ETV Bharat / bharat

ଜୁନ ୨୧ ରାଶିଫଳ: ବାପାମା'ଙ୍କୁ ଗର୍ବିତ କରାଇବେ କୁମ୍ଭ ରାଶି ବ୍ୟକ୍ତି, ବିଦେଶରୁ ଖୁସି ଖବର ପାଇବେ ଏହି ରାଶି ବ୍ୟକ୍ତି - HOROSCOPE OF 21 JUNE

author img

By ETV Bharat Odisha Team

Published : Jun 21, 2024, 12:01 AM IST

Horoscope Of 21 June 2024: ଆଜି ଆପଣଙ୍କ ଦିନ କେମିତି କଟିବ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜିର ଶୁଭଦିନରେ ଆପଣ ନୂତନ ଯୋଜନାର କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାତ୍ର ମଧ୍ୟାହ୍ନ ପରେ ଏକ ଶୁଭ କର୍ମ ଆରମ୍ଭ କଲେ ଏଥିରେ ଯଥେଷ୍ଟ ସଫଳତା ପ୍ରାପ୍ତ ହୋଇପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ, ମାତ୍ର ଦିବସର ଶେଷାର୍ଦ୍ଧ ଆଡକୁ ଖୁସିର ଲହର ଖେଳିପାରେ । ଦିବସର ପ୍ରଥମାର୍ଦ୍ଧରେ ପାଇଥିବା ଯନ୍ତ୍ରଣାକୁ ଭୁଲିବାପାଇଁ ଧ୍ୟାନ ବା ଯୋଗ କରନ୍ତୁ । ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ, ନଚେତ୍‍ ଉତ୍ତେଜନା ପ୍ରକାଶ ପାଇ ଝଗଡା ହୋଇପାରେ । ତେଣୁ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ । ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବାହରୁ କିଣା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ସକାଳବେଳା ଆପଣଙ୍କ ଅଫିସରେ କିଛି କାମ କରିବାର ପରିବେଶ ମିଳିବ ନାହିଁ, ମାତ୍ର ମଧ୍ୟାହ୍ନ ପରେ ସୁଯୋଗ ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଦିବସର ପ୍ରାରମ୍ଭରୁ ଆପଣ ହସଖୁସିରେ ଦିନଟିକୁ କାଟିବାକୁ ଚାଁହିବେ, ମାତ୍ର ଏହା ସମ୍ଭବ ହେବ ନାହିଁ । ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବହାରକୁ ଭ୍ରମଣରେ ଯାଇପାରନ୍ତି । ଏହାଦ୍ୱାର ସନ୍ଧ୍ୟାରେ ଘଟିବାକୁ ଥିବା ଅଶାନ୍ତିକୁ ଭୁଲିଯିବେ । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦ୍ୱିଙ୍କ ସହ କାରଣ ନଥାଇ ଯୁକ୍ତିତର୍କ ଏବଂ ଝଗଡା କରିପାରନ୍ତି । ଆପଣ ନିଜର କ୍ରୋଧକୁ ଦମନ କରିପାରିଲେ ସବୁ ଅଶାନ୍ତି ଦୂର ହୋଇଯିବ । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ସନ୍ଧ୍ୟାରେ କୌଣସି କାରଣରୁ ଅଶାନ୍ତ ଓ ଭାରାକାନ୍ତ ରହିବେ । ଧ୍ୟାନ ଓ ଯୋଗ କଲେ ମାନସିକ ଶାନ୍ତି ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଆଶୀର୍ବାଦର ଦିନ ଅଟେ । ଆଜି ଦିନଟି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ । ଆପଣ ଅଫିସରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୋଇ ଉତ୍ସାହ ଓ ଉଦ୍ଦୀପନା ସହ କାର୍ଯ୍ୟକରି ସଫଳତା ଅର୍ଜନ କରିବେ । ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ମନେହେବ । ସୁମଧୁର ବ୍ୟଞ୍ଜନ ସହ ମଉଜ ମଜଲିସରେ ସମୟ ଅତିବାହିତ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଆପଣଙ୍କ ପାକସ୍ଥଳୀରେ ଯନ୍ତ୍ରଣା ବ୍ୟତିତ ଦିନଟି ଶୁଭରେ କଟିପାରେ । ଆପଣ ବାହାରକୁ ଯାଇ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ରୋଗ ସଂକ୍ରମଣର ଭୟ ଅଛି । ଅପରାହ୍ନରେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ଯନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହ ସହକର୍ମୀଙ୍କ ସହ ବନ୍ଧୁତା ବଢିବ ଏବଂ ସେମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଦିବସର ଶେଷରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାରେ ସଫଳାକାମ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣ ନିଜର ମାନସିକ ଓ ଶାରୀରିକ ସୁସ୍ଥତା ରକ୍ଷା କରିବାକୁ ଚାହୁଁଥିଲେ, ନିଜେ କିଛି ସତର୍କତା ଅବଲମ୍ଵନ କରିବା ଉଚିତ । ମାନସିକ ଅଶାନ୍ତି, ଶାରୀରିକ ଯନ୍ତ୍ରଣା, ଏବଂ ବନ୍ଧୁତାରେ ଭୁଲ ବୁଝାମଣାକୁ ଦୂର କରିପାରିବେ । ଶରୀର ସୁସ୍ଥ ରହିବ ଏବଂ ନିଜର ଉଗ୍ର ଭାବ ଅର୍ଥାତ୍ କ୍ରୋଧକୁ ପ୍ରତ୍ଯାହାର କରନ୍ତୁ । ନିଜର ଆର୍ଥିକ ଖର୍ଚ୍ଚପ୍ରତି ସଜାଗ ରୁହନ୍ତୁ । ନିଜର ପୁଞ୍ଜି ଲଗାଣ ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଥିବାରୁ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । କୌଣସି ଆଲୋଚନା ବା ତର୍କ ସଭାରୁ ନିଜକୁ ଦୂରେଇ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ। ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁ ବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ। ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ । ନିଜ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଚିନ୍ତାଗ୍ରସ୍ତ ହେବେ । ଜଳ ଠାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ୍ ଅଘଟଣ ଘଟିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଦିବସର ପ୍ରଥମାର୍ଦ୍ଧଟି ଭଲରେ କଟିବ ନାହିଁ । ମଧ୍ୟାହ୍ନ ପରେ ଶୁଭଫଳ ମିଳିବାର ଆଶା ଅଛି । ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ମନରେ ଶୀଥିଳତା ଦେଖାଦେବା ସହ ଅପଚିନ୍ତାକୁ ନେଇ ଉତ୍କଣ୍ଠିତ ହୋଇପାରନ୍ତି । ତେଣୁ ମାନସିକ ଶାନ୍ତି ପାଇବାକୁ ଧ୍ୟାନ ବା ଯୋଗ ଅଭ୍ଯାସ ଜାରିରଖନ୍ତୁ । ଏପରି ସ୍ଥିତିରେ ଆପଣଙ୍କ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ଅଫିସ ଓ ନିଜ ଗୃହରେ ପରିବେଶ ସୁସ୍ଥ ରହିବ ନାହିଁ । ମାତ୍ର ସନ୍ଧ୍ୟାବେଳକୁ ଗ୍ରହମାନଙ୍କ ଶୁଭ ଦୃଷ୍ଟି ଫଳରେ ଗୃହରେ ଶାନ୍ତ ପରିବେଶ ଫେରିଆସିବ । ଆପଣ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ ହେବେ । ପ୍ରତିଦ୍ୱନ୍ଦ୍ୱିମାନେ ଆପଣଙ୍କ ଠାରୁ ପରାଜିତ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଶୁଭଫଳ ପାଇବାକୁ ହେଲେ ନିଜ ବାର୍ତ୍ତାଳପରେ ସଞ୍ଜମତା, ନମ୍ର ଓ କୋମଳ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସହ ଅଯଥାରେ ଯୁକ୍ତିତର୍କ କରିବେ ନାହିଁକି ମାନସିକ ଅଶାନ୍ତି ଭୋଗିବେ ନାହିଁ । ପୁରା ଦିବସଟିକୁ ହସଖୁସିରେ କଟାଇପାରିବେ | ଆଜି ଆପଣ ନିଜ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଖର୍ଚ୍ଚର କାରଣ ସମୀକ୍ଷା କରନ୍ତୁ । ଅଯଥାରେ ଖର୍ଚ୍ଚାନ୍ତ ହେବା ଆପଣଙ୍କ ଆର୍ଥିକ ସଂକଟକୁ ବୃଦ୍ଧି କରିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଆଦୌ ଶୁଭଫଳ ଦାୟକ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ପାଇଁ ଆଜି ଦିନଟି ଯନ୍ତ୍ରଣା ଦାୟକ ହୋଇପାରେ । ଏହି ଦିବସର ଶେଷ ଆଡକୁ ଗ୍ରହମାନଙ୍କର ଶୁଭ ଦୃଷ୍ତିରୁ ଶୁଭଫଳ ମିଳିପାରେ । ଗାଡି ଚଳାଇବା ବେଳେ ଗାଡିର ବେଗକୁ ନିଯନ୍ତ୍ରଣ ନକଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କ୍ଷୁର ଧାରରେ ଚାଲିବା ପ୍ରବୃତ୍ତିରୁ ନିବୃତ ହୁଅନ୍ତୁ । ମଉଜ ମଜଲିସ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ତେଣୁ ନିଜର ସାମର୍ଥ୍ଯକୁ ଆଖି ଆଗରେ ରଖି ଖର୍ଚ୍ଚ କରନ୍ତୁ । ଗୃହର ପରିବେଶ ପ୍ରତିକୂଳ ଥିବାରୁ ଧୈର୍ଯ୍ୟ ଧରିବା ଆବଶ୍ୟକ ଏବଂ ନିଜକୁ ଅଯଥା ଯୁକ୍ତିତର୍କରୁ ନିବୃତ୍ତ ରହିବା ଉଚିତ । ଅପରାହ୍ନରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟକ୍ତିଗତ ଜୀବନରେ ଆପଣ ଆନନ୍ଦ ଉଲ୍ଳାସରେ ସମୟକୁ ଅତିବାହିତ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ବିଶେଷ ଭାବରେ କର୍ମଜୀବି ଓ ବ୍ୟବସାୟୀଙ୍କ ନିମନ୍ତେ ଦିବସଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସକାଳରୁ ଗୃହ ପରିବେଶରେ ସୁଖ ସାନ୍ତି ବିରାଜମାନ କରିବ । ମାତ୍ର ଅପରାହ୍ନରେ ଘରେ ଅଶାନ୍ତି ଲାଗିପାରେ । ତେଣୁ ଆପଣଙ୍କର ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଆପଣ ନିଜର ବାର୍ତ୍ତାଳପରେ ସଂଯମତା ନ ରଖିଲେ ପରିବାରର ସଦସ୍ୟଙ୍କ ସହ ମନମତାନ୍ତର ହୋଇପାରେ । ଅତ୍ୟଧିକ ଖର୍ଚ୍ଚର ପରିମାଣକୁ ନ ରୋକିଲେ ଆର୍ଥିକ ଅନଟନ ଘଟିପାରେ । ଆପଣ ନିଜକୁ ଏପରି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ, ୟେଉଁଠାରେ ଆପଣଙ୍କୁ ଅପମାନିତ ହେବାକୁ ପଡିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଆଜିର ଦିବସଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନକାରୀ ଅଟେ । ଆପଣଙ୍କର ପଦୋନ୍ନତି ହେବା ସଙ୍ଗେସଙ୍ଗେ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ଅଫିସ ବାହାରେ ମଧ୍ୟ ପ୍ରଶଂସିତ ହେବେ । ଆପଣଙ୍କ ଶାରୀରିକ ସୁସ୍ଥତା ମଧ୍ୟ ବଜାୟ ରହିବ । ତେଣୁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବା ପାଇଁ ବଣଭୋଜି କିମ୍ଵା ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । ପରିବାରର ସଦସ୍ୟଙ୍କ ସହ ମଉଜ ମଜଲିସରେ ସମୟ କାଟିବେ । ନିଜର ସନ୍ତାନ ସନ୍ତତି ସେମାନଙ୍କ କ୍ଷେତ୍ରରେ ପ୍ରଗତିର ଶୀର୍ଷସ୍ଥାନରେ ପହଞ୍ଚିବେ । ଏହା ଆପଣଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ ସୃଜନଶୀଳ ଏବଂ ବିଶ୍ଲେଷଣ ସଂକ୍ରାନ୍ତ ବିଷୟରେ ନିଜକୁ ନିଯୋଜିତ କରିବେ । ସୃଜନଶୀଳ ଲେଖା, ବିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯଦି କୌଣସି ଯୋଜନାକୁ କାର୍ଯ୍ୟକାରୀ ଚାହୁଁଛନ୍ତି, ତାହାହେଲେ ତାହାର ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଆପଣଙ୍କ ଉପରେ ବ୍ୟସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି କୃତିତ୍ୱ ଅର୍ଜନ କରିବେ । ଆର୍ଥିକ ଦୃଷ୍ଟିରୁ ଅର୍ଥଲାଭ ହୋଇପାରେ । ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖା ଦେଲେ ମଧ୍ୟ ପରିବାରର ଶାନ୍ତ ମଧୁର ପରିବେଶରେ ଆପଣ ସୁସ୍ଥ ଅନୁଭବ କରିବେ । ବିଦେଶରେ ରହୁଥିବା ଆପଣଙ୍କ ସମ୍ପର୍କୀୟ କିମ୍ଵା ପ୍ରିୟଜନଙ୍କଠାରୁ ଶୁଭ ସମ୍ୱାଦ ପାଇ ପ୍ରଫୁଲ୍ଳିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.