ETV Bharat / bharat

ଜୁଲାଇ ୨୦ ଶନିବାର ରାଶିଫଳ: ବିଦେଶରୁ ଆସିବ ଖୁସି ଖବର, ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏହି ରାଶିର ବ୍ୟକ୍ତି - DAILY ODIA HOROSCOPE OF 20 JULY

Today Rashifal Horoscope 20 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

author img

By ETV Bharat Odisha Team

Published : Jul 20, 2024, 12:01 AM IST

ଜୁଲାଇ ୨୦ ଶନିବାର ରାଶିଫଳ: ବିଦେଶରୁ ଖୁସି ଖବର ପାଇବେ ଏହି ରାଶି, ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏମାନେ
ଜୁଲାଇ ୨୦ ଶନିବାର ରାଶିଫଳ: ବିଦେଶରୁ ଖୁସି ଖବର ପାଇବେ ଏହି ରାଶି, ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ଏମାନେ (Getty)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ସାଧାରଣ ରହିବେ । ଆପଣଙ୍କ ରାଗକୁ ନିୟନ୍ତ୍ରଣ କରିବାର ଆବଶ୍ୟକ ଯେହେତୁ ଆପଣଙ୍କର କାର୍ଯ୍ୟ ଏବଂ ସଂପର୍କ ନଷ୍ଟ କରିଦେବାର ସମ୍ଭାବନା ରହିଛି । ବ୍ୟାକୁଳତା ଏବଂ ଶତୃତା ମନୋଭାବ ଆପଣଙ୍କୁ କାର୍ଯ୍ୟରେ ଏକାଗ୍ରତା ରଖିବାକୁ ଦେବ ନାହିଁ । ବ୍ୟସ୍ତତା ଆପଣଙ୍କୁ ଘେରି ରହିବ, ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା, ଯଦି ପ୍ରସ୍ତୁତ କରିଥାନ୍ତି, ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି, ଆପଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ନାହିଁ । ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଅସ୍ଥିରତା ଅନୁଭବ କରିବାର ସମ୍ଭାବନା ରହିଛି । ଆପଣଙ୍କ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ । ଭ୍ରମଣ କରିବା ଏଡାନ୍ତୁ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ନାହିଁ । ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି । ମାନସିକ ଅଶାନ୍ତି ଲାଗିରହିବ ଓ କାମରେ ବାଧା ଉପୁଜିବ । ଏଣୁ ସାବଧାନତାର ସହ ସମସ୍ତ କାର୍ଯ୍ୟର ସମଧାନ କରନ୍ତୁ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସି ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ କେତେକ ପ୍ରକାର ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବାର ଆଶା ରଖନ୍ତୁ । ବୈବାହିକ ଜୀବନ ଆନନ୍ଦମୟ ହେବ । ଆପଣ ନିଜ ସ୍ତ୍ରୀ/ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ନିଜ ପିଲାଙ୍କଠାରୁ ଭଲ ଖବର ପାଇବେ । ନିଜ କାମରୁ ଶୁଭ ଫଳ, ସମସ୍ତ ଦିଗରୁ ଶୁଭ ଖବର ତଥା ନିଜର ପ୍ରିୟ ସାଙ୍ଗଙ୍କ ସହ ଖୁସିରେ ଦିନଟି ଅତିବାହିତ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ନକ୍ଷତ୍ରଗଣ ଆପଣଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଘଟଣା ବହୁଳ ଦିନ ଗଚ୍ଛିତ କରି ରଖିଛନ୍ତି । ଆପଣ ଆଜି ଅନେକ ସଫଳତା ଏବଂ ଖୁସୀ ପାଇବାର ଆଶା କରିପାରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅନୁକୂଳ ମନୋଭାବ ନେବେ । ଘର ପରିବେଶ ଉଜ୍ଜ୍ୱଳ ଏବଂ ହସଉଲ୍ଲାସରେ ଭରା ରହିବ । ଆବଶ୍ୟକ ଜିନିଷ ଗୁଡିକରେ ଆପଣ କିଛି ଖର୍ଚ୍ଚ କରିପାରନ୍ତି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି, ଆପଣ ଉତ୍ତମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ଉତ୍ସାହିତ ରହିବ । ଆପଣ ଦିନସାରା ଆଶାବାଦୀ ରହିବେ । ସମସ୍ତ ପ୍ରଚେଷ୍ଟା ଗଠନମୂଳକ ହେବ ଏବଂ ଫଳାଫଳ ଆଶାବାଦୀ ହେବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଜିନିଷ ଆଶା କରିବେ । ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ହସଖୁସିର ସନ୍ଧ୍ୟା ଆପଣ ବିତାଇବେ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହିଁ । ଦିନସାରା ବ୍ୟସ୍ତତା ଏବଂ ବ୍ୟାକୁଳତାରେ ଭରା ରହିବ । ଏହା ଆପଣଙ୍କୁ ଅନେକ ଶାରିରୀକ ଏବଂ ମାନସିକ ଷ୍ଟ୍ରେସ୍‌ ଦେଇପାରେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି, ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ସୁଫଳ ଯୁକ୍ତ ଦିନଟି ହେବ । ଭ୍ରାତୃ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ଭଲ ଖବର ପାଇବେ । ବିବାହ ଇତ୍ୟାଦି କାର୍ଯ୍ୟରେ ଯୋଗଦେବେ । ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ । ଶରୀର ଓ ମନ ଭଲ ରହିବ । ଧନ ଲଗାଣ କ୍ଷେତ୍ରରୁ ଲାଭବାନ ହେବେ । ସ୍ତ୍ରୀଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ । ସାମାଜିକ ପ୍ରତିଷ୍ଠା ମିଳିବ । ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ । ଏହିଦିନ ଜୀବନ ସାଥି ସହ ଦୂର ଯାତ୍ରାର ଯୋଜନା ତିଆରି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅବଶ୍ୟ, ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣ ନଜର ରଖିବା ଆବଶ୍ୟକ । କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ତାହା ଆପଣଙ୍କୁ ଘରୋଇ ଶାନ୍ତି ଏବଂ ସ୍ୱହାର୍ଦପୁର୍ଣ୍ଣତା ସୁନିଶ୍ଚିତ କରିବ । ଅନାବଶ୍ୟକ ଭାବରେ ନିରାଶାବାଦୀ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଆପଣ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ଅସଂପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମାପ୍ତ କରିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଯେଉଁ କାର୍ଯ୍ୟ କରିବାକୁ ଆପଣ ଯୋଜନା କରିଥିଲେ,ତାହା ଆଜି ସାରିବାକୁ ସକ୍ଷମ ହେବେ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ । ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ । ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଆଦୌ କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଚ୍ଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କ ଚାରିପାଖରେ ଥିବା ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନା କରିଦେବେ । ଆଜି ଦିନରେ ଆପଣ ନିଜ କାର୍ଯ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ସାବଧାନତାର ସହ କାମ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣଦିନ ରହିବ । ଏହି ସମୟ ଭିତରେ ଆପଣ ପ୍ରାପ୍ତ କରିଥିବା ଲାଭ ଯୋଗୁଁ ଖୁସି ହେବେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ସମୟ । ବ୍ୟବସାୟ ବାଣିଜ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଫଳପ୍ରଦ ରହିବ । ଆପଣଙ୍କ ସମ୍ମାନ ଏବଂ ଲୋକପ୍ରିୟତାରେ ବୃଦ୍ଧି ହେବ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ହେବ । ଆପଣ ସତେଜ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନ ଆପଣଙ୍କ ପାଇଁ ଏକ ପ୍ରୀତିକର ଏବଂ ଉତ୍ସାହିତ ଦିନ ରହିବ । ଆପଣଙ୍କଠାରୁ ବଡ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ, ଆପଣ ଅନୁକୂଳ ଫଳାଫଳ ଆଶା କରିବେ । ପ୍ରତ୍ୟେକ ଜିନିଷ ଯେଉଁ ଭାବରେ ଆଗେଇବ, ଆପଣ ଦେଖି ଖୁସି ହେବେ । ବାପା ଏବଂ ବଡମାନଙ୍କ ଠାରୁ ଆପଣ ଲାଭ ଏବଂ ସପକ୍ଷ ଆଶା କରିପାରିବେ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ ।

ଜୁଲାଇ ୨୦ ଶନିବାର ରାଶିଫଳ: ବିଦେଶରୁ ଆସିବ ଖୁସି ଖବର, ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏହି ରାଶିର ବ୍ୟକ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.