ETV Bharat / lifestyle

ଆଜିର ରାଶିଫଳ; ମନର ମଣିଷ ପାଇବେ ଏହି ରାଶି, ଯୁକ୍ତିତର୍କ-କଳହରୁ ଦୂରେଇ ରୁହନ୍ତୁ ଏମାନେ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

TODAY HOROSCOPE
TODAY HOROSCOPE (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ମେଷ: ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ଘଟିବ । ନିଜ ରୋଜଗାରକୁ ଚାହିଁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ବଣଭୋଜି ପାଇଁ ଯୋଜନା କରିବା ମନ୍ଦ ନୁହେଁ । କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଦିନଟି ଖୁସିରେ କଟିବ ।

Today Horoscope
Today Horoscope (ARIES)

ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ବିମୋହିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

Today Horoscope
Today Horoscope (TAURUS)

ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ । ଯଦି କିଛି ଧାର୍ମିକ କାର୍ଯ୍ୟ୍ୟରେ ଭାଗନିଅନ୍ତି ତେବେ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ । ଅଯଥା ଦୁଃଖିତ ହେବେ । ଏହି ପ୍ରକାର ବିରକ୍ତି ଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି । ଏକ ଅସନ୍ତୁଳନ ପରିବାର ପରିବେଶ ଆପଣଙ୍କୁ ଭାବନାଗ୍ରସ୍ତ କରି ପକାଇପାରେ । ଆପଣ ଶକ୍ତି ଏବଂ ଇଚ୍ଛାର ଅଭାବ ଅନୁଭବ କରିପାରନ୍ତି ।

Today Horoscope
Today Horoscope (GEMINI)

କର୍କଟ: ନୂତନ କାର୍ଯ୍ୟ୍ୟ କରିବାକୁ ଦିନଟି ଶୁଭ ଅଟେ । ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ । ଦିନ ଅନ୍ତ୍ୟନ୍ତ କଳ୍ପନାତ୍ମକ, ସୃଜନଶୀଳ, ପ୍ରୋତ୍ସାହକ ଏବଂ ଆଧୁନିକ କଳାରେ ଭରପୁର ରହିବ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ ।

Today Horoscope
Today Horoscope (CANCER)

ସିଂହ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ନିଜେ ନିଜକୁ ସଜାଗ ରଖନ୍ତୁ ।

Today Horoscope
Today Horoscope (LEO)

କନ୍ୟା: ଶରୀର ସୁସ୍ଥ ରହିବ । ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ମନ ହରଷ ରହିବ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି । ମ୍ୟୁଜିକ ବଜାନ୍ତୁ ଏବଂ ଆନନ୍ଦଉଲ୍ଲାସରେ ଉତ୍ସବ ପାଳନ କରନ୍ତୁ । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି ।

Today Horoscope
Today Horoscope (VIRGO)

ତୁଳା: ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଆପଣଙ୍କ କ୍ରୋଧ ତଥା କର୍କଶ ବାକ୍ୟର ବ୍ୟବହାର ବହୁ ବନ୍ଧୁଙ୍କଠାରୁ ଆପଣଙ୍କୁ ଦୂରେଇ ଦେବ । ବ୍ୟବସାୟ ମାନ୍ଦା ହେବ । କର୍ମଚାରୀଙ୍କ ସଙ୍ଗେ ସଙ୍ଗେ ବଚସା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ନିଜକୁ ହୋହଲ୍ଲା ଠାରୁ ଦୂରେଇ ରଖନ୍ତୁ । ନୀରବ ରୁହନ୍ତୁ ଓ ଧ୍ୟାନ ଦିଅନ୍ତୁ ।

Today Horoscope
Today Horoscope (LIBRA)

ବିଛା: ସବୁ କାମରେ ଆପଣ ସଫଳତା ଲାଭକରିବେ । ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇପାରିବେ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

Today Horoscope
Today Horoscope (SCORPIO)

ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ । ବିବାହିତ ଲୋକମାନେ ଆନନ୍ଦ ଉଲ୍ଳାସରେ ରହିବେ । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ । କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ ଦ୍ୱାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ । ବାପା ଭାଇଙ୍କ ଠାରୁ ଉପକୃତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଅତି ଉତ୍ତମ । ନିଜର ଧର୍ମପତ୍ନୀଙ୍କ ସହ ମଉଜ ମଜଲିସ କରିପାରନ୍ତି ଏବଂ ତାଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । କର୍ମସ୍ଥଳରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ପାଠପଢ଼ାରେ ଉନ୍ନତି କରିବେ ।

Today Horoscope
Today Horoscope (SAGITTARIUS)

ମକର: ଆଜି ଦିନଟିରେ ମିଶ୍ରିତ ଫଳ ମିଳିବ । ବ୍ୟବସାୟ ଭଲ ହେବ । ତୁମର ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ । ସମୟ ନଷ୍ଟ କରନ୍ତୁ ନାହିଁ । ସରକାରୀ କାମ ଅଟକି ରହିବ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ । ମାନସିକ ଶାନ୍ତି ଓ ସମ୍ମାନରେ ବାଧା ଆସିପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଧୈର୍ଯ୍ୟ ଓ ସାହସ ହରାଇପାରନ୍ତି । ଧୀର ସ୍ଥିର ଭାବେ ଚିନ୍ତା କରି ସମସ୍ତ କାର୍ଯ୍ୟର ସମାଧାନ କରନ୍ତୁ ।

Today Horoscope
Today Horoscope (CAPRICORN)

କୁମ୍ଭ: ଆଜି ଖରାପ ଚିନ୍ତା କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଦେଖା ଦେବ । ଚିନ୍ତାରେ ରହିବେ ଏବଂ ଖରାପ ଚିନ୍ତା ମନକୁ ଘାରିବ । ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ । ଖର୍ଚ୍ଚ କରି ମଧ୍ୟ ତାର ମୂଲ୍ୟ ପାଇବ ନାହିଁ । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ହାନି ହେବ । ଆଜି ଯାହା ଖାଉଛନ୍ତି ସେଥିପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ । ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ ।

Today Horoscope
Today Horoscope (AQUARIUS)

ମୀନ: ଆଜି ସୃଜନକ୍ଷମ ପ୍ରତିଭାବାନ ବ୍ୟକ୍ତି ସ୍ୱପ୍ନ ରାଇଜରେ ବିଚରଣ କରିବେ । ଯଦି ଆପଣ ଲେଖକ, କବି, ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ । ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିପାରିବେ । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି । ସାମାଜିକ କ୍ଷେତ୍ରରେ ଆପଣଙ୍କର ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଇପାରେ ।

Today Horoscope
Today Horoscope (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.