ରଥଯାତ୍ରାରେ ଝଲସିଲା ଶ୍ରୀକ୍ଷେତ୍ର; କମ୍ପିଲା ବଡ଼ଦାଣ୍ଡ, ସଭିଏଁ ହେଲେ ଏକାକାର - Puri Rath Yatra 2024 Pics - PURI RATH YATRA 2024 PICS
ପୁରୀ: ଚଳିତ ବର୍ଷ ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଛି । 2 ଦିନ ଧରି ଚାଲିବ ରଥଯାତ୍ରା । ଆଜି ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ଼ । ତିନି ଦିଅଁଙ୍କୁ ଅପଲକ ନୟନରେ ଦର୍ଶନ କଲା ଭକତ ମଣ୍ଡଳୀ । ଆଜି ଅଧାବାଟରେ ଅଟକିଛି ରଥ । ସୋମବାର ସକାଳେ ପୁଣି ଶରଧାବାଲି ଅଭିମୁଖେ ବାହାରିବେ ତିନି ଠାକୁର । (ETV Bharat Odisha)
Published : Jul 7, 2024, 10:42 PM IST