ETV Bharat / bharat

ଫେବୃଆରୀ ୧୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

15TH February Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଫେବୃଆରୀ ୧୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Feb 15, 2024, 12:00 AM IST

ମେଷ: ଆପଣଙ୍କ ଆଜିର ଦିନଟି ବେଶ ଖୁସିରେ କଟିବ । ସାବଧାନତାର ସହ ଆଜିର ଦିନଟି ଆରମ୍ଭ କରନ୍ତୁ । ଆଜିର ଦିନରେ ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିନ୍ତୁ ବିଚାରରେ ଦ୍ୱନ୍ଦ୍ୱ ହେତୁ ଚିନ୍ତିତ ରହିବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ପଛରେ ରହିବେ । ଲାଭଦାୟକ ଯାତ୍ରା କରିବେ । ବନ୍ଧୁଙ୍କଠାରୁ ଲାଭ ପାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ ।

ବୃଷ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନୁହନ୍ତି । ଚିନ୍ତା ଯୋଗୁଁ ଆଜି ଆପଣ ମହତ୍ୱପୂର୍ଣ୍ଣ ଅବସର ହରାଇ ବସିବେ । ଆଜିର ଦିନଟି ଆପଣଙ୍କ ପାଇଁ ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହ ମତଭେଦ ହୋଇପାରେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିପାରିବେ ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ଅଛି । ଆଜି ଆପଣଙ୍କ ଦିନଟି ଆନନ୍ଦ ଏବଂ ଉଲ୍ଲାସରେ କଟିବ ।

କର୍କଟ: ଆଜିର ଦିନଟି ଆପଣଙ୍କର ଭଲରେ ଆରମ୍ଭ ହେବ । ନୂଆ ବନ୍ଧୁ ସୃଷ୍ଟି କରିବେ, ସେମାନଙ୍କ ସହ ଖୁସିରେ ସମୟ କାଟିବେ । କିନ୍ତୁ ସାମାନ୍ୟ ବ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିବ । କିନ୍ତୁ ସନ୍ଧ୍ୟା ବେଳକୁ ସବୁକିଛି ଠିକ ହୋଇଯିବ ଏବଂ ଆପଣ ନିଜ ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବିତାଇବେ ।

ସିଂହ: ଆଜି ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ନିଜ ଜୀବନରେ କାହାକୁ ବେଶି ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜି ଭେଟିବେ । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେବେ, ସଫଳତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ।

କନ୍ୟା: ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେବେ । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟା ଗୁଡ଼ିକୁ ସମାଧନ କରିବାକୁ ପସନ୍ଦ କରିବେ । କୌଣସି କାମରେ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ରହିଲେ ଅନେକ ବିବାଦରୁ ଦୂରେଇ ରହିପାରିବେ ।

ତୁଳା: ଆଜିର ଦିନ ଭଲରେ ଆରମ୍ଭ ହେବ । ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନେବେ । ନିଜର ସୌନ୍ଦର୍ଯ୍ୟ ପ୍ରତି ଆପଣ ଅଧିକା ଧ୍ୟାନ ଦେବେ । ଦାମୀ କସମେଟିକ୍ସ କିଣିବା ସହ ନୂତନ ବସ୍ତ୍ର ମଧ୍ୟ କିଣାକିଣି କରିପାରନ୍ତି ।

ବିଛା: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିପାରେ । ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହ ସମାଧାନ କରିପାରିବେ ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ । ବ୍ୟାବସାୟୀମାନେ ଦେଶ ସମ୍ପର୍କୀୟଙ୍କ ସହ ବ୍ୟବସାୟ ବୃଦ୍ଧି କରିପାରନ୍ତି । ଠିକ ଢଙ୍ଗରେ କହିବାର ଦକ୍ଷତା ଆଜି ଆପଣଙ୍କୁ ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିବ । ଭଲ ନିଷ୍ପତ୍ତି ନେଇ ଆଜିର ଦିନରେ କାମ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ଶୁଭ ଫଳପ୍ରଦ ହେବ ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଆଜି ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି । ଗତକାଲି ଘଟିଥିବା କୌଣସି ଘଟଣା ଆପଣାଙ୍କୁ ବିଚଳିତ କରିପାରେ ଏବଂ ଏଥିପାଇଁ ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି ହୋଇପାରେ । ଏଣୁ ସାମଧାନ ରୁହନ୍ତୁ ଏବଂ ଆପଣଙ୍କ ମନ ପରିବର୍ତ୍ତନକୁ ନିୟନ୍ତ୍ରଣ ରଖନ୍ତୁ ।

କୁମ୍ଭ: ଆଜି କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ସାହାଯ୍ୟ କରିବ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଆପଣ ଆନନ୍ଦ ଏବଂ ଉଲ୍ଲାସର ସହ ଦିନରେ କାଟିବେ ।

ମୀନ: ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ । ଚାକିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣ ତାଙ୍କର ବିଶେଷ ଯତ୍ନ ନିଅନ୍ତୁ । ସମ୍ପତ୍ତିର ଦସ୍ତାବିଜ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.