ଫଟୋରେ ଖବର: ବାଜପେୟୀଙ୍କଠୁ ଆଡଭାନୀ, ଦେଖନ୍ତୁ ମୋଦି ସରକାରରେ କେତେଜଣଙ୍କୁ ମିଳିଛି ଭାରତ ରତ୍ନ - ଭାରତ ରତ୍ନ ସମ୍ମାନ ବିଜେତା
ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ 1954 ମସିହାରେ ପ୍ରଥମ ଥର ଆରମ୍ଭ କରାଯାଇଥିଲା । ତେବେ ଜାଣନ୍ତୁ ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କାହାକୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ।
Published : Feb 11, 2024, 7:39 AM IST