ETV Bharat / bharat

ଫେବୃଆରୀ ୨୦ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଫେବୃଆରୀ ୨୦ ରାଶିଫଳ

20TH February Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଫେବୃଆରୀ ୨୦ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Feb 20, 2024, 12:02 AM IST

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଚିନ୍ତା କରିପାରନ୍ତି । ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆପଣ ଆଜି ଦିନଟି ମଧ୍ୟ ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ ।

ବୃଷ: ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହାନ୍ତି । ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । ଆପଣ ଆଜି ଅନେକ ଘରକରଣା ଜିନିଷ କିଣିପାରନ୍ତି । ଏଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମିଥୁନ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆଜି ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣ ଆଜି କୌଣସି ନୂତନ କର୍ମାରମ୍ଭ କରନ୍ତୁ ନାହିଁ । ଜନସାଧାରଣଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଯଦି ପାରନ୍ତି ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଅପମାନିତ କଲାପରି ଘଟଣା ସୃଷ୍ଟି କରନ୍ତୁ ନାହିଁ ।

କର୍କଟ: ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହାନ୍ତି । ଆଜି ଆପଣଙ୍କ ମନ ବ୍ୟାକୁଳ ଏବଂ ଅସ୍ଥୀର ହୋଇପାରେ । ଆପଣ ଶାନ୍ତ ରହିବା ଆବଶ୍ୟକ, ନ ହେଲେ ଆପଣଙ୍କ ମାନସିକ ଅସ୍ଥିରତା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟକର ହୋଇପଡିବ। ଆପଣ କଣ କହୁଛନ୍ତି ଓ କିପରି କରୁଛନ୍ତି ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ ।

ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଏଥିପ୍ରତି ସଜାଗ ରୁହନ୍ତୁ । ଭାଗ୍ୟର କିଛି ସାହାଯ୍ୟ ଦ୍ଵାରା ଆଜି ଆପଣଙ୍କ କାମ ଠାରୁ କହିବା କଥାର ଓଜନ ଅଧିକ ରହିବ । ଯାହା ଦ୍ଵାରା ଆପଣ ନିଜ ଉପସ୍ଥାପନା ଦକ୍ଷତାର ଉଚିତ ବ୍ୟବହାର କରିବେ ଏବଂ ସପଳତା ହାସଲ କରିବେ ।

କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ । ଆପଣଙ୍କର ମେଳାପୀ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ । ପାରିବାରିକ ଶାନ୍ତି ଅତୁଟ ରହିବ । ଆଜି ଆପଣଙ୍କ ମନରେ ଅଭିନବ ଧାରଣା ଆସିବ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ ।

ତୁଳା: ତୁଚ୍ଛତା ବିଷୟରେ ଆପଣ କୌଣସି ଚିନ୍ତିତ ହେବା ଉଚିତ ନୁହେଁ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ଆପଣ ନିଜର ଭାଷାକୁ ସଞ୍ଜତ ନକଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି । ଅର୍ଥ ଦେଣ ନେଣ କାରବାରରେ ସନ୍ତୁଷ୍ଟ ହେବେ । ହାନିକାରକ ଚିନ୍ତା ମନରୁ ଦୂରକରନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣ ଚାପରେ ରହିପାରନ୍ତି ।

ବିଛା: ଆପଣ ଦିନ ଦୁଇଟି ପ୍ରମୁଖ ଛାପରେ ଯିବ । ଦିନର ଗୋଟିଏ ଅଂଶରେ ଆପଣ ବିଷାଦଗ୍ରସ୍ତ ଓ ଭାବନାତ୍ମକ ହେବେ । ଅନ୍ୟ ସମୟଟି ଆନନ୍ଦ ଉଲ୍ଲାସରେ ଯିବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି ସାବଧାନତାର ସହ କାମ ଆରମ୍ଭ କରନ୍ତୁ ।

ଧନୁ: ଆଜିର ଦିନ ଆପଣଙ୍କ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜାରେ ସମୟ ବିତାଇବେ । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ଲୋକଙ୍କ ସହ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।

ମକର: ଏକ ଛବି ହେଉଛି ହଜାରେ ଶବ୍ଦ ସହିତ ସମାନ ଏବଂ ଆପଣଙ୍କ ଦିନ ଆଜିପାଇଁ ସୁନ୍ଦର ଛବି ସଦୃଶ ହେବ । ବ୍ୟବସାୟୀ, ପେଶାଦାର, ଗୃହିଣୀ ଏବଂ ଛାତ୍ରମାନେ ଆରାମଦାୟକ ଏବଂ ସହଜ ଜୀବନ ବିତାଇବେ । ଆପଣଙ୍କ ବିରୋଧୀ ପରାସ୍ତ ସ୍ୱୀକାର କରିବେ । ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳଫ୍ରଦ ଦେବ । ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ପାଇଁ ଆଜିର ଦିନଟି ପ୍ରକିକବ ନୁହଁ । ଆପଣ ଦିନସାରା ହତାସ ଏବଂ ବ୍ୟାକୁଳରେ ରହିପାରନ୍ତି । ଆଜି ଆପଣଙ୍କ ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ ।

ମୀନ: ଆଜି ଆପଣଙ୍କ ମନୋବଳ ଦିନସାରା କମ୍‌ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅନ୍ୟନ୍ତ ଶାନ୍ତ ଏବଂ ନୀରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିନ୍ତୁ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ୍ୱ ବିବାଦର ସମ୍ମୁଖୀନ ହେବେ । ଆପଣ କଳହ ଏବଂ ଯୁକ୍ତିତର୍କ ନ କରି ଶାନ୍ତିପୂର୍ଣ୍ଣ ଭାବେ ଆରାମରେ କଥାବାର୍ତ୍ତା କରନ୍ତୁ ଏବଂ ମନକୁ ଶାନ୍ତ ରଖନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.