ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ । ବ୍ୟବସାୟିକ ଗ୍ରସ୍ତ କାର୍ଡରେ ଅଛି । ଆପଣ ନିଜକୁ ପରିପ୍ରକାଶ କରିବାକୁ ଅଧିକ ସ୍ୱାଧୀନ ହୋଇଯିବେ । ଆଜିର ବିଚାର ମୂଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ । ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।
ବୃଷ: ଆପଣ ଆଜି ସ୍ଥିର ଏବଂ ଶାନ୍ତ ରହନ୍ତୁ । ଆପଣଙ୍କର ଆନ୍ଦୋଳିତ ମନ ଆଜି ଅପ୍ରତିଭା ସୃଷ୍ଟି କରିବ । ଯାହାର ଫଳାଫଳ ସ୍ୱରୁପ ସମୟ ନଷ୍ଟ ହେବ । ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । ପରସ୍ପର ମଧ୍ୟରେ ବୁଝାମଣା ଓ ବ୍ୟବସ୍ଥିତ" ଏହି ମନ୍ତ୍ରର ପ୍ରୟୋଗରେ ଆପଣଙ୍କ ଦିନ ଗୁଡିକ ସହଜ ହେବ । ଆପଣ ଆପଣଙ୍କର ଭ୍ରମଣ ସ୍ଥଗିତ କରନ୍ତୁ । ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।
ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର ,ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୁର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ ।
କର୍କଟ: ଯଦି ଆପଣ ଜଣେ ଷ୍ଟକ୍ ବ୍ରୋକର୍ ତେବେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ପାଇଁ ଦିନଟି ଭଲ ଯିବ ନାହିଁ । ଆଜି ଆପଣ ଷ୍ଟକ୍ ବ୍ରୋକର୍ କାହିଁକି ହେଲେ ସେଥିପାଇଁ ପଶ୍ଚାତାପ କରିବେ । ଉତ୍ପାଦନକାରୀ ନୂଆ ଉତ୍ପାଦ ବଜାରକୁ ଛାଡିବାରେ ବିଳମ୍ଵ କରିବା ଆବଶ୍ୟକ ।
ସିଂହ: ଏହି ରାଶିମାନଙ୍କ ପାଇଁ କଠିନ ଲାଭ ଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଖୁସୀ ହେବେ । ଦିନ କିମ୍ୱା ସପ୍ତାହ ପରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣକୁ ଯିବା ପାଇଁ ଏକ ଭଲ ନିର୍ଣ୍ଣୟ ହୋଇପାରେ । ଧନ ବଳରେ ଆନନ୍ଦ ଉପଭୋଗ କରନ୍ତୁ ।
କନ୍ୟା: ଆପଣଙ୍କର ଆଜି ହେଉଛି ଏକ ବଢିଆ ଦିନ । ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ । ଆଜି ଚାରିଆଡୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧିଏବଂ ପଦନ୍ନୋତି ଭାବେ ଆପଣଙ୍କ ପାଖକୁ ଆସିପାରେ ।
ତୁଳା: ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ ।ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ।
ବିଛା: ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । କାରବାର ଆପଣଙ୍କୁ ଖୁସୀ ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି । ଏହି ଅମୁଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।
ଧନୁ: ପ୍ରତ୍ୟେକ କୋଣରୁ ଖୁସୀ ପ୍ରଦାନ କରିବ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । କାରବାର ଆପଣଙ୍କୁ ଖୁସୀ ପ୍ରଦାନ କରିବ । ବ୍ୟବସାୟରେ ଭଗୀଦାରି ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି । ଏହି ଅମୁଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥୀଙ୍କ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ । ପାରିବାରିକ ଜୀବନରେ, ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।
କୁମ୍ଭ: ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦିୟ ମନୋବୃତିକୁ ପ୍ରତ୍ଯାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍ । ଆପଣଙ୍କୁ କିଏ ଉତ୍ତେଜିତ କରୁଛି ବୋଲି ଆପଣ ଧନ୍ଦି ହୋଇପାରନ୍ତି । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀ ମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ ।
ମୀନ: ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣ ଯୋଗୁଁ ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ, ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ । କର୍ମଚାରୀମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି ।