ETV Bharat / photos

ଗୋଲ୍ଡେନ ଅନାରକଲୀରେ ଦିଆ ମିର୍ଜା, ଫଟୋରୁ ହଟୁନି ନଜର - dia mirza golden anarkali

ଦିୟା ମିର୍ଜା
ନିକଟରେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଗୋଲ୍ଡେନ ଅନାରକଲୀରେ ତାଙ୍କ ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଗୋଲ୍ଡେନ ଅନାରକଲୀ ସହିତ ରେଡ଼ ରୋଜ ତାଙ୍କ ତାଙ୍କ ଲୁକକୁ ବେଶ ଆକର୍ଷଣୀୟ କରୁଛି । ଆସନ୍ତୁ ଦେଖିବା ସେ ସେୟାର କରିଥିବା କିଛି ଫଟୋ ।
author img

By ETV Bharat Odisha Team

Published : Feb 14, 2024, 10:01 PM IST

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.