ETV Bharat / bharat

ଜୁନ ୨୬ ରାଶିଫଳ: ଏହି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ, ପରିବାର ମଧ୍ୟରେ ବଢ଼ିପାରେ ଦ୍ୱନ୍ଦ୍ୱ - HOROSCOPE OF 26 JUNE - HOROSCOPE OF 26 JUNE

Today Rashifal Horoscope 26 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
author img

By ETV Bharat Odisha Team

Published : Jun 26, 2024, 12:00 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଉଜ୍ଜଳ ରହିବ । ଆଜି ନିଜ ପରିବାର ଲୋକଙ୍କ ସହ କୌଣସି ବିବାହ କିମ୍ବା ବ୍ରତଘର ଉତ୍ସବରେ ଯୋଗ ଦେଇପାରନ୍ତି । ବନ୍ଧୁବାନ୍ଧବଙ୍କ ସହୋଯୋଗ ମିଳିବ । ସାଙ୍ଗମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡମାନଙ୍କର ପ୍ରିୟ ହେବେ । ବନ୍ଧୁତ୍ବ ନିବିଡ ହେବ । କୌଣସି ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବହୁଦିନ ଧରି ଖୋଜୁଥିବା ଜିନିଷ ଆଜି ଆପଣଙ୍କୁ ମିଳିପାରେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ସୁଖାଦ୍ୟ ସହିତ ଆନନ୍ଦ ଉପଭୋଗ କରିବେ । ରଣକୌଶଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ପାଇବେ । କାର୍ଯ୍ୟକୁ ସଫଳ ଭାବରେ କରି ପ୍ରଶଂସାର ପାତ୍ର ହେବେ । ରାଜନୀତିରେ ଥିବା ଲୋକଙ୍କୁ ସଫଳତା ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଉଚ୍ଚ ଶିକ୍ଷା ଓ ସାକ୍ଷାତକାର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ଭଲ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ମନୋନିବେଶ କରିବେ ।

ବୃଷ: ଆଜିର ଦିନଟି ଆପଣଙ୍କର ଆନନ୍ଦ ଉଲ୍ଲାସ ସହିତ କଟିବ । ଦୀର୍ଘ ଦିନର ସମସ୍ୟା ଦୂର ହେବ । ଆତ୍ମବିଶ୍ବାସୀ ହେବେ । ବ୍ୟବସାୟରେ ଲାଭ ମିଳିବ । ନୂତନ ଚାକିରିର ଯୋଗ ରହିଛି । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । କାମରେ ସଫଳତା ମିଳିବ । ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପଦସ୍ଥ ଅଫିସରଙ୍କ ଦ୍ବାରା ପ୍ରଶଂସିତ ହେବେ । ଆପଣଙ୍କ ଦରମା ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ । ପରିବାର ବର୍ଗଙ୍କୁ ଭଲ ପାଇବା ସହ ସମ୍ମାନ ଜଣାଇବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁଙ୍କଠାରୁ ସହଯୋଗ ମିଳିବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଆଜି ଆପଣଙ୍କୁ କିଛି ଆକର୍ଷଣୀୟ ଉପହାର ମିଳିପାରେ । ଯଶସ୍ବୀ ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନ ଦେବେ ।

ମିଥୁନ: ଏହି ରାଶିର ବ୍ୟକ୍ତିମାନେ ଆଜି କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । କୌଣସି କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ମନ ସ୍ଥିର ରହିବ ନାହିଁ । କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ସମୟର ଅପଚୟ କରିପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସାଙ୍ଗ ସାଥିମାନେ ଅସୁବିଧାର କାରଣ ସାଜିବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ । ମନରେ ଅସ୍ଥିରତା ଲାଗି ରହିବ । କୌଣସି କ‌ାମ ତରବରିଆରେ ନକରି ଧୈର୍ଯ୍ୟର ସହ କରନ୍ତୁ । ଆପଣଙ୍କୁ ମଧୁର କଥା କହୁଥିବା ଲୋକ ଠାରୁ ସାବଧାନ ରୁହନ୍ତି । କାରଣ ମଧୁର କଥା କହି ଆପଣଙ୍କ ଠାରୁ କେହି ଫାଇଦା ଉଠାଇପାରେ । ମନ ଶାନ୍ତ ରଖିବା ପାଇଁ ଭଗବାନଙ୍କୁ ସ୍ମରଣ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସେତେ ଭଲ ରହିବ ନାହିଁ ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଦୁଃଖପୂର୍ଣ୍ଣ ହେବ । ସ୍ବାସ୍ଥ୍ୟ ଅସୁସ୍ଥ ରହିବ । କାର୍ଯ୍ୟ କରିବାରେ ମନ ଲାଗିବ ନାହିଁ । କିନ୍ତୁ ନିଜର ଦକ୍ଷତା ଉପରେ ଭରଷା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଖରାପ କାମ ଦୁଃଖର କାରଣ ହୋଇପାରେ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ । ନିଜ କଥା ଉପରେ ସଂଯମ ରଖନ୍ତୁ । ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ଉପରେ ଲଗାମ ରଖିବା ହିଁ ପରିବାରରେ ବଡ଼ କହଳ ଟଳିପାରେ । ଆତ୍ମୀୟଙ୍କ ସହ ଭୁଲ ବିଝାବଣା କାରଣରୁ ପାରିବାରିକ ସମସ୍ୟା ବଢ଼ିପାରେ । ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ସେତେ ଭଲ ନଥିଲେ ମଧ୍ୟ ବିଶେଷ ଭଲ କିମ୍ବା କ୍ଷତି ହେବ ନାହିଁ । ଆଜି କୌଣସି ନୂତନ କାର୍ଯ୍ୟକୁ ଆରମ୍ଭ କରନ୍ତୁ ନାହିଁ । ତେବେ ସନ୍ଧ୍ୟା ସମୟରେ ମନରେ ପରିବର୍ତ୍ତନ ଆସିପାରେ । ସନ୍ଧ୍ୟା ପରଠାରୁ କୌଣସି ବନ୍ଧୁକ ସହ ଦେଖା ହେବାପରେ କିଛି ବଡ଼ ସମସ୍ୟାର ସମାଧାନ ପାଇଁ ରାସ୍ତା ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ସେଫଳି କିଛି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହେବ । ବନ୍ଧୁତ୍ବକୁ ସୁଚାରୁ ରୁପେ ପରିଚାଳନା କରନ୍ତୁ । ବ୍ୟବସାୟୀମାନେ ଭାବି ଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ପତ୍ନୀଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ସାମାଜିକ ସ୍ଥିତି ସୁଦୃଢ ହେବ । ବହୁ ଦୂରରେ ରହୁଥିବା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଖଳ ଲୋକ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରିବେ । ଖଳ ଲୋକଙ୍କ ଦ୍ବାରା କୌଣସି ଗୁଜବ ମନକୁ ବିଚଳିତ କରିପାରେ । ମାତ୍ର ନିଜ ଉପରେ ଭଷା ରଖନ୍ତୁ । ଜମିଜମା କାରବାର ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ପରିସ୍ଥିତି ବଦଳିଯିବାର ସୂଚନା ପାଇ ଆଶ୍ବସ୍ତି ଅନୁଭବ କରିପାରନ୍ତି । ବିଦ୍ୟାର୍ଥାଙ୍କ ପାଇଁ ଦିନଟି ଭଲ ରହିବ ।

କନ୍ୟା: ଆଜି ଦିନଟି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସମ୍ପୂର୍ଣ୍ଣ ଶୁଭ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ଦୁଃଖରୁ ନୁବୃତ ହେବେ । ଆୟ, ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ହେବ । ବନ୍ଧୁ ମିଳନ ହେବ । ପରିବାର ଲୋକଙ୍କ ସହ ଖୁସିରେ ଦିନ କଟିବ । କୌଣସି କାର୍ଯ୍ୟକୁ ନେଇ ପ୍ରସଂଶିତ ହେବେ । ମହିଳାମାନେ ଶରୀର ପ୍ରତି ଯତ୍ନବାନ ହେବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ମନ ଦେବେ । ଆଜିର ଆଲୋଚନା ଓ ନିଷ୍ପତ୍ତି ପ୍ରତ୍ୟେକ ସ୍ତରରେ ଗ୍ରହଣୀୟ ହେବ । ନିଜର କର୍ମଦକ୍ଷତା କାରଣରୁ ସମ୍ମାନ ଲାଭ କରିବେ । ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବଭଳି ରହିବ । ବ୍ୟବସାୟରେ ଉନ୍ନତି ହେବ । ମନୋରଞ୍ଜନ ସହ ବନ୍ଧୁମିଳନ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ମିଠାକଥା କହି ସମସ୍ତଙ୍କର ପ୍ରିୟ ଭାଜନ ହେବେ । ତେବେ ଆଜି ଆପଣଙ୍କୁ ଅତି ସରଳତା ହେବା ବିପଦରେ ପକାଇପାରେ । କାରଣ ଆପଣଙ୍କ ଖୁସି ଦେଖି ଶତ୍ରୁ ଇର୍ଷା ପରାୟଣ ହୋଇ ଆପଣଙ୍କ ଭତି କରିପାରନ୍ତି । ତେଣୁ ଏଥି ପ୍ରତି ସତର୍କ ରୁହନ୍ତୁ । ବିଦ୍ୟାର୍ଥାଙ୍କ ପାଇଁ ଦିନଟି ଭଲ ରହିବ ।

ତୁଳା: ସୁସମ୍ପର୍କ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଆପଣଙ୍କ ରାଶିରେ ଗ୍ରହ ଚଳନ ବଳବାନ ଥିବାରୁ ଆପଣଙ୍କ ମନୋବଳ ବୃଦ୍ଧି ହେବ । ପିଲାମାନେ ତୁମ ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ଆଜି ମନ ପ୍ରଫୁଲ୍ଲ ରହିବ । ଚିନ୍ତା ମୁକ୍ତ ରୁହିବେ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ । ସାମାଜିକ ସ୍ତରରେ ସମ୍ମାନିତ ହେବେ । ହସ, ଖୁସି ଓ ମଉଜରେ ସମୟ କଟାଇପାରନ୍ତି । ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଯୋଜନା କରିପାରନ୍ତି । ସହକର୍ମୀ ଓ ବନ୍ଧୁଙ୍କଠାରୁ ପ୍ରଶଂସୀତ ହେବେ । କୌଣସି ସ୍ଥାନରୁ ଧନପ୍ରାପ୍ତିହେବାର ଯୋଗ ରହିଛି । ରାଜନେତା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଦିର ଦିନଟି ଭଲରେ ରହିବ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭଲ କରିବେ ।

ବିଛା: ଆଜି ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । ଚିନ୍ତିତ ରହିବେ । ଆପଣଙ୍କ ଟାଣ କଥା ପାଇଁ ବନ୍ଧୁମାନେ ଦୂରେଇ ଯିବେ । ଶରୀର ଅସୁସ୍ଥ ରହିବ । ଧନ ହାନୀ ଓ ମର୍ଯ୍ୟାଦା ହାନୀ ହେବାର ସମ୍ଭାବନେ ହିଛି । ପତିପତ୍ନିଙ୍କ ମଧ୍ୟରେ ଝଗଡ଼ା ହୋଇପାରେ । କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରିବାକୁ ଥିଲେ ଭଲ ବାବରେ ପରକ୍ଷୀ ଭାବିଚିନ୍ତୁ ଦସ୍ତଖସ୍ତ କରନ୍ତୁ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ । ଅନ୍ୟମାନଙ୍କ ଦ୍ବାରା ପ୍ର୍ରରୋଚିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ନିଜ ସହକର୍ମୀମାନଙ୍କ ସହ ଭୁଲ୍‌ ବୁଝାମଣା ଦ୍ବନ୍ଦରେ ପକାଇପାରେ । ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଅନ୍ୟମାନଙ୍କୁ ନଜର ଆଢୁଆଳ କରି ସମାଲୋଚିତ ହେବେ । ପଡୋଶୀଙ୍କ ସହ ଭୁଲ୍‌ ବୁଝାମଣା ହେତୁ ଚିନ୍ତିତ ରହିପାରନ୍ତି । ସମ୍ପର୍କୀୟମାନେ ମୁହଁରେ ମିଠାକଥା କହି ପଛରେ ଆପଣଙ୍କ ଅହିତ କରିବାକୁ ଚେଷ୍ଟା କରିପାରନ୍ତି ।

ଧନୁ: ଆଜି ଭକ୍ତି, ପୂଜା ଓ ଶାନ୍ତିରେ ଦିନ କଟିବ । ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଦୃଢ ହେବ । ଆଜି ଯଦି କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଅତି ଭଲ ଦିନ ରହିବ । ସାଙ୍ଗ ସାଥିଙ୍କ ସହ ମୌଜ କରିବେ । ଗ୍ରହଙ୍କ ପ୍ରଭାବରୁ ଆଜି ସବୁ କାର୍ଯ୍ୟରେ ଜୟଯୁକ୍ତ ହେବେ । ଶତ୍ରୁ ପରାଜୟ ହେବେ । ସୁଦୂର ଯାତ୍ରା କରିପାରନ୍ତି । ଆଜି ଯଶ ସମ୍ମାନ ସହ କ୍ଷାତି ଅର୍ଜନ କରିବେ । ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ଅସୁବିଧା ହେବନାହିଁ । ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ । ସମୟାନୁସାରେ କାମ ଶେଷ କରି ଲକ୍ଷ୍ୟ ହାସଲ କରିବେ । ଦାନଧର୍ମରେ ଦୀକ୍ଷିତ ହେବେ । ଉପସ୍ଥିତ ବୁଦ୍ଧି ଖଟାଇ ଘରର ଅପ୍ରିତିକର ପରିସ୍ଥିତିକୁ ସମ୍ଭାଳି ନେବେ । ସ୍ଥଗିତ କାମ ଆରମ୍ଭ ଯୋଜନା ଫଳପ୍ରଦ ହେବ । ସାହିତ୍ୟ ଚର୍ଚ୍ଚା, କଳା, କ୍ରୀଡ଼ା ଜଗତରୁ ସୁନାମ ଅର୍ଜନ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲରେ ଅତିବାହିତ ହେବ । ମହିଳାମାନେ ପରିବାର ଲୋକଙ୍କ ପ୍ରିୟଭାଜନ ହେବେ ।

ମକର: କୌଣସି କ୍ଷେତ୍ରରୁ ଆଜି ଆପଣଙ୍କୁ ଧନପ୍ରାପ୍ତି ହୋଇପାରେ । ମାତ୍ର ପରିବାର ସଦସ୍ୟଙ୍କ ଦେହ ଖରାପ ପାଇଁ ଚିନ୍ତିତ ରହିବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ । ଥକ୍କାପଣ ଅନୁଭବ କରିପାରନ୍ତି । ଛାତ୍ରଛାତ୍ରୀଙ୍କତୁ ପାଠପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । ଆଖି ଜନିତ ସମସ୍ୟା ହୋଇପାରେ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ୱାରା ଏ ସବୁ ଠିକ କରିପାରିବେ । ସ୍ବାଭିମାନୀ ହେବେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଦୃଢତାର ସହ ଆଗକୁ ବଢ଼ିବା ପାଇଁ ଦିନଟି ପ୍ରସସ୍ଥ ଅଟେ । ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ଭଲରେ ଅତିବାହିତ ହେବ । ଭାଗ୍ୟଶାଳୀ ହେବେ । ଦିନଟି ସୁଖସମୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । ଶାନ୍ତ ଓ ସରଳ ମନୋଭାବ ପାଇଁ ପ୍ରଶଂସିତ ହେବେ । ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ମନ ଲାଗିବ ।

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ବାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଦାମୀ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ବଢ଼ି ଚାଲନ୍ତୁ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ । ଛାତ୍ରଛାତ୍ରୀଙ୍କ ଆଜିର ଦିନଟି ଭଲରେ କଟିବ । ପାଠ ପଢ଼ାରେ ମନ ଲାଗିବ । ମହତ୍‌ ପ୍ରୟାସୀ ହେବେ । କର୍ମତତ୍ପର ଓ ଧର୍ମ ମାର୍ଗୀ ହେବେ । ଅଫିସରେ ସଫଳତା ପାଇବେ । ବହୁଦିନରୁ ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଭଲ ଆୟ ହେବ ମହିଳାମାନେ କିଛି ଘରକରଣା ସାମଗ୍ରୀ କିଣିବେ । ପରିବାର ଲୋକଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ସୁସ୍ବାଦୁ ଖାଦ୍ୟ ମିଳିବାର ଯୋଗ ରହିଛି । ମାତ୍ର ବାହାର ଖାଦ୍ୟ ଠାରୁ ସାବଧନ ରୁହନ୍ତୁ । ବିଦ୍ୟାର୍ଥୀମାନେ ଉଚ୍ଚ ଅଭିଳାଷି ହେବେ ।

ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ଚିନ୍ତାରେ ପୀଡିତ ହେବେ । ଧାର୍ମୀକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତି କଷ୍ଟ । ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ। କଚେରୀ କାମ ଗୁଡିକ ସତର୍କତାର ସହ କରନ୍ତୁ । ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରିବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନରେ ଭଗବାନଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ । ସମସ୍ୟା ମଧ୍ୟରେ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ । ଅସ୍ଥିରତା ଲାଗି ରହିବ । ଦୂରଯାତ୍ରାର ଯୋଗ ରହିଛି । ଶାରିରୀକ ମାନସିକ ଭାବରେ ଭାରାକ୍ରାନ୍ତ ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀ ଓ ମହିଳାଙ୍କ ପାଇଁ ଆଜିର ଦିନ ଭଲ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.