ETV Bharat / bharat

ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି, ଗାଡି ଚଳାଇବା ସମୟରେ ସତର୍କତା ଜରୁରୀ - 20th March Horoscope

20th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope
author img

By ETV Bharat Odisha Team

Published : Mar 20, 2024, 12:00 AM IST

ମେଷ: ଆଜି ଆପଣ କିଛି ନିର୍ମାଣ କରିପାରନ୍ତି । ଜୀବନସାଥି ପାଇଁ କିଛି ନୂଆ କାର୍ଯ୍ୟ ହାତକୁ ନେବେ । ଧ୍ୟାନର ସହିତ କୌଣସି କାର୍ଯ୍ୟ କରିବେ । ପ୍ରେମ ସମ୍ପର୍କ ଭଲରେ କଟିବ ।

ବୃଷ: ଆଜି ଆପଣ ପରିବାର ସହିତ ଶାନ୍ତିରେ, ହସଖୁସିରେ ରହିବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ ।

ମିଥୁନ: ଆଜି ଆପଣ କଠିନ ପରିଶ୍ରମ କରିବେ । ଏହାସହ ଆଜି ଯାହା ଚାହିଁବେ ତାହା କରିବେ । ଯଦିଓ କଠିନ ପରିଶ୍ରମ ପାଇଁ କୌଣସି ଉତ୍ସାହପୂର୍ଣ୍ଣ କରତାଳି କିମ୍ଵା ସମ୍ମାନ ପଦକ ପାଇ ନପାରନ୍ତି, କିନ୍ତୁ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନେ ଆପଣଙ୍କର ଅନେକ ପ୍ରଶଂସା କରିବେ ।

କର୍କଟ: ଆଜି ଆପଣଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଓ ଚିତ୍ତାକର୍ଷକ ଦିନ । ଆଜି ବରିଷ୍ଠ ଅଧିକାରୀମାନଙ୍କ ଠାରୁ କିଛି ଶିଖିବାକୁ ପାଇବେ । ସହକର୍ମୀ ଓ ଭାଇଭଉଣୀମାନେ ଆପଣଙ୍କୁ ସାହାଯ୍ୟର ହାତ ବଢେଇବେ । କାହା ସହିତ କଳହ ନକରିବା ପାଇଁ ପରାମର୍ଶ ଦିଆଯାଉଛି ।

ସିଂହ: ଆଜି ଆପଣଙ୍କ ଭିତରେ ଥିବା ବେପାରୀ ରୂପ ବାହାରକୁ ଆସିବ । ଲାଭଦାୟକ ସ୍ଥାନ ଦେଖିବାର ଆପଣଙ୍କ ଅଭିଜ୍ଞତା ଦ୍ଵାରା ଆପଣ ତୁରନ୍ତ ସୁଯୋଗଗୁଡିକ ଚିହ୍ନଟ କରିପାରିବେ ଓ ଶସ୍ତାରେ ଜିନିଷଗୁଡିକ କିଣି ଅଧିକ ଦରରେ ବିକ୍ରି କରି ଭଲ ଲାଭ ପାଇପାରିବେ ।

କନ୍ୟା: ଆଜି ଯାହା ସ୍ପଷ୍ଟ ଜଣା ପଡୁଛି ଆପଣ କିଛି ଲେଖା ଲେଖି କିମ୍ଵା କୌଣସି କଳା କାର୍ଯ୍ୟ କରିପାରନ୍ତି । ସେଥିରେ ଆପଣଙ୍କୁ ବହୁତ ଭଲ ଫଳ ମିଳିବ । ପ୍ରତି କ୍ଷେତ୍ରରେ ଆଜି ସଫଳତା ପାଇବେ ।

ତୁଳା: ଆପଣଙ୍କ ପରିବାର ପାଇଁ ଥିବା ଆପଣଙ୍କ ଚିନ୍ତା ସର୍ବୋପରି ରହିବ । ଆଜି ଆପଣ ନେଇଥିବା ସହାୟତା ଦାୟିତ୍ଵଗୁଡିକ ପୂରଣ କରିବେ । ଘରେ ଆପଣଙ୍କ ଭାଗ୍ୟ ସହିତ ସମସ୍ତ ଭଲ ଜିନିଷ ହେବା ଆରମ୍ଭ ହେବ ।

ବିଛା: ଆଜି କାମ ଓ ଘର ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ଉପଯୁକ୍ତ ସନ୍ତୁଳନତା ଆପଣଙ୍କ ସର୍ବୋତ୍ତମ ରୂପ ବାହାରକୁ ଆଣିବ । ଆପଣ ଆପଣଙ୍କ କାର୍ଯ୍ୟସ୍ଥଳରେ ବସି ମୁଣ୍ଡ ଖଟେଇବାରେ ବହୁତା ସମୟ ଖର୍ଚ୍ଚ କରିବେ । ସଂଧ୍ୟା ସମୟରେ ମାନସିକ ବ୍ୟାୟାମ ବଦଳରେ ଆପଣ ବନ୍ଧୁ ଓ ପରିବାର ସହିତ ମଉଜ ମଜଲିସରେ ସମୟ କାଟିବେ ।

ଧନୁ: ଆଜି ଆପଣ ରାସ୍ତାରେ ସମସ୍ୟାର ସମ୍ମୁଖୀନ ହେବ । ସମସ୍ୟା ଯେତେ ବଢିବ, ତାହାର ସମ୍ମୁଖୀନ ହେବା ପାଇଁ ସେତେ ଶକ୍ତି ବଢିବ । ସେଥିପାଇଁ ଚାପ ତଳେ ଚାପି ହୁଅନ୍ତୁ ନାହିଁ, ବରଂ ଲଢିବା ପାଇଁ ଶକ୍ତିଶାଳୀ ହୁଅନ୍ତୁ ।

ମକର: ଆଜି ଆପଣଙ୍କ ଅନ୍ତର୍ଜ୍ଞାନ ବହୁତ ଭଲ ରହିବ, ଯାହା ଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ । ଅବଶ୍ୟ, ଆପଣ ସବୁ ଦିନ ଏପରି ଭାଗ୍ୟବାନ ହେବେ ନାହିଁ, ସେଥିପାଇଁ ଯେତେ ସମ୍ଭବ ଆପଣଙ୍କ ଅନ୍ତର୍ଜ୍ଞାନକୁ ବ୍ୟବହାର କରନ୍ତୁ ।

କୁମ୍ଭ: ଆଜି ବିଶେଷକରି ଜ୍ୟୋତିର୍ବିଦ, ଚିକିତ୍ସକ, ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଗୁରୁମାନଙ୍କ ପାଇଁ ଏକ ଶୁଭ ଦିନ । ଆଜି ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଜଣେ ଦୁଇ ଥର ଭାବିବେ । ଆପଣଙ୍କ ଭାଷାକୋଷରେ ଲୋଭ ଶବ୍ଦ ନାହିଁ ଓ ଆଜି ଆପଣ ମାନବତା ପାଇଁ କାମ କରିବାକୁ ଅଧିକ ପ୍ରୋତ୍ସାହିତ ହେବେ ।

ମୀନ: ଆଜି ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିବେ । ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ । ଆଜି ପ୍ରଶଂସାର ପାତ୍ର ହେବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.