ETV Bharat / bharat

ଜାନୁଆରୀ 27 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଜାନୁଆରୀ 27 ରାଶିଫଳ

27th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ରାଶିଫଳ
Horoscope
author img

By ETV Bharat Odisha Team

Published : Jan 27, 2024, 6:00 AM IST

ମେଷ: ଆପଣ ନିଜର କ୍ରୋଧୀ ଓ ବିବାଦୀୟ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଯଦି ସକ୍ଷମ ହେବେ । ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜସାଧ୍ୟ ହେବ । ନଚେତ୍‍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ । ଆପଣଙ୍କର ଖର୍ଚ୍ଚର ସମୀକ୍ଷା କରନ୍ତୁ ଏବଂ ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଯେତେଦୂର ସମ୍ଭବ ଆଜିର ସ୍ଥିରକୃତ ଯାତ୍ରାକୁ କିଛିଦିନ ପାଇଁ ସ୍ଥଗିତ ରଖନ୍ତୁ । ଆଜି ଦିନଟିରେ ଯାତ୍ରା ଆପଣଙ୍କ ପକ୍ଷେ ଶୁଭଫଳ ପ୍ରଦାନ କରିବ ନାହିଁ ।

ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ଗ୍ରହଣ କରିପାରେ । ଯେଉଁ ଆଗ୍ରହ ନେଇ ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମକୁ ସାରିଥାନ୍ତେ, ସେଥିପାଇଁ ନିଜର ବ୍ୟଗ୍ରତା ପ୍ରକାଶ ନ କରିପାରନ୍ତି । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବାସହ ଉତ୍କଣ୍ଠିତ ହେବେ ।

ମିଥୁନ: ଦିବସରେ ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଦିବସର ପ୍ରଥମରୁ ଏପରି ମନୋବୃତ୍ତି ଆପଣଙ୍କ ଆବେଗକୁ କମାଇଦେବେ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବେ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ ।

କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିୟନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ: ଦିବସର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ଯେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ । ତୁଚ୍ଛକଥାକୁ ନେଇ ମୁହଁ ହୁଡାହୁଡି ହେବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନନେବା ବାଞ୍ଛନୀୟ ଅଟେ । ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣ ଶାନ୍ତ ରୁହନ୍ତୁ ।

କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସତର୍କତା ଅବଲମ୍ଵନ କରନ୍ତୁ ।

ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।

ବିଛା: ଭଗବାନ ତଥା ଗ୍ରହମାନଙ୍କ ପ୍ରଭାବରୁ ଦିନଟି ଭଲରେ କଟିବ । ପ୍ରତିକ୍ଷେତ୍ରରେ ଆପଣ କୃତକାର୍ଯ୍ୟ ହେବେ । ଚାକିରିରେ ପଦୋନ୍ନତି, ଦରମା ବୃଦ୍ଧି, ବିଦେଶ ଯାତ୍ରା ହୋଇପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ମୌଜ ମଜଲିସରେ ସମୟ କାଟିବେ । ବନ୍ଧୁମାନଙ୍କ ସହ ପରିଭ୍ରମଣରେ ଯାଆନ୍ତୁ । ନୂତନ ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ଏବଂ ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରନ୍ତୁ । ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ ଏବଂ ଶୁଭ ଫଳାଫଳ ପାଇପାରିବେ ।

ଧନୁ: ଦିବସର ପ୍ରାରମ୍ଭରୁ ପ୍ରତି ଘଣ୍ଟା ଅନ୍ତରରେ ଆପଣଙ୍କର ଉନ୍ନତି ଆରମ୍ଭ ହେବ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ଅପରାହ୍ନ ପରେ ପାରିବାରିକ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ ।

ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରଥମାର୍ଦ୍ଧରେ କର୍ମଜୀବୀମାନେ ଲାଭବାନ ହେବେ ଏବଂ ସୁଫଳ ପ୍ରାପ୍ତି ହୋଇପାରେ । ଆଜି ଆପଣ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କ ସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ମାତ୍ର ମଧ୍ୟାହ୍ନ ପରେ ଅବସ୍ଥାରେ କିଛି ଅବନତି ଦେଖାଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

କୁମ୍ଭ: ଆଜି ଦିନଟିର ଶୁଭ ସ୍ମୃତି ଆପଣଙ୍କ ମନରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ବୃତ୍ତିଧାରୀଙ୍କ ନିମିତ୍ତ ବୃତ୍ତି ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ । କର୍ମଜୀବୀମାନେ ନିଜର ପଦୋନ୍ନତି ପାଇପାରନ୍ତି ଏବଂ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟୀ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ । ଏଥିପାଇଁ ଆପଣ ଅବସର ସମୟରେ ଆମୋଦ ପ୍ରମୋଦରେ ଲିପ୍ତ ରହିବେ । ବନ୍ଧୁ ଓ ପରିବାର ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି ।

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିବସର ପ୍ରାରମ୍ଭରୁ କଷ୍ଟକର ଓ ଶକ୍ତ ମନେ ହୋଇପାରେ । ମାତ୍ର ଦିବସର ଦ୍ୱିତୀଯାର୍ଦ୍ଧରେ ଶାନ୍ତି ଓ ସୁଖ ପ୍ରଦାନକାରୀ ହେବ । ପ୍ରାତଃ କାଳରୁ ମନରେ ଅଶାନ୍ତି, ଉତ୍କଣ୍ଠା ଓ ଅସଫଳତା ଯୋଗୁଁ ମନ ଅଶାନ୍ତ ରହିବ । ମାନସିକ ଶାନ୍ତି ପାଇବାପାଇଁ ଧ୍ୟାନ ଓ ଯୋଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ତେଣୁ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.