ETV Bharat / bharat

ଏଣିକି ଗ୍ୟାସରେ ଚାଲିବ, ଆସୁଛି ଅତ୍ୟାଧୁନିକ ସୁବିଧା ସହ ହାଇଡ୍ରୋଜେନ ଟ୍ରେନ - Hydrogen Train

author img

By ETV Bharat Odisha Team

Published : 3 hours ago

India's First Hydrogen Train: ଦେଶ ପାଇବ ପ୍ରଥମ ହାଇଡ୍ରୋଜେନ ଟ୍ରେନ । ଏଣିକି ଡିଜେଲ କି ବିିଦ୍ୟୁତ ନୁହେଁ ଗ୍ୟାସରେ ଚାଲିବ ଟ୍ରେନ । ଯାହାକି ପରିବେଶ ସୁରକ୍ଷା କରିବା ଦିଗରେ ସହାୟକ ହେବ । ଏହି ଟ୍ରେନରେ କେଉଁ ସବୁ ସୁବିଧା ମିଳିବ, ଜାଣନ୍ତୁ ।

Hydrogen Train
Hydrogen Train (Social Media(x))

ହାଇଦ୍ରାବାଦ: ସରିଲା ଅପେକ୍ଷା । ଦେଶକୁ ମିଳିବାକୁ ଯାଉଛି ପ୍ରଥମ ହାଇଡ୍ରୋଜେନ ଟ୍ରେନ । ଆସନ୍ତା ବର୍ଷ ସୁଦ୍ଧା ଜିରୋ କାର୍ବନ ସହ ଗଡ଼ିବ ଟ୍ରେନ । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଟେଷ୍ଟିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଜିରୋ କାର୍ବନ ଲକ୍ଷ୍ୟ ନେଇ ହାଇଡ୍ରୋଜେନ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛି ଭାରତୀୟ ରେଳବାଇ । ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ 2024-25 ଆର୍ଥିକ ବର୍ଷରେ ଆରମ୍ଭ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟ୍ରେନର ପରୀକ୍ଷଣ ଆରମ୍ଭ ହୋଇଯିବ । ପ୍ରଥମେ ପରୀକ୍ଷା ମୂଳକ ଭାବେ ଏହି ଟ୍ରେନ ଦିଲ୍ଲୀ ଡିଭିଜନର ଜିନ୍ଦ-ସୋନିପତରେ ଗଡ଼ିବ ।

'ନେଟ୍ ଜିରୋ କାର୍ବନ ଏମିଟର'

Hydrogen Train
Hydrogen Train (Social Media(x))

ଭାରତୀୟ ରେଳବାଇ 'ଜିରୋ କାର୍ବନ' ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି । 2024-25ରେ ଏହି ଟ୍ରେନ ସେବା ଆରମ୍ଭ ହେବାକୁ ଥିବାବେଳେ ଏହାର ଟେଷ୍ଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ହେବ ବୋଲି ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ ।

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ହାଇଡ୍ରୋଜେନ ଟ୍ରେନରେ ମିଳିବ ଏସବୁ ସୁବିଧା:

  • ହାଇଡ୍ରୋଜେନରେ ଚାଲିବାକୁ ଥିବା ଟ୍ରେନରେ ଏକ ଇନ୍ଧନ ସେଲ୍ ରହିଛି । ଯାହାକି ବାୟୁରୁ ଅମ୍ଳଜାନ ସହ ଛାତ ଉପରେ ଷ୍ଟୋର ହୋଇ ରହିଥିବା ଅମ୍ଳଜାନ ଗ୍ରହଣ କରେ । ଏହା ଦ୍ବାରା ଏକ ଇନ୍ଧନ ଉତ୍ପନ ହୋଇଥାଏ । ଆଉ ଏହି ପ୍ରକ୍ରିୟାରେ ଅଙ୍ଗରକାମ୍ଳ ନିର୍ଗତ ହୋଇନଥାଏ ।
  • ଇଲେକ୍ଟ୍ରିକ ଟ୍ରେନ ତୁଳନାରେ ଏହି ଟ୍ରେନ 10ଗୁଣା ଅଧିକ ଦୂର ଯାତ୍ରା କରିବା ପାଇଁ ସକ୍ଷମ । ଆଉ ଏହି ଟ୍ରେନ ପାଇଁ ଅଲଗା ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ ।
  • ଅନ୍ୟ ଇନ୍ଧନ ଅପେକ୍ଷା ଏହି ଟ୍ରେନର ଇନ୍ଧନ ଖର୍ଚ୍ଚ କମ୍ ରହିବ ।

ପରିବେଶ ସୁରକ୍ଷା ଲକ୍ଷ୍ୟ:

Hydrogen Train
Hydrogen Train (Social Media(x))

ଏହି ଟ୍ରେନ ଚାଲିବା ଦ୍ବାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବ । ବର୍ତ୍ତମାନ ପରିବେଶ ପ୍ରଦୂଷଣର ମାତ୍ରା ବଢିଚାଲିଥିବାବେଳେ ଏହାକୁ ରୋକିବା ଦିଗରେ ସମସ୍ତେ ଚିନ୍ତିତ । ଏଥିପାଇଁ ବିଭିନ୍ନ ଦେଶ ସବୁଜ ଇନ୍ଧନରେ ଗୁରୁତ୍ବ ଦେଉଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ରେଳବାଇ ମଧ୍ୟ ଖୁବଶୀଘ୍ର ହାଇଡ୍ରୋଜେନ ଟ୍ରେନ ଆଣିବାକୁ ଯାଉଛି ।

ଏହା ବି ପଢନ୍ତୁ...ବିଦେଶରେ ବଢୁଛି ବନ୍ଦେ ଭାରତ ଏକ୍ସପ୍ରେସ ଚାହିଦା, କେଉଁ ଦେଶର ରହିଛି ନଜର ? - Vande Bharat Express

ଏହା ବି ପଢନ୍ତୁ...ବନ୍ଦେ ଭାରତରେ ଅଙ୍ଗନବାଡି ! ଟ୍ରେନରେ ପିଲାଙ୍କ ପାଠପଢା - Anganwadi Centre

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.