ETV Bharat / bharat

ଜୁଲାଇ ୩ ବୁଧବାର ରାଶିଫଳ: ପାଠପଢାରେ ଲକ୍ଷ୍ୟ ହାସଲ କରିବେ ମକର ରାଶି ବ୍ୟକ୍ତି, ଏମାନଙ୍କ ରହିଛି ବିବାହ ଯୋଗ - HOROSCOPE OF 3 JULY

author img

By ETV Bharat Odisha Team

Published : Jul 3, 2024, 12:02 AM IST

Today Rashiphala Horoscope 3 July: ଆଜିର ଦିନ ଆପଣଙ୍କର କେମିତି କଟିବ ? କର୍ମ ବା ବ୍ୟବସାୟ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପରିବାରେ ଅସମର୍ଥ ହେବେ । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗ କଲେ ଏଥିରୁ ମୁକ୍ତି ପାଇପାରିବେ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍‌ ସମୟରେ ଖାଇବା କଷ୍ଟକର ହୋଇପାରେ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍‌ ଭିତରେ ରଖନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଆର୍ଥିକ ବିଷୟରେ ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣ ଅର୍ଥ ସମ୍ୱନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଇଁ ଦିନଟିକୁ ଉତ୍ସର୍ଗ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସେ ବିଷୟରେ ଯୋଜନା ଏବଂ କାର୍ଯ୍ୟସୂଚୀ ବିସ୍ତାର ଭାବରେ ତିଆରି କରିବାକୁ ପଡିପାରେ । ଅର୍ଥ ଲାଭର ସଂଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟଦିନ ଅଟେ । ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକରାତ୍ମକ ବିଚାର ଠାରୁ ଦୂରେଇ ରହନ୍ତୁ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ । ଆପଣଙ୍କର କଥା ଏବଂ କାର୍ଯ୍ୟ ଅବୁଝାମଣାର କାରଣ ହୋଇପାରେ । ଆପଣଙ୍କ ଇଛା ଏବଂ ଆଗ୍ରହକୁ ଚେକ୍‌ କରନ୍ତୁ । ଶାରିରୀକ ସମସ୍ୟା ଭୋଗିପାରନ୍ତି । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ କିଛି ବି ଖରାପ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଏଣୁ ପ୍ରାର୍ଥନା ଏବଂ ଧ୍ୟାନ କଲେ ମାନସିକ ଶାନ୍ତି ପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜିର ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ଉତ୍ତମ ଅଟେ । ପେଶାଦାର ଏବଂ ବ୍ୟବସାୟ ଶ୍ରେଣୀର ଲୋକମାନଙ୍କ ପାଇଁ ଲାଭ ଏବଂ ଆୟ ସୁନିଶ୍ଚିତ । ଆପଣ ଆପଣଙ୍କର ମଜାଦାର ସମୟ ବନ୍ଧୁମାନଙ୍କ ସହ ଆନନ୍ଦରେ ବିତାଇବେ । ଯଦି ଆପଣ ବିବାହ କରିନାହାନ୍ତି ତେବେ ସେମାନଙ୍କ ପାଇଁ ବିବାହର ଯୋଗ ରହିଛି । ଆୟର ସୂତ୍ର ବହୁଗୁଣିତ ଆଶା କରାଯାଏ । ଆଜି ଆପଣଙ୍କ ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିବସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍‍ ଅସୁବିଧାରେ ପଡିପାରନ୍ତି । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର ସଫଳତା ମିଳିପାରେ । ମଝିରେ ମଝିରେ ବିଶ୍ରାମ ନିଅନ୍ତୁ ନଚେତ୍‍ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାଶିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନମ୍ର ଓ ଶାନ୍ତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିରେ କଟିବ । ଆଜି ଆପଣ ଯାହା କରିବେ ସେଥିରେ ବହୁତ ଭଲ କରିବେ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ଆପଣ ଆପଣଙ୍କ ବ୍ୟକ୍ତିଗତ ରୂପକୁ ଅଧିକ ଧ୍ୟାନ ଦେଇପାରନ୍ତି, ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣଙ୍କ ବଦାନ୍ୟ ରୂପ ଆଗକୁ ଆସିବ, କାରଣ ଆପଣ ଆଜି ଯାଏ ଯାହା ଠାରୁ ପାଇଛନ୍ତି ସମସ୍ତଙ୍କୁ ସେ ସବୁ ଫେରାଇବେ । ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଓ ସେମାନଙ୍କୁ ଦୁଇଗୁଣ କରି ଫେରାଇବେ । ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହିବ । ଆପଣଙ୍କ ମନର ହଠାତ୍‌ ପରିବର୍ତ୍ତନ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ । ଦିନର ଶେଷରେ ବନ୍ଧୁମାନଙ୍କ ସହ ବାହାରକୁ ଯିବା କିମ୍ବା ସିନେମା ଦେଖିବାକୁ ଯାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାର ଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବା ପଡିପାରେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଆନମନାର ସମାଧାନ କରାଯିବା ଦରକାର । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି; ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ କାରଣ ଆଜି ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବା ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି । ଆପଣଙ୍କ ରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ । ଧାର୍ମିକ ଗତି ବିଧିରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର । ଆଜି ଆପଣ କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିଲେ, ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିପାରିବେ । ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କ ପ୍ରାଥମିକତା ସୁନିଶ୍ଚିତ କରନ୍ତୁ ଓ ଦେଖନ୍ତୁ କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଉଛନ୍ତି, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା କରି ହି ଆପଣ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତ କରିବାକୁ ସଫଳ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କୁ ଆପଣଙ୍କ ରୁଟିନ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଦ୍ଵାରା ସବୁ କିଛି ବହୁତ ବଢିଆ ଚାଲିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଆତ୍ମସନ୍ତୋଷ ଲାଭ କରିବେ । କଷ୍ଟ କରି ଚାଲନ୍ତୁ ଯାହା ଦ୍ଵାରା ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ । ଦିନର ପରବର୍ତ୍ତୀ ଭାଗ ଆପଣ ଯାହା ବି କାର୍ଯ୍ୟ କରିବେ ତାହା ଆପଣଙ୍କୁ ସଫଳତା ଆଣିଦେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହାର ସଦୁପଯୋଗ କରି ପରିବାର ସହ ସମୟ ବିତାନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତନରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ । ଆଜିର ଦିବସଟି ଏଥିପାଇଁ ଉପଯୁକ୍ତ ଅଟେ । ଜଗିରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି । ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.