ETV Bharat / entertainment

BAFTA ଆୱାର୍ଡ: 'ଓପେନହାଇମର ଓ ପୋର୍ ଥ୍ରଙ୍ଗସ'ର ଚାଲିଲା ଯାଦୁ, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ - BAFTA Award 2024

BAFTA Award 2024: ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲରେ ୭୭ତମ BAFTA ପୁରସ୍କାର ଆୟୋଜିତ ହୋଇଛି । ଏହି ଶୋ'ରେ ଓପେନହାଇମର ଓ ପୋର ଥ୍ରଙ୍ଗସ ସବୁଠାରୁ ଅଧିକ ଆୱାର୍ଡ ନିଜ ନାଁରେ କରିଛନ୍ତି । ତେବେ ବିଜେତାଙ୍କୁ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ,

ବାଫଟା ୨୦୨୪: 'ଓପେନହାଇମର ଓ ପୋର ଥ୍ରଙ୍ଗସ'ର ଚାଲିଲା ଯାଦୁ, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

author img

By ETV Bharat Odisha Team

Published : Feb 19, 2024, 10:50 AM IST

ଲଣ୍ଡନ: ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ ଯଥା BAFTA ଚଳଚ୍ଚିତ୍ର ପୁରସ୍କାର ରବିବାର ଦିନ ଲଣ୍ଡନରେ ଆୟୋଜିତ ହୋଇଥିଲା । ଏହି ପୁରସ୍କାର ଶୋ'ରେ ବ୍ରିଟିଶ ଏବଂ ଅନ୍ତର୍ଜାତୀୟ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ର ସମେତ କଳାକାରମାନଙ୍କୁ ବିଭିନ୍ନ ବର୍ଗରେ ସମ୍ମାନିତ କରାଯାଏ । ଏହି ସମୟର BAFTA ପୁରସ୍କାରରେ 'ଓପେନହାଇମର' ଏବଂ 'ପୋର ଥିଙ୍ଗସ' ନିଜର ଜଲୱା ଦେଖାଇ ସବୁଠାରୁ ଅଧିକ ଆୱାର୍ଡ ହାସଲ କରିଛନ୍ତି ।

ଏହି ପୁରସ୍କାର ଶୋ' ଗତକାଲି ଆୟୋଜିତ ହୋଇଥିବା ବେଳେ ଏଥିରେ ଦୀପିକା ପାଦୁକୋନ ଉପସ୍ଥାପିକ ଭାବେ ସାମଲ ହୋଇ ଭାରତ ସମ୍ମାନ ବଢାଇଥିଲେ । ଏଥିସହ ସେ 'ଦ ଜୋନ ଅଫ ଇଣ୍ଟରେଷ୍ଟ' ପାଇଁ ଅଭିନେତା ଜୋନାଥନ ଗ୍ଲେଜରଙ୍କୁ ଶ୍ରେଷ୍ଠ ଫିଲ୍ମ ନଟ ଇନ ଇଂଲିସ୍ ପୁରସ୍କାର ପ୍ରଦାନ କରିଥିଲେ । ତେବେ ବିଜେତାଙ୍କ ତାଲିକାରେ 'ଓପେନହାଇମର' ମୋଟ ୭ଟି ପୁରସ୍କାର ଲାଭ କରିଥିବା ବେଳେ ପୋର ଥିଙ୍ଗସ ମୋଟ ୫ଟି ବାଫଟା ଆୱାର୍ଟ ହାତେଇଛି । ​କହିରଖୁଛୁ କି, 'ଓପେନହାଇମର' ଫିଲ୍ମଟି ପୂର୍ବରୁ ଗୋଲ୍ଡେନ ଗ୍ଲୋବସ୍ ଏବଂ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ଅନେକ ପୁରସ୍କାର ଜିତି ସଫଳତା ହାସଲ କରିସାରିଛି । ବର୍ତ୍ତମାନ ଓସ୍କାର ପାଇଁ ମଧ୍ୟ ଫିଲ୍ମ ଏକ ଅଗ୍ରଣୀରେ ରହିଛି ।

BAFTA ଚଳଚ୍ଚିତ୍ର ପୁରସ୍କାର ୨୦୨୪ର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:-

ଶ୍ରେଷ୍ଠ ଫିଲ୍ମ- ଓପେନହାଇମର; ଖ୍ରୀଷ୍ଟୋଫର୍ ନୋଲାନ୍, ଚାର୍ଲ୍ସ ରୋଭେନ୍, ଏମ୍ମା ଥୋମସ୍

ମୁଖ୍ୟ ଅଭିନେତ୍ରୀ- ଏମ୍ମା ଷ୍ଟୋନ (ପୋର ଥ୍ରଙ୍ଗସ)

ମୁଖ୍ୟ ଅଭିନେତା- ସିଲିୟନ୍ ମର୍ଫି (ଓପେନହାଇମର)

ଶ୍ରେଷ୍ଠ ସହ-ଅଭିନେତ୍ରୀ- ଦା'ୱାଇନ ଜୋୟ ରାଣ୍ଡୋଲ୍ଫ (ଦ ହୋଲ୍ଡଓଭର)

ଶ୍ରେଷ୍ଠ ସହ-ଅଭିନେତା- ରୋବର୍ଟ ଡାଉନ ଜୁନିଅର (ଓପେନହାଇମର)

EE ରାଇଜିଂ ଷ୍ଟାର ପୁରସ୍କାର (ଜନସାଧାରଣଙ୍କ ଭୋଟରେ ବିଜେତା) - ମିଆ ମ୍ୟାକକେନା-ବ୍ରୁସ

ଶ୍ରେଷ୍ଠ ନିର୍ଦ୍ଦେଶକ- ଖ୍ରୀଷ୍ଟୋଫର ନୋଲାନ (ଓପେନହାଇମର)

ମେକ୍ଅପ୍ ଏବଂ ହେଆର- ପୋର ଥିଙ୍ଗସ, ନାଦିଆ ଷ୍ଟେସି, ମାର୍କ କୁଲିଅର, ଜୋସ ୱେଷ୍ଟନ

ପୋଷାକ ଡିଜାଇନ୍-ପୋର ଥିଙ୍ଗସ, ହୋଲି ୱାଡିଙ୍ଗଟନ୍

ଉଲ୍ଲେଖନୀୟ ବ୍ରିଟିଶ ଚଳଚ୍ଚିତ୍ର- ଦ ଜୋନ ଅଫ ଇଣ୍ଟରେଷ୍ଟ, ଜୋନାଥନ୍ ଗ୍ଲେଜର, ଜେମ୍ସ ୱିଲସନ

ବ୍ରିଟିଶ୍ ସର୍ଟ ଆନିମେସନ୍- ଜେଲିଫିସ୍, ରସ୍ ଷ୍ଟ୍ରିଙ୍ଗର୍, ବାର୍ଟୋଜ୍ ଷ୍ଟାନିସାୱେକ୍, ଆଲେକ୍ସଜାଣ୍ଡାର ସିକୁଲକ

ବ୍ରିଟିଶ୍ ସର୍ଟ ଫିଲ୍ମ- ଜେଲିଫିସ୍ ଆଣ୍ଡ ଲବଷ୍ଟର, ୟସ୍ମିନ୍ ଆଫଫି, ଏଲିଜାବେଥ ରୁଫାଇ

ପ୍ରଡକ୍ସନ ଡିଜାଇନ୍- ପୋର ଥିଙ୍ଗସ, ଶୋନା ହିଥ, ଜେମ୍ସ ପ୍ରାଇସ, ଜୁସୁସା ମିହାଲେକ

ସାଉଣ୍ଡ- ଜୋନ ଅଫ ଇଣ୍ଟରେଷ୍ଟ, ଜନି ବର୍ନ, ଟର୍ନ ୱିଲର୍ସ

ଅରିଜିନାଲ୍ ସ୍କୋର- ଓପେନହାଇମର, ଲୁଡୱିଗ୍ ଗୋରାନ୍ସନ୍

ଡକ୍ୟୁମେଣ୍ଟାରୀ- ଟ୍ୱଣ୍ଟି ଇଜ ଇନ ମାରିୟୁପୋଲ, ମିଷ୍ଟିସ୍ଲାଭ ଚେର୍ନୋଭ, ରାନେ ଏରୋନସନ ରଥ, ମିସେଲ ମିଜନର୍

ଆଡାପ୍ଟଟେଡ୍ ସ୍କ୍ରିନ୍ ଫ୍ଲେ- ଆମେରିକନ ଫିକ୍ସନ, କୋର୍ଡ ଜେଫରସନ

ସିନେମାଟୋଗ୍ରାଫି- ଓପେନହାଇମର; ହୋଏତେ ଭ୍ୟାନ୍ ହୋଏଟେମା

ଏଡିଟିଂ- ଓପେନହାଇମର, ଜେନିଫର ଲୈମ

କାଷ୍ଟିଂ- ଦ ହୋଲ୍ଡଓଭର, ସୁଜାନ ସୋପମେକର

ଏହା ମଧ୍ୟ ପଢନ୍ତୁ: BAFTA ପୁରସ୍କାରରେ ଚମକିଲେ ଦୀପିକା, ଦେଶୀ ଲୁକରେ ଜିତିଲେ ମନ

ଫିଲ୍ମ ନଟ୍ ଇନ ଇଂଲିସ ଲାଙ୍ଗୱେଜ- ଦ ଜୋନ ଅଫ ଇଣ୍ଟରେଷ୍ଟ, ଜୋନାଥନ୍ ଗ୍ଲେଜର, ଜେମ୍ସ ୱିଲସନ

ବ୍ରିଟିଶ ଲେଖକ, ନିର୍ଦ୍ଦେଶକ କିମ୍ବା ନିର୍ମାତା ଭାବେ ଉଲ୍ଲେଖନୀୟ ଡେବ୍ୟୁ- ଆର୍ଥ ମାମା. ସଭାନା ଲିଫ (ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ), ଶିର୍ଲି ଓ'କନୋର (ପ୍ରଯୋଜକ), ମେଡବ ରିର୍ଡାନ୍ (ପ୍ରଯୋଜକ)

ଆନିମେଟେଡ ଫିଲ୍ମ-ଦ ବୟ ଆଣ୍ଡ ଦ ହେରୋନ, ହାୟୋ ମିୟାଜାକି, ତୋଷିଓ ସୁଜୁକି

ସ୍ପେଶାଲ ଭିଜୁଆଲ୍ ଇଫେକ୍ଟସ୍- ପୋର ଥିଙ୍ଗସ୍, ସାଇମନ୍ ହ୍ୟୁଜେସ

ଅରିଜିନାଲ ସ୍କ୍ରିନ୍ ଫ୍ଲେ- ଆନାଟୋମି ଅଫ ଏ ଫାଲ, ଜଷ୍ଟିନ ଟ୍ରାଇଟ, ଆର୍ଥର ହରାରି

ଏହା ମଧ୍ୟ ପଢନ୍ତୁ: କ୍ରିଟିକ୍ସ ଚଏସ ଆୱାର୍ଡ ୨୦୨୪: ବାଜି ମାରିଲା ଓପେନହାଇମର ଓ ବାର୍ବି, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.