ଅନନ୍ତ ଅମ୍ୱାନି-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ; ଦେଶୀ ଲୁକରେ ଫ୍ୟାନ୍ସଙ୍କ ହୋସ୍ ଉଡାଇଲେ ଭାଇଜାନ-ବିଲ ଗେଟ୍ସ - ଅନନ୍ତ ଅମ୍ୱାନି ରାଧିକା ମର୍ଚ୍ଚାଣ୍ଟ
Anant Ambani-Radhika Merchants Pre-Wedding: ଗୁଜୁରାଟର ଜାମନଗରରେ ଚାଲିଥିବା ଅନନ୍ତ ଅମ୍ୱାନି-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ବର୍ତ୍ତମାନ ଶେଷ ହୋଇଛି । ୩ଦିନ ଧରି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦେଶ ବିଦେଶର ବହୁ ଶିଳ୍ପଉଦ୍ୟୋଗପତି, ସେଲିବ୍ରିଟି ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ସମୟରେ ସମସ୍ତେ ନିଜ ନିଜ ଗ୍ଲାମରସ ଲୁକରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି ।
Published : Mar 4, 2024, 1:05 PM IST