ETV Bharat / bharat

ରାଶିଫଳ: ଏସବୁ ରାଶି ଉପରେ ଖୁସି ବର୍ଷା, ଏମାନେ ରୁହନ୍ତୁ ସତର୍କ

ମେଷଠୁ ମୀନ । ଆଜି କେମିତି କଟିବ ଦିନ । କିଏ ରହିବେ ସତର୍କ । କାହା ପାଇଁ ଶୁଭଫଳ । ପଢନ୍ତୁ ଆଜିର ରାଶିଫଳ

author img

By ETV Bharat Odisha Team

Published : Oct 16, 2024, 6:49 AM IST

ODIA HOROSCOPE
ODIA HOROSCOPE (ETV Bharat Odisha)

ମେଷ: ଆଜି ଦିନଟିରେ ଆପଣ ପ୍ରଫୁଲ୍ଲ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇଯିବେ । ଆପଣଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ମିଳିବ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ଏକ ସାମାଜିକ ଉତ୍ସବରେ ଏକତ୍ର ହୋଇପାରନ୍ତି । ନିଜର ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ ।

HOROSCOPE
ମେଷ (ETV Bharat Odisha)

ବୃଷ: ଆଜି ଦିନଟି ଆପଣ ପ୍ରଫୁଲ୍ଲ ରହିବେ । କୃପାଦୃଷ୍ଟି ଆପଣଙ୍କୁ ପ୍ରତି କ୍ଷେତ୍ରରେ ସହାୟ ହେବେ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ପରିବାର ଠାରୁ ଖୁସି ଖବର ପାଇବେ ।

HOROSCOPE
ବୃଷ (ETV Bharat Odisha)

ମିଥୁନ: ଆଜି ଦିନଟିରେ ବହୁଦିଗରୁ ଲାଭବାନ ହୋଇପାରନ୍ତି । ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟିକୁ ମଧୁରମୟ କରିପାରନ୍ତି । ସବୁ ଜିନିଷ ଏକତ୍ର ଆପଣଙ୍କ ନିକଟକୁ ଆସିପାରେ । ଏହା ଛଡା ଆପଣଙ୍କ ପୁତ୍ର ଓ ଧର୍ମପତ୍ନୀ ଆପଣଙ୍କ ପାଇଁ ହିତକାରୀ ହୋଇପାରନ୍ତି । ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆପଣଙ୍କ କାର୍ଯ୍ୟରେ ଓ ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭ ହୋଇ ପୁଞ୍ଜି ବଢାଇପାରେ । ଆଜି ଏହି ଭାଗ୍ୟଶାଳୀ ଦିନଟିକୁ ମନଭରି ଉପଭୋଗ କରନ୍ତୁ ।

HOROSCOPE
ମିଥୁନ (ETV Bharat Odisha)

କର୍କଟ: ଆଜି ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ । ଆଜି ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ଏବଂ ସେମାନେ ଆପଣଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ପ୍ରକାଶ କରିବେ । ଆପଣ ନିଜର ପଦୋନ୍ନତି ଲାଭ କରିବେ । ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ ଏବଂ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟାଳୟର କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ମାଆଙ୍କ ସଙ୍ଗେ ସମ୍ପର୍କ ଦୃଢୀଭୂତ ହେବ । ସରକାରୀ କାର୍ଯ୍ୟରେ ଲିପ୍ତ ରହି ସୁବିଧା ସୁଯୋଗ ହାସଲ କରିପାରନ୍ତି ।

HOROSCOPE
କର୍କଟ (ETV Bharat Odisha)

ସିଂହ: ଆଜି ଦିନଟି ଆପଣ ଧାର୍ମିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି ଏବଂ ଗୋଟିଏ ଧାର୍ମିକ ସ୍ଥାନକୁ ସମସ୍ତଙ୍କୁ ବୁଲାଇବା ପାଇଁ ନେଇପାରନ୍ତି । ଆଜି ଆପଣ ନିଜର କ୍ରୋଧ ସମ୍ୱରଣ କରନ୍ତୁ । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ । ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଆପଣ ମାନସିକ ଅଶାନ୍ତି ଭୋଗିପାରନ୍ତି । ଏହାର ପ୍ରଧାନ କାରଣ ଆପଣଙ୍କ ସନ୍ତାନମାନେ ହୋଇପାରନ୍ତି ।

HOROSCOPE
ସିଂହ (ETV Bharat Odisha)

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କାଲି ଦିନ ଠାରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ହିଁ ଅଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପେଶାଗତ କ୍ଷେତ୍ରରେ ଆପଣଙ୍କ ପାଇଁ ପୁରସ୍କାର ଗଚ୍ଛିତ ଅଛି । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ନକ୍ଷତ୍ର ମାନଙ୍କର ସେହି ବଦାନ୍ୟତା ନମ୍ରତାର ସହିତ ଗ୍ରହଣ କରନ୍ତୁ ।

HOROSCOPE
କନ୍ୟା (ETV Bharat Odisha)

ତୁଳା: ଉତ୍ତମ ସ୍ୱାସ୍ଥ୍ୟ, ପରିବାର ଦୃଷ୍ଟିକୋଣରୁ ଖୁସିମୟ ସମୟ ଏବଂ ବ୍ୟବସାୟରେ ବିପୁଳ ଅର୍ଥ ଲାଭ ଆଜି ଆପଣଙ୍କ ଅପେକ୍ଷାରେ ଅଛି । ପରିବାର ସହିତ ହସ ଉଲ୍ଲାସରେ ସମୟ ବିତାଇବେ ଏବଂ ପାଟର୍ନର ଏବଂ ସହକର୍ମୀ ସହିତ ଉତ୍ତମ ପରିବେଶ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବେଶି କିଛି ସଂଘର୍ଷ ନ କରି ଫଳପ୍ରାପ୍ତ କରିବାର ସମ୍ଭାବନା ରହିଛି ।

HOROSCOPE
ତୁଳା (ETV Bharat Odisha)

ବିଛା: ଅଯଥାରେ କାହା ସଙ୍ଗରେ ବଚସା କରନ୍ତୁ ନାହିଁ । ସନ୍ତାନମାନଙ୍କ ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ । ଯଦି ହୁଏ ଭ୍ରମଣକୁ ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବା ପାଇଁ ଆଜି ଏକ ଶୁଭଦିନ ଅଟେ । କଠିନ ପରିଶ୍ରମକଲେ ସଫଳତା ମିଳେ । ତେଣୁ କଠିନ ପରିଶ୍ରମ କରନ୍ତୁ ।

HOROSCOPE
ବିଛା (ETV Bharat Odisha)

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ତେଣୁ ଆଜି ଗୃହ ପରିବେଶ ଅଶାନ୍ତ ରହିବ । ସମ୍ପତ୍ତି ସମ୍ପର୍କୀୟ କୌଣସି ଘଟଣାରେ ନିଜକୁ ଜଡିତ କରନ୍ତୁ ନାହିଁ । ଆର୍ଥିକ ଅନାଟନ ଲାଗିରହିବ । ନିଜେ ଅପମାନିତ ହେବା ସ୍ଥାନ ଠାରୁ ନିଜକୁ ଦୂରେଇ ରଖନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ବିଚଳିତ କରିବ । ଛାତିରେ ଯନ୍ତ୍ରଣା ପାଇବେ ।

HOROSCOPE
ଧନୁ (ETV Bharat Odisha)

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି । ନିଜର ସମ୍ପତ୍ତି ସମ୍ପର୍କିତ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ବୃତ୍ତିଧାରୀ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ନିର୍ବାସିତ କରିପାରିବେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ଅର୍ଥାଗମ ହେବାର ଶୁଭ ସୂଚନା ଅଛି । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଅଟେ ।

HOROSCOPE
ମକର (ETV Bharat Odisha)

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସଙ୍ଗେ ସଙ୍ଗେ ଝଗଡା ଲାଗିପାରେ । ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ । ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ପାଇଁ ସଫଳତା ଦ୍ୱାରଦେଶରେ ପହଞ୍ଚିଯିବେ । ଧୈଯ୍ୟ ଧରନ୍ତୁ ।

HOROSCOPE
କୁମ୍ଭ (ETV Bharat Odisha)

ମୀନ: ଆପଣଙ୍କ ପାଇଁ ଆଜି ହେଉଛି ଏକ ଭାଗ୍ୟଶାଳୀ ଦିନ । ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ଏବଂ ମଜଭୁତ ଶକ୍ତି ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ ଏବଂ ବ୍ୟବସାୟିକ-ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ । ଆଗକୁ ଅଗ୍ରସର ହୁଅନ୍ତୁ, ଲାଭ ଉଠାନ୍ତୁ, ନିବେଶ କରନ୍ତୁ, ତଥାପି ବି ଅର୍ଥ ଉପରେ ନିୟନ୍ତ୍ରଣ ରଖନ୍ତୁ ।

HOROSCOPE
ମୀନ (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.