ମହିଳା ସଶକ୍ତିକରଣର ବାର୍ତ୍ତା ସହ ହସ୍ତତନ୍ତକୁ ପ୍ରୋତ୍ସାହନ, ଏସପି ସାଗରିକା ନାଥ ବି ସାମିଲ - Women Empowerment
Women Empowerment: ମହିଳା ସଶକ୍ତିକରଣର ବାର୍ତ୍ତା ନେଇ ବାଲେଶ୍ବରରେ ହୋଇଛି 'She Rises' କାର୍ଯ୍ୟକ୍ରମ । ଯେଉଁଥିରେ ଓଡ଼ିଶାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ମହିଳା ଶାଢୀ ପିନ୍ଧି ସେଲିବ୍ରେଟ୍ କରୁଥିବାର ନଜର ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବାଲେଶ୍ବର ଏସପି ସାଗରିକା ନାଥ ।

Published : Mar 16, 2024, 10:16 PM IST