ପାରମ୍ପରିକ ଲୁକରେ ନଜର ଆସିଲେ ଦବଙ୍ଗ ଗର୍ଲ, ଦେଖନ୍ତୁ ଲାଟେଷ୍ଟ ଫଟୋ - Sonakshi Sinha Latest Photos
![ପାରମ୍ପରିକ ଲୁକରେ ନଜର ଆସିଲେ ଦବଙ୍ଗ ଗର୍ଲ, ଦେଖନ୍ତୁ ଲାଟେଷ୍ଟ ଫଟୋ Sonakshi Sinha Latest Photos](https://etvbharatimages.akamaized.net/etvbharat/prod-images/03-03-2024/1200-675-20894223-thumbnail-16x9-bvfvg.jpg?imwidth=3840)
Sonakshi Sinha Pics : ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ଆଗାମୀ ନେଟଫ୍ଲିକ୍ସ ସିରିଜ୍ ହିରାମଣ୍ଡି:ଦ ଡାଇମଣ୍ଡ ବାଜାରର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି । ଅଭିନେତ୍ରୀ ପ୍ରମୋସନାଲ ସୁଟରୁ ପିଙ୍କ ସାରାରା ପିନ୍ଧି ଲାଟେଷ୍ଟ ଫୋଟ ସେୟାର କରିଛନ୍ତି । ଗୋଲାପୀ ଥିମ୍ ଫଟୋସୁଟରେ ଅଭିନେତ୍ରୀଙ୍କ ସହ ହିରାମଣ୍ଡିର ଅନ୍ୟ ସୁନ୍ଦରୀମାନେ ମଧ୍ୟ ନଜର ଆସିଛନ୍ତି ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 3, 2024, 1:47 PM IST