ETV Bharat / photos

ମହାବାହୁଙ୍କ ଘର ବାହୁଡ଼ା; ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ କମ୍ପୁଛି ଶରଧାବାଲି, ଦାରୁଦିଅଁଙ୍କୁ ପାଛୋଟି ଆଣିବାକୁ ଜମିଲାଣି ଭିଡ଼ - puri bahuda yatra 2024

author img

By ETV Bharat Odisha Team

Published : Jul 15, 2024, 11:19 AM IST

puri bahuda yatra 2024
ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ତିନିଠାକୁରଙ୍କୁ କୋଳେଇ ନେବାକୁ ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଅପେକ୍ଷା କରିଛନ୍ତି । ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମାଇଲେଣି । ଦେଖନ୍ତୁ ଶରଧା ବାଲିର ଝଲକ, (@IPR_Odisha)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.