ବସଷ୍ଟାଣ୍ଡରେ ଏୟାରପୋର୍ଟ ଅନୁଭୂତି, ଦେଖନ୍ତୁ ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଆଖି ଝଲସା ଫଟୋ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ଏଠାରେ ଯାତ୍ରୀମାନଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା । ଚମକୁଥିବା ଏହି ବସ ଟର୍ମିନାଲ୍ ଦେଖିବାକୁ ଆକର୍ଷଣୀୟ ରହିଥିବା ବଳେ ଯାତ୍ରୀଙ୍କ ବିଶ୍ରାମ ସ୍ଥାନ ଠାରୁ ଆରମ୍ଭ କରି ଟିକେଟ କାଉଣ୍ଟର, ଲଗେଜ୍ ସ୍କାନର, ଫୁଡ୍ କୋର୍ଟ ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
Published : Mar 2, 2024, 10:44 AM IST