ETV Bharat / politics

ଜନାଦେଶ 2024: ଓଡିଶାରେ ଫୁଟିଲା ପଦ୍ମ, ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି - odisha Lok sabha Assembly results

author img

By ETV Bharat Odisha Team

Published : Jun 4, 2024, 7:31 AM IST

Updated : Jun 4, 2024, 8:01 PM IST

Lok sabha Assembly election poll odisha results
Lok sabha Assembly election poll odisha results (ETV BHETV BHARAT ODISHA)
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଭୋଟ ଗଣତି । କାହାକୁ ଭରସା କରିଛନ୍ତି ଜନତା ? ବିଜେଡି, ବିଜେପି ନା କଂଗ୍ରେସ । ରାଜ୍ୟରେ ନୂଆ ସରକାର ଗଠନ ହେବ ନା ପୁରୁଣା ଦଳକୁ ଭରସା କରିଛନ୍ତି ଜନତା ? କିଏ କରିଛି 24 ନିର୍ବାଚନରେ ବାଜିମାତ, ତାହା ସ୍ପଷ୍ଟ ହେବ । ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । 147 ବିଧାନସଭା ଓ 21 ଲୋକସଭା ଆସନର ଫଳାଫଳ ଆସିବ । ଅଢେଇ କୋଟି ମତଦାତାଙ୍କ ମତ 70 କେନ୍ଦ୍ରରେ ଗଣତି ଜାରି । ପ୍ରଥମେ ପୋଷ୍ଟାଲ ବାଲଟ ଓ ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି କରାଯାଉଛି । ଫଳାଫଳକୁ ନେଇ ଆଶା ଆଶଙ୍କାରେ ନେତା, ଉତ୍କଣ୍ଠା ଜନତା ।

LIVE FEED

7:58 PM, 4 Jun 2024 (IST)

ଭୁବନେଶ୍ୱର: ଓଡିଶାରେ କାମ ଦେଲା ମୋଦି ମ୍ୟାଜିକ । ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ଫୁଟିଲା ପଦ୍ମ, ଶଭୁଲାନି ଶଙ୍ଖନାଦ । ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଛି ବିଜେପି । ମାତ୍ର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି । ରାଜ୍ୟରେ ବିଜେପିର ବିଜୟ ପରେ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4:10 PM, 4 Jun 2024 (IST)

କେଉଁ ଆସନରେ କିଏ ବିଜୟୀ ?

ଯଶୀପୁର-ଗଣେଶରାମସିଂ ଖୁଣ୍ଟିଆ(ବିଜେପି)

ବାଲିଗୁଡା-ଚକ୍ରମଣି କହଁର(ବିଜେଡି)

ପାଟକୁରା-ଅରବିନ୍ଦ ମହାପାତ୍ର ( ବିଜେଡି)

ଘଷିପୁରା-ବଦ୍ରି ନାରାୟଣ ପାତ୍ର ( ବିଜେଡି)

କରଂଜିଆ-ପଦ୍ମଚରଣ ହାଇବ୍ରୁ (ବିଜେପି)

ଖଣ୍ଡପଡା-ଦୁଷ୍ମନ୍ତ ସ୍ବାଇଁ (ବିଜେପି)

ସାନଖେମୁଣ୍ଡି-ରମେଶ ଜେନା ( କଂଗ୍ରେସ)

ବଡଚଣା- ଅମର ନାୟକ (ବିଜେପି)

ବଡସାହି-ସନାତନ ବିଜୁଳି (ବିଜେପି)

ଅତାବିରା-ନିହାର ମହାନନ୍ଦ (ବିଜେପି)

ଆନନ୍ଦପୁର-ଅଭିମନ୍ୟୁ ସେଠୀ( ବିଜେଡି)

ଭୁବନେଶ୍ୱର ଉତ୍ତର-ବାବୁ ସିଂ (ବିଜେପି)

ଭୋଗରାଇରୁ-ଗୌତମ ବୁଦ୍ଧ ଦାସ (ବିଜେଡି )

ଜନାଦେଶ 2024
ଜନାଦେଶ 2024 (null)

4:01 PM, 4 Jun 2024 (IST)

କେଉଁ ଆସନରେ କିଏ ବିଜୟୀ ?

ନୂଆପଡା- ରାଜେନ୍ଦ୍ର ଢୋଲକିଆ (ବିଜେଡି)

କୋରାପୁଟ- ରଘୁରମା ମାଛ (ବିଜେପି)

ମାଲକାନଗିରି-ନରସିଂହ ମାଡକାମୀ (ବିଜେପି)

ରେଢ଼ାଖୋଲ-ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି)

ଟିଟିଲାଗଡ- ନବୀନ ଜୈନ (ବିଜେପି)

ଦଶପଲ୍ଲା-ରମେଶ ବେହେରା(ବିଜେଡି)

ଜଗତସିଂହପୁର-ଅମରେନ୍ଦ୍ର ଦାସ(ବିଜେପି)

ଆଠମଲ୍ଲିକ-ନଳିନୀ କାନ୍ତ ପ୍ରଧାନ(ବିଜେଡି)

ଫୁଲବାଣୀ-ଉମାଚରଣ ମଲ୍ଲିକ(ବିଜେପି)

3:46 PM, 4 Jun 2024 (IST)

ରେଢ଼ାଖୋଲରୁ ବିଜେଡ଼ି ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର: ରେଢ଼ାଖୋଲରୁ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ ।

Lok sabha Assembly election poll odisha results
Lok sabha Assembly election poll odisha results (ETV BHARAT ODISHA)

3:35 PM, 4 Jun 2024 (IST)

କେଉଁ ଆସନରେ କିଏ ବିଜୟୀ ?

ଆଳି-ପ୍ରତାପ କେଶରୀ ଦେବ (ବିଜେଡି )

ଭୁବନେଶ୍ବର ମଧ୍ୟ-ଅନନ୍ତ ନାରାୟଣ ଜେନା(ବିଜେଡି)

ବାଙ୍କୀ-ଦେବୀ ରଞ୍ଜନ ତ୍ରିପାଠୀ(ବିଜେଡି)

ବିଞ୍ଝାରପୁର-ପ୍ରମିଳା ମଲ୍ଲିକ (ବିଜେଡି)

ଅନୁଗୋଳ- ପ୍ରତାପଚନ୍ଦ୍ର ପ୍ରଧାନ(ବିଜେପି)

ଧର୍ମଗଡ- ସୁଧୀର ରଞ୍ଜନ ପାଟଜୋସି (ବିଜେପି)

ଭବାନୀପାଟଣା- ସାଗରଚରଣ ଦାସ (କଂଗ୍ରେସ)

ରେମୁଣା- ଗୋବିନ୍ଦଚନ୍ଦ୍ର ଦାସ (ବିଜେପି)

ଆନନ୍ଦପୁର- ଅଭିମନ୍ୟୁ ସେଠୀ (ବିଜେଡି)

ଲକ୍ଷ୍ମୀପୁର- ପବିତ୍ର ସାଉନ୍ତ (କଂଗ୍ରେସ)

3:34 PM, 4 Jun 2024 (IST)

ଅନୁଗୋଳରେ ବିଜେପି ପ୍ରାର୍ଥୀ ପ୍ରତାପଚନ୍ଦ୍ର ପ୍ରଧାନ ବିଜୟୀ

ଭୁବନେଶ୍ୱର: ଅନୁଗୋଳ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରତାପଚନ୍ଦ୍ର ପ୍ରଧାନ ବିଜୟୀ ।

3:11 PM, 4 Jun 2024 (IST)

ବିଞ୍ଝାରପୁରରେ ବିଜେଡିର ବିଜୟ

ବିଞ୍ଝାରପୁର ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ

2:58 PM, 4 Jun 2024 (IST)

ବାଙ୍କୀରେ ବିଜେଡିର ବାଜିମାତ

ଭୁବନେଶ୍ୱର: ବାଙ୍କୀରେ ବିଜେଡି ପାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ।

2:47 PM, 4 Jun 2024 (IST)

ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିର ବିଜୟ

ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ବିଜୟ ।

2:24 PM, 4 Jun 2024 (IST)

ଆଳିରେ ବିଜେଡିର ବାଜିମାତ

ଆଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟୀ ।

ରଘୁନାଥପାଲ୍ଲୀରେ ବିଜେପିର ବିଜୟ

ରଘୁନାଥପାଲ୍ଲୀରେ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ।

2:23 PM, 4 Jun 2024 (IST)

କଣ୍ଟାମାଳରେ ବିଜେପିର ବିଜୟ

କଣ୍ଟାମାଳରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଜୟୀ ।

2:22 PM, 4 Jun 2024 (IST)

ବ୍ରଜରାଜନଗରରେ ବିଜେପିର ବାଜି ମାତ

ବ୍ରଜରାଜନଗରରେ ବିଜେପିର ବାଜି ମାତ । ବିଜେପିର ସୁରେଶ ପୂଜାରୀ ବିଜୀୟ । ବରୀ ଆସନରୁ ବିଜେଡିର ବିଶ୍ବରଞ୍ଜନ ମଲ୍ଲିକ ବିଜୟୀ । ଚିତ୍ରକୋଣ୍ଡାରୁ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ।

1:48 PM, 4 Jun 2024 (IST)

ଝାରସୁଗୁଡ଼ାରେ ଦୀପାଳି ଦାସଙ୍କୁ ହରାଇଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ାରେ ଖାତା ଖୋଲିଲା ବିଜେପି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

12:59 PM, 4 Jun 2024 (IST)

କଣ୍ଟାବାଞ୍ଜି ଆସନରେ ନବୀନ ଆଗରେ

ଭୁବନେଶ୍ୱର: କଣ୍ଟାବାଞ୍ଜିରେ 6 ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ । 828 ଭୋଟ ରେ ଆଗୁଆ ନବୀନ । ବିଜେଡିକୁ ବର୍ତ୍ତମାନ ସୁଦ୍ଧା 19097 ଭୋଟ ମିଳିଛି । ପଛରେ ବିଜେପି ।

12:28 PM, 4 Jun 2024 (IST)

କେଉଁ ଆସନରେ କିଏ ଆଗରେ ?

ଭୁବନେଶ୍ୱର: ଓଡିଶା 21 ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି । ବିଜେଡିକୁ ପଛରେ ପକାଇଲା ବିଜେପି । 2ଟି ଲୋକସଭା ଆସନରେ ବିଜେଡି ଲିଡ କରୁଥିବା ବେଳେ ବିଜେପି 18ଟି ଆସନରେ ଆଗୁଆ ରହିଛି । କଂଗ୍ରେସ 1ଟି ଆସନରେ ଲିଡ କରୁଛି ।

ଚତୁର୍ଥ ରାଉଣ୍ଡ ଭୋଟ ଗଣତି, କଣ୍ଟାବାଞ୍ଜିରେ ନବୀନ ପଛରେ

ଭୁବନେଶ୍ୱର: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଲେ ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ 195 ଭୋଟରେ ଆଗରେ ରହିଛନ୍ତି ।

11:57 AM, 4 Jun 2024 (IST)

କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗରେ

ଭୁବନେଶ୍ୱର: କୋରାପୁଟରେ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଲିଡ କରୁଛନ୍ତି ।

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ଆଗରେ

ଭୁବନେଶ୍ୱର: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ । 8081 ଭୋଟ ରେ ଆଗୁଆ । ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦ୍ବିତୀୟରେ ।

11:35 AM, 4 Jun 2024 (IST)

ତୃତୀୟ ରାଉଣ୍ଡ ଭୋଟ ଗଣତି, କଣ୍ଟାବାଞ୍ଜିରେ ନବୀନ ପଛରେ ବିଜେପି ଆଗରେ

ଭୁବନେଶ୍ୱର: ତୃତୀୟ ରାଉଣ୍ଡ ଭୋଟ ଗଣତିରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଲେ ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ 9142 ଭୋଟରେ ଆଗରେ ରହିଛନ୍ତି ।

11:33 AM, 4 Jun 2024 (IST)

78 ଆସନରେ ବିଜେପି ଆଗରେ, ପଛରେ ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି । ବିଜେଡିକୁ ପଛରେ ପକାଇଲା ବିଜେପି । 78 ଆସନରେ ବିଜେପି ଆଗରେ ରହିଥିବା ବେଳେ 50 ସିଟରେ ବିଜେଡି ଆଗରେ । କଂଗ୍ରେସ 16 ଆସନରେ ଆଗରେ ।

11:32 AM, 4 Jun 2024 (IST)

କାମାକ୍ଷାନଗର-ଢେଙ୍କାନାଳରେ ବିଜେଡି ଆଗରେ

ଭୁବନେଶ୍ବର: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ । ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ । ଖଡିଆଳରେ ବିଜେଡି ଲିଡ କରୁଛି । ଉମରକୋର୍ଟ, ଡାବୁଗାଁ ଓ ଝରି ଗାଁରେ ବିଜେପି ଲିଡ କରୁଛି । ଜୟପୁରରେ ଲିଡ କରୁଛି କଂଗ୍ରେସ ।

11:01 AM, 4 Jun 2024 (IST)

କଣ୍ଟାବାଞ୍ଜିରେ ପଛରେ ନବୀନ, ଆଗରେ ବିଜେପି ପ୍ରାର୍ଥୀ

ଭୁବେନଶ୍ୱର: କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇଲେ ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ 5524 ଭୋଟରେ ଆଗରେ ରହିଛନ୍ତି ।

10:50 AM, 4 Jun 2024 (IST)

73 ଆସନରେ ବିଜେପି ଆଗରେ, ପଛରେ ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି । ବିଜେଡିକୁ ପଛରେ ପକାଇଲା ବିଜେପି । 73 ଆସନରେ ବିଜେପି ଆଗରେ ରହିଥିବା ବେଳେ 57 ସିଟରେ ବିଜେପି ଆଗରେ । କଂଗ୍ରେସ 14 ଆସନରେ ଆଗରେ ।

ଘଷିପୁରାରରେ ସ୍ୱାଧୀନ ବିଧାୟକ ପାର୍ଥୀ ସୌମ୍ୟରଞ୍ଜନ ଆଗରେ

ଭୁବେନଶ୍ୱର: ଘଷିପୁରାରରେ ସ୍ୱାଧୀନ ବିଧାୟକ ପାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ୧୧୯୮ ଭୋଟରେ ଆଗୁଆ ।

10:42 AM, 4 Jun 2024 (IST)

କଟକ ଚୌଦ୍ୱାରରେ ବିଜେଡି ଆଗରେ

ଭୁବନେଶ୍ବର: କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ବିଜେଡି ପାର୍ଥୀ ସୌଭିକ ବିଶ୍ଵାଳ ଆଗୁଆ । କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ପାର୍ଥୀ ଆଗୁଆ । ପାରଳାଖେମୁଣ୍ଡି ବିଧାନସଭାରେ ବିଜେପି ଆଗରେ । ନିମାପଡ଼ା ଆସନରେ ବିଜେପି ଆଗରେ ।

10:41 AM, 4 Jun 2024 (IST)

କଟକ ବାରବାଟୀ ବିଧାନସଭା ଆସନରେ ବିଜେପି ଆଗରେ

ଭୁବନେଶ୍ବର: କଟକ ବାରବାଟୀ ବିଧାନସଭା ଆସନରେ ଆଗରେ ରହିଛି ବିଜେପି । ବିଜେପି ୩୦୬୨ ଭୋଟ ପାଇଥିବା ବେଳେ କଂଗ୍ରେସ ୩୦୬୦ ଭୋଟ ପାଇଛି । ବିଜେଡି ୨୬୮୦ ଭୋଟ ପାଇଛି ।

10:21 AM, 4 Jun 2024 (IST)

ଦେଖନ୍ତୁ କେଉଁ ଆସନରେ କିଏ ଆଗରେ ?

ଆସ୍କାରେ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ ଆଗରେ
ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଆଗରେ
ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ଭ୍ରୁଗୁ ବକ୍ସିପାତ୍ର ଆଗରେ
କଟକରେ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ
ଢେଙ୍କାନାଳରେ ବିଜେଡି ପ୍ରାର୍ଥୀ ରୁଦ୍ର ପାଣି ଆଗରେ
ଜଗତସିଂହପୁରରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଗରେ
କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗରେ

10:04 AM, 4 Jun 2024 (IST)

43 ବିଧାନସଭା ଆସନରେ ବିଜେପି ଆଗରେ, ପଛରେ ବିଜେଡି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ବିଜେଡିକୁ ପଛରେ ପକାଇଲା ବିଜେପି । 43 ଆସନରେ ବିଜେପି ଆଗରେ ରହିଥିବା ବେଳେ 36 ସିଟରେ ବିଜେପି ଆଗରେ । କଂଗ୍ରେସ 7 ଆସନରେ ଆଗରେ ।

10:02 AM, 4 Jun 2024 (IST)

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ ଆଗରେ

ଭୁବନେଶ୍ବର: କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ।

10:01 AM, 4 Jun 2024 (IST)

13ଟି ଲୋକସଭା ଆସନରେ ବିଜେପି ଆଗରେ, ପଛରେ ପଡିଲା ବିଜେଡି

ଭୁବନେଶ୍ବର: 21 ଲୋକସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡିକୁ ପଛରେ ପକାଇଲା ବିଜେପି । ବିଜେଡି 6 ଲୋକସଭା ଆସନରେ ଆଗରେ ରହିଥିବା ବେଳେ ଏବଂ ବିଜେପି 134ଟି ଲୋକସଭା ଆସନରେ ଆଗରେ ରହିଛି । କଂଗ୍ରେସ 1ଟି ଆସନରେ ଲିଡ କରୁଛି ।

9:43 AM, 4 Jun 2024 (IST)

କଳାହାଣ୍ଡିରେ ଲୋକସଭାରେ ବିଜେପି ପ୍ରାର୍ଥିନୀ ମାଳବିକା ଆଗରେ

ଭୁବନେଶ୍ୱର: ସୁନ୍ଦରଗଡ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ଆଗରେ । କଳାହାଣ୍ଡିରେ ଲୋକସଭାରେ ବିଜେପି ପ୍ରାର୍ଥିନୀ ମାଳବିକା ଦେବୀ ଆଗରେ । ପ୍ରଦୀପ କୁମାର ମାଝୀ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ 193 ଭୋଟରେ ଆଗୁଆ । କୋରାପୁଟ ଲୋକସଭା କଂଗ୍ରେସ ସପ୍ତଗିରି ଉଲ୍କା 2240 ଭୋଟରେ ଆଗୁଆ ।

9:41 AM, 4 Jun 2024 (IST)

ଓଡିଶାରେ 10 ଲୋକସଭା ଆସନରେ ଆଗରେ ବିଜେପି

ଭୁବନେଶ୍ୱର: ଲୋକସଭା ଓ ଓଡ଼ିଶା ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ବିଜେଡି 18 ବିଧାନସଭା ଆସନରେ ଆଗୁଆ ଥିବାବେଳେ ବିଜେପି 13 ଆସନରେ ଆଗୁଆ ଅଛି । କଂଗ୍ରେସ ଗୋଟିଏ ଆସନରେ ଲିଡ୍ କରୁଛି । ସେହିପରି ବିଜେଡି 4 ଲୋକସଭା ଏବଂ ବିଜେପି 10ଟି ଲୋକସଭା ଆସନରେ ଆଗରେ ରହିଛି । କଂଗ୍ରେସ 2ଟି ଆସନରେ ଲିଡ କରୁଛି ।

ODISHA LOK SABHA ASSEMBLY RESULTS
ODISHA LOK SABHA ASSEMBLY RESULTS (ETV BHARAT ODISHA)

9:29 AM, 4 Jun 2024 (IST)

ବରଗଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ

ଭୁବନେଶ୍ୱର: 70ଟି କେନ୍ଦ୍ରରେ ଜାରି ରହିଛି ଭୋଟ ଗଣତି । ବରଗଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଜୀପ ପୁରୋହିତ ଆଗରେ ।

9:28 AM, 4 Jun 2024 (IST)

ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଆଗରେ

ଭୁବନେଶ୍ୱର: ଜାରି ରହିଛି ଭୋଟ ଗଣତି । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଆଗରେ ।

9:27 AM, 4 Jun 2024 (IST)

ଦେଖନ୍ତୁ କିଏ କେଉଁ ଆସନରେ ଆଗରେ ?

ବରଗଡ ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗରେ

ବ୍ରହ୍ମପୁର ଲୋକସଭାରେ ବିଜେପି ପ୍ରଦୀପ ପାଣିଗ୍ରାହୀ ଆଗରେ

ଭୁବନେଶ୍ୱର ଲୋକସଭାରେ ବିଜେପି ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ ଆଗରେ

ବଲାଙ୍ଗୀର ଲୋକସଭାରେ ବିଜେପି ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ ଆଗୁଆ

କଟକରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଗରେ

ଯାଜପୁରରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗରେ

କେନ୍ଦୁଝରରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗରେ

କେନ୍ଦ୍ରାପଡାରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଗରେ

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗରେ

9:14 AM, 4 Jun 2024 (IST)

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଆଗୁଆ

ଭୁବନେଶ୍ୱର: ଜାରି ରହିଛି ଭୋଟ ଗଣତି । ସମ୍ବଲପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଆଗୁଆ ।ବ୍ରହ୍ମଗିରିରେ ବିଜେପି ପ୍ରାର୍ଥୀ ଉପାସନା ଆଗୁଆ । ଆଠଗଡରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଗୁଆ । ଭଞ୍ଜନଗରରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଆଗରେ । ବିଜେଡି ପ୍ରାର୍ଥୀ ୯ ଆସନରେ ଆଗୁଆ ବିଜେପି ୫ରେ ଆଗୁଆ ।

9:12 AM, 4 Jun 2024 (IST)

ବିଜେଡି ୧୦ ବିଧାନସଭା ଆସନରେ ଆଗରେ

ଭୁବନେଶ୍ୱର: ଲୋକସଭା ଓ ଓଡ଼ିଶା ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ବିଜେଡି ୧୦ ବିଧାନସଭା ଆସନରେ ଆଗୁଆ ଥିବାବେଳେ ବିଜେପି ୬ ଆସନରେ ଆଗୁଆ ଅଛି । କଂଗ୍ରେସ ଗୋଟିଏ ଆସନରେ ଲିଡ୍ କରୁଛି । ସେହିପରି ବିଜେଡି ୩ ଲୋକସଭା ଏବଂ ବିଜେପି ୬ଟି ଲୋକସଭା ଆସନରେ ଆଗରେ ରହିଛି ।

8:43 AM, 4 Jun 2024 (IST)

ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ଆଗରେ

ଭୁବନେଶ୍ବର: ଇଭିଏମ ଭୋଟ ଗଣତି ଆରମ୍ଭ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି 7 ଓ ବିଜେପି 4 ବିଧାନସଭା ଆସନରେ ଆଗରେ । ଲୋକସଭାରେ ବିଜେଡି 3 ଓ 3 ଆସନରେ ବିଜେଡି ଆଗରେ । ଆଉ କିଛି ସମୟ ମଧ୍ୟରେ ଖୋଲିବ ଇଭିଏମ ।

8:41 AM, 4 Jun 2024 (IST)

ଖୋଲିଲା EVM ପେଡି

ଭୁବନେଶ୍ୱର: ପୋଷ୍ଟାଲ ବାଲଟ ପରେ ଆରମ୍ଭ ହେଲା ଇଭିଏମ ଗଣତି । 70 ଗଣତି କେନ୍ଦ୍ରରେ 3 ହଜାର 5 ଶହ ଟେବୁଲରେ ଗଣତି ଜାରି ।

8:30 AM, 4 Jun 2024 (IST)

ଜନାଦେଶ 2024: ବିଜେଡି 7 ଓ ବିଜେପି 3 ବିଧାନସଭା ଆସନରେ ଆଗରେ

ଭୁବନେଶ୍ବର: ଚାଲିଛି ପୋଷ୍ଟାଲ ବାଲାଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି 7 ଓ ବିଜେପି 3 ବିଧାନସଭା ଆସନରେ ଆଗରେ । ଲୋକସଭାରେ ବିଜେଡି 3 ଓ 2 ଆସନରେ ବିଜେଡି ଆଗରେ । ଆଉ କିଛି ସମୟ ମଧ୍ୟରେ ଖୋଲିବ ଇଭିଏମ । ରାଜ୍ୟରେ ଲୋକସଭା1 ଲକ୍ଷ 47 ଭୋଟ ବାଲାଟ ପେପର। ବିଧାନସଭା 1 ଲକ୍ଷ 46 ହଜାର ବାଲାଟ ପେପର । 70 ଗଣତି କେନ୍ଦ୍ରରେ 3 ହଜାର 5 ଶହ ଟେବୁଲରେ ଗଣତି ଜାରି। ପ୍ରତ୍ୟେକ ଗଣତି କେନ୍ଦ୍ର ତତ୍ତ୍ବାବଧାନ ଦାୟିତ୍ବରେ ଜଣେ ରିଟର୍ଣ୍ଣିଂ ଅଧିକାରୀ ।

8:28 AM, 4 Jun 2024 (IST)

8ଟି ବିଧାନସଭା କ୍ଷେତ୍ରରେ 30 ରାଉଣ୍ଡ ଗଣତି ହେବ

ଭୁବନେଶ୍ବର: ବିଧାନସଭା ପାଇଁ 1799 ଓ ସଂସଦୀୟ କ୍ଷେତ୍ର ଲାଗି 1790 କାଉଟିଂ ଟେବୁଲ ବ୍ୟବହାର ହୋଇଛି । 20 ଜିଲ୍ଲାପାଳ ହେଉଛନ୍ତି 20 ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର । 8ଟି ବିଧାନସଭା କ୍ଷେତ୍ରରେ ରାଉଣ୍ଡ ସଂଖ୍ୟା 30 କିମ୍ବା ତାହା ଠାରୁ ଅଧିକ ରହିଛି । ଯେଉଁଠାରେ ଗଣତି ଲାଗି ଟିକେ ଅଧିକ ସମୟ ଲାଗିବ । ସେଗୁଡିକ ହେଉଛି ରାଇରଙ୍ଗପୁର, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ବିଷମକଟକ, ଲୋଇସିଙ୍ଗା ଓ ମୋହନା । ଅନ୍ୟ 139 ବିଧାନସଭା କ୍ଷେତ୍ରରେ 30ରୁ କମ ରାଉଣ୍ଡରେ ଗଣତି ଶେଷ ହେବ । ସମସ୍ତ କାଉଟିଂ ସେଣ୍ଟର ସିସିଟିଭି ସର୍ଭିଲାନ୍ସ ଓ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । 8ଟି ବିଧାନସଭା କ୍ଷେତ୍ରରେ ରାଉଣ୍ଡ ସଂଖ୍ୟା 30 କିମ୍ବା ତାହା ଠାରୁ ଅଧିକ ରହିଛି ।

8:03 AM, 4 Jun 2024 (IST)

ଖୋଲିଲା ଷ୍ଟ୍ରଙ୍ଗ ରୁମ, ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର: ଖୋଲିଲା ଷ୍ଟ୍ରଙ୍ଗ ରୁମ, ଆରମ୍ଭ ହେଲା ଭୋଟ ଗଣତି । ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଥିବା ବେଳେ ଅଧ ଘଣ୍ଟା ପରେ EVM ଗଣତି ହେବ । 70ଟି କେନ୍ଦ୍ରରେ ଆରମ୍ଭ ହେଲା ଭୋଟ ଗଣତି । ଅଢେଇ କୋଟି ମତଦାତାଙ୍କ ମତ ଗଣନା କରୁଛନ୍ତି ପ୍ରିଜାଇଡିଂ ଅଫିସର । ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଗଣତି । 21 ଲୋକସଭା ସମେତ 147 ବିଧାନସଭା ସିଟରେ କିଏ ମାରିଛି ବାଜି ତାହା ସନ୍ଧ୍ୟା ସୁଦ୍ଧା ଫଳ ସ୍ପଷ୍ଟ ହେବ । କାଉଣ୍ଟିଙ୍କ୍ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ।

Last Updated : Jun 4, 2024, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.