DTC ବସରେ ଯାତ୍ରା କଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଫଟୋ - Rahul Travelled In Bus - RAHUL TRAVELLED IN BUS
ବସରେ ଯାତ୍ରା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନୂଆଦିଲ୍ଲୀର ସରୋଜିନୀ ନଗର ବସ ଡିପ୍ପୋରୁ ସେ DTC ବସରେ ଯାତ୍ରା କରିଛନ୍ତି। କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି।
(Congress (X))

Published : Aug 29, 2024, 9:02 AM IST