୍ତି । ରୂପାନ୍ତର ଓ ବିକାଶ ମୂଳକ କାର୍ଯ୍ୟ ନିଦର୍ଶନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 7ବର୍ଷ ହେଲା ବିଜେପିରେ ଥିଲି । ହେଲେ ଏକାମ୍ର ନିର୍ବାଚନ ମଣ୍ଡଳୀ କିଛି ସେଭଳି କାମ ହେଉପାରିନି । ଏକାମ୍ରର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ସହିତ ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ବଢିବାରେ ସହଯୋଗ କରିବୁ ।

ଏହି ମିଶ୍ରଣ ପର୍ବରେ ବିଜେପି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ଛବି ସ୍ବାଇଁଙ୍କ ସହ ଲିଙ୍ଗରାଜ ମଣ୍ଡଳର ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋପାଳ ମକଦମ, ଖଣ୍ଡଗିରି ମଣ୍ଡଳ ର ମନୋଜ ଦୋରା,ବିଜେପି ଲିଙ୍ଗରାଜ ମଣ୍ଡଳର ପୂର୍ବତନ ସମ୍ପାଦକ ଓ ପୂର୍ବତନ ଉପସଭାପତି ଅମରେନ୍ଦ୍ର ଗରାବଡୁ,ସସ୍ମିତା ସାହୁ ,ଭାରତୀ ଏଠି, ପ୍ରତାପ ସ୍ବାଇଁ,ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ବିଜେପିରେ ମିଶିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.