ETV Bharat / bharat

ଅଗଷ୍ଟ ୯ ଆଜିର ରାଶିଫଳ; ମନ୍ଦ କାର୍ଯ୍ୟରୁ ଓ ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ ଏହି ରାଶି, ନଚେତ ବଢିପାରେ ସମସ୍ୟା - AJIRA RASIFALA 9 AUGUST

author img

By ETV Bharat Odisha Team

Published : Aug 9, 2024, 12:01 AM IST

Today Rasifala 9 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

Ajira Rasifala
ଆଜିର ରାଶିଫଳ (Getty)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ । ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ଆପଣ ଅର୍ଥ ସମ୍ୱନ୍ଧୀୟ ସେମିନାରରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ । ତେଣୁ ଆପଣ ନିଜ ଧନ୍ଦା ସମ୍ପର୍କିତ ଜଡିତ ଥିବା ଲୋକଙ୍କ ସଙ୍ଗେ ମିଶିବାର ସୁଯୋଗ ପାଇବେ । ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ । ଶାରିରିକ ସୁସ୍ଥତା ଓ ମାନସିକ ଶାନ୍ତି ଅବ୍ୟାହିତ ରହିବ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ମିଠାକଥାରେ ସମସ୍ତଙ୍କୁ ବଶ କରିବେ । ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି ପାଇପାରେ । ଅନେକ ଘଟଣାରେ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚିତ ହେବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ମନ ବିଚଳିତ ରହିବ । ମନରେ ଦ୍ୱନ୍ଦ୍ୱ ଓ ଦୁର୍ବଳ ଚିନ୍ତାଧାରା ପାଇଁ ଆପଣ କ୍ଲାନ୍ତି ଅନୁଭବ କରିବେ । କୌଣସି ଅନୈତିକ ସମ୍ପର୍କ ଆପଣଙ୍କ ପରିବାରରେ କଳହ ଆଣିବ। ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ । ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ରୌଶ୍ୟରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କୁ ବୃଦ୍ଧି କରିବେ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିନଟିକୁ କିପରି କାଟିବେ ତାହା ଆପଣଙ୍କ ବିହ୍ୱଳିତ ମନ ଠିକ୍ କରିପାରିବ ନାହିଁ । ସେ ଯାହାହେଉ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ । ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ । ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦ୍ବୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଯଦି ପାରନ୍ତି ତାହେଲେ କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅଦରକାରି ଆଲୋଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇପାରେ । ଆଜି କିଛି ଶାରିରୀକ ଅସୁସ୍ଥତା ଭୋଗିପାରନ୍ତି ଏବଂ ଏହା ଜୀବନପ୍ରତି ବିପଦ ଆଣିପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆଜି ଆପଣନିଜକୁ କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ନଚେତ୍ ନିଜର ସମ୍ମାନର ଅଧୋଗତି ଘଟିବ । ଏପରି ଘଡିସନ୍ଧି ମୁହୂର୍ତ୍ତରେ ଠାକୁର ପୂଜା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଆଜି ଏକ ଲାଭଜନକ ଦିନ ଅଟେ । ଆପଣ ଆଜି ଦିନଟିକୁ ଯେମିତି ଚାହିଁବେ ସେମିତି ଉପଭୋଗ କରିପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କ ପାଇଁ ବିବାହ ସୁତ୍ରରେ ବାନ୍ଧି ହେବାର ଆଜି ଏକ ଶୁଭ ଦିନ ଅଟେ । ବ୍ୟବସାୟ ପରିଚାଳନା ଓ ବୁଦ୍ଧିରେ ଅତି ଆଗ୍ରହୀ ବ୍ୟକ୍ତି ପ୍ରଚୁର ଅର୍ଥଲାଭ କରିବେ । ଚାକିରିଆ ମାନଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ହାକିମଙ୍କ ଶୁଭ ଦୃଷ୍ଟିରେ ରହିପାରନ୍ତି । ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ସେ ପ୍ରଶଂସା କରିବେ । ଆପଣ ନିଜର ବନ୍ଧୁଙ୍କ ସହ ସକ୍ଷାତ କରିବେ । ଆପଣ ଏକ ବିସ୍ମୟଜନକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ବୁଲିବାକୁ ଯାଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡ଼ୋଶୀଙ୍କ ପ୍ରଶଂସା ଭାଜନ ହେବେ । ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବି କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ । ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ ଏବଂ ସ୍ପଷ୍ଟ ବିଜେତା ରବପେ ବାହାରିବେ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତଫଳ ପ୍ରଦାନକାରୀ ଦିବସ ଅଟେ । କଳା ଓ ସାହିତ୍ୟ ସମ୍ପର୍କିତ ଗୋଟିଏ ନୂତନ ଯୋଜନା ଆପଣ ହାତକୁ ନେଇ ସଫଳତା ଲାଭ କରିପାରନ୍ତି । ନିଜର ଚିନ୍ତନଶୀଳ ମନୋବୃତ୍ତିର ସଫଳ ରୂପାୟନ ନିମନ୍ତେ ଏକ ପୁସ୍ତକ ପଠନ ମେଳାର ଆୟୋଜନ କରିପାରନ୍ତି । ସରକାରୀ କାର୍ଯ୍ୟରେ ଆପଣ କିଛି ଦୁର୍ଦ୍ଦଶାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ବହୁ ଅସନ୍ତୋଷ ଯୋଗୁଁ ମନ ଭାରାକ୍ରାନ୍ତ ରହିବା ସହ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରିଆସିପାରେ । ଚୋରୀପରି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନୈରାଶବାଦୀ ଭାବ ଅନ୍ୟ କାହା ମନରେ ଆଘାତ ନଦେବାକୁ ଆପଣ ଆଦୌ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ଆଜି ଭାଗ୍ୟ ଉଜ୍ଜଳ ଅଟେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ । ଆପଣ ନିଜର ଜୀବନସାଥୀ ପାଇପାରନ୍ତି । ସନ୍ଧ୍ୟାରେ ଆପଣ ନିଜର ସାଥୀଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.