ETV Bharat / bharat

ଆଜିର ରାଶିଫଳ; ଚାକିରି-ବ୍ୟବସାୟରେ ଲାଭବାନ ହେବେ ଏହି ରାଶି, ସ୍ୱାସ୍ଥ୍ୟ ସମସ୍ୟା ଭୋଗିପାରନ୍ତି ଏମାନେ - AJIRA RASIFALA

author img

By ETV Bharat Odisha Team

Published : Aug 28, 2024, 12:01 AM IST

Updated : Aug 28, 2024, 6:51 AM IST

Ajira Rasifala 28 August: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ; ଚାକିରି-ବ୍ୟବସାୟରେ ଲାଭାବନ ହେବେ ଏହି ରାଶି, ସ୍ୱାସ୍ଥ୍ୟ ସମସ୍ୟା ଭୋଗିପାରନ୍ତି ଏମାନେ
ଆଜିର ରାଶିଫଳ; ଚାକିରି-ବ୍ୟବସାୟରେ ଲାଭାବନ ହେବେ ଏହି ରାଶି, ସ୍ୱାସ୍ଥ୍ୟ ସମସ୍ୟା ଭୋଗିପାରନ୍ତି ଏମାନେ (Getty)

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ । ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି । ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି । କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସବୁ ଜିନିଷ ଆଶା ଅନୁରୂପ ଆଗକୁ ବଢିବାର ସମ୍ଭାବନା ରହିଛି । ଭ୍ରମଣ ଯୋଗ ରହିଛି । କୌଣସି ଏକ ଧାର୍ମିକସ୍ଥଳକୁ ଯାଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (ARIES)

ବୃଷ: ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭତ୍ଵ ଦେଖାଇ ପାରିବେ ନାହିଁ ଓ ଯିଏ ଦେଖାଇବାକୁ ଚେଷ୍ଟା କରିବେ ତାଙ୍କୁ କେବଳ ଭଗବାନ ସାହା । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Ajira Rasifala
ଆଜିର ରାଶିଫଳ (TAURUS)

ମିଥୁନ: ଆଜି, ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଚ୍ଛା ହେବ ନାହିଁ । ମନରେ ଦୁଶ୍ଚିନ୍ତା ଭର୍ତ୍ତି କଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସବୁ ତୁଚ୍ଛ ଲାଗିବ । ନିଜ ବୃତ୍ତିର ସହକର୍ମୀମାନେ ଆପଣକୁ ହେୟଜ୍ଞାନ କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (GEMINI)

କର୍କଟ: ନକ୍ଷତ୍ର ପ୍ରଭାବରୁ ଆପଣଙ୍କ ମନ ବ୍ୟାକୁଳ ଏବଂ ଅସ୍ଥିର ହୋଇପାରେ । ଆପଣ ଶାନ୍ତ ରହିବା ଆବଶ୍ୟକ, ନ ହେଲେ, ଆପଣଙ୍କ ମାନସିକ ଅସ୍ଥିରତା ଯୋଗୁଁ ନିଷ୍ପତ୍ତି ନେବା କଷ୍ଟକର ହୋଇପଡିବ । ଅବଶ୍ୟ, ଆପଣ ଏହିପାଇଁ ନିରାଶ ଅନୁଭବ କରିପାରନ୍ତି । ଛୋଟ କଥାକୁ ବଡ କରି କୌଣସି ଲାଭ ହେବ ନାହିଁ । ଭଗବାନଙ୍କ ନାମ ଉଚ୍ଚାରଣ କରିବା ଏବଂ ଧ୍ୟାନ କରିବା ଦ୍ୱାରା ହିଁ ଆପଣ ସେହି ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ଖାଇବା ପିଇବାରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟକଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି ।

Ajira Rasifala
ଆଜିର ରାଶିଫଳ (CANCER)

ସିଂହ: ଲୋକମାନଙ୍କୁ ପ୍ରୋତ୍ସାହିତ କରିବାର ଗୋଟିଏ ଉପାୟ ହେଉଛି ନିଜେ କାମ କରି ଦେଖାଇବା; ଅନ୍ୟଟି ହେଉଛି କଥା ମାଧ୍ୟମରେ ତାହା କରିବା । ଉଭୟ ସମାନ ଭାବେ ପ୍ରଭାବଶାଳୀ ଅଟେ । ଭାଗ୍ୟର କିଛି ସାହାଯ୍ୟ ଦ୍ଵାରା ଆଜି ଆପଣଙ୍କ କାମ ଠାରୁ କହିବା କଥାର ଓଜନ ଅଧିକ ରହିବ ଯାହା ଦ୍ଵାରା ଆପଣ ନିଜ ଉପସ୍ଥାପନା ଦକ୍ଷତାର ଉଚିତ ବ୍ୟବହାର କରିବେ । ସାଙ୍ଗମାନେ ଆପଣଙ୍କ ସହିତ ଫିଲ୍ମ ଯିବା ପାଇଁ ଖୁସିରୁ ବି ଅଧିକ ଅନୁଭବ କରିବେ । ଲଗାତାର ଭାବନାର ପ୍ରବାହ ଏବଂ ମନରେ ବିରକ୍ତିଭାବ ସନ୍ଧ୍ୟା ସୁଦ୍ଧା କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରାଇପାରେ ।

Ajira Rasifala
ଆଜିର ରାଶିଫଳ (LEO)

କନ୍ୟା: ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନଗୁଡିକର ସମ୍ମୁଖୀନ ହେବାକୁ ଆପଣ ଭଲ ପାଆନ୍ତି, କାରଣ ସେଗୁଡିକ ଆପଣଙ୍କ ସଫଳତାର ଆଶାକୁ ବଢାଇଥାଏ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ । ପଣଙ୍କ ବ୍ୟବସାୟୀକ ସହଯୋଗୀଙ୍କ ଠାରୁ ଆପଣ ଲାଭ ପାଇପାରନ୍ତି । ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି । ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି ।

Ajira Rasifala
ଆଜିର ରାଶିଫଳ (VIRGO)

ତୁଳା: ଏହା ଆପଣଙ୍କ ପାଇଁ ଏକ ସାଧାରଣ ଦିନ ଅଟେ । ତୁଚ୍ଛତା ବିଷୟରେ ଆପଣ କୌଣସି ଚିନ୍ତିତ ହେବା ଉଚିତ ନୁହେଁ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ମନେ ରଖନ୍ତୁ ଯେ କେବଳ ଗୋଟିଏ ଜିନିଷ ଭୁଲ ହେଲେ ସବୁକିଛି ଭୁଲ ହେବ ନାହିଁ । ଏହା ଧ୍ୟାନରେ ରଖନ୍ତୁ କାରଣ କାର୍ଯ୍ୟସ୍ଥଳରେ ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି । ଆଜି ଶରୀର ଅସୁସ୍ଥ ହୋଇପାରେ, ତେଣୁ ସ୍ଵାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ । ଭୂମି କିମ୍ବା ସଂପତ୍ତି ସମ୍ପର୍କିତ ଆଇନ୍ ଘଟଣା ବିଷୟରେ କଥା ବାର୍ତ୍ତା କଲାବେଳେ ସାବଧାନତାର ସହ କାର୍ଯ୍ୟ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LIBRA)

ବିଛା: ଆପଣ ଦିନ ଦୁଇଟି ପ୍ରମୁଖ ଛାପରେ ଯିବ । ଦିନର ଗୋଟିଏ ଅଂଶରେ ଆପଣ ବିଷାଦଗ୍ରସ୍ତ ଓ ଭାବନାତ୍ମକ ହେବେ, ଅନ୍ୟ ସମୟଟି ଆପଣ ଭାବନାରେ ବହି ଯାଇ ନିଜ କାମକୁ ଉପେକ୍ଷା କରିବାରେ ନଷ୍ଟ କରିଥିବା ସମୟ ଠିକ କରିବାରେ ଯିବ । ତେଣୁ ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କୌଣସି ନୂଆ କାର୍ଯ୍ୟ କିମ୍ୱା ପ୍ରକଳ୍ପ ଆଜି ହାତକୁ ନିଅନ୍ତୁ ନାହିଁ । ଏଭଳି କିଛି କରନ୍ତୁ ଯେପରି ଶରୀର ଏବଂ ମନକୁ କ୍ଳାନ୍ତ ଏବଂ ଶକ୍ତିହୀନ କରିବ ନାହିଁ ।

Ajira Rasifala
ଆଜିର ରାଶିଫଳ (SCORPIO)

ଧନୁ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ଖରାପ ଆଡକୁ ଗତି କରିବ । ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବ ।ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ । ଆପଣଙ୍କ ପିଲାମାନଙ୍କୁ ପ୍ରେମ ଓ ସ୍ନେହ ଦେବା ଆପଣଙ୍କୁ ସନ୍ତୁଷ୍ଟି ଦେବ । ଆପଣଙ୍କ ଜୀବନସାଥୀ ସହ ଭଲ ସମୟ ବିତାଇବେ ।ଭ୍ରମଣର ଆନନ୍ଦ ଉପଭୋଗ କରି ଧନୀ ମନେ କରିବେ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ରହିବ । ବ୍ୟବସାୟୀ, ପେଶାଦାର, ଗୃହିଣୀ ଏବଂ ଛାତ୍ରମାନେ ଆରାମଦାୟକ ଏବଂ ସହଜ ଜୀବନ ବିତାଇବେ । ଆପଣଙ୍କ ବିରୋଧୀ ପରାସ୍ତ ସ୍ୱୀକାର କରିବେ । ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ତେଣୁ ଆର୍ଥିକ ଅବସ୍ଥା ଭଲ ରହିବ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳା ମାନେ ଘର କାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ ।

Ajira Rasifala
ଆଜିର ରାଶିଫଳ (CAPRICORN)

କୁମ୍ଭ: ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ଏଡାନ୍ତୁ ଯେହେତୁ ଆପଣ ଦିନସାରା ହତାସ ଏବଂ ବ୍ୟାକୁଳ ରହିପାରନ୍ତି । ସବୁଠାରୁ ଉତ୍ତମ ହେଉଛି ଆପଣଙ୍କୁ ଉଷୁକାଉଥିବା ବ୍ୟକ୍ତିଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଜି, ଆପଣଙ୍କ ପାଇଁ ସବୁଠାରୁ ଭଲ ଜିନିଷ ହେଉଛି ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ । ଶରୀର ସୁସ୍ଥ ରହିବ । ଅବସରକାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି । ମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଇପାରେ ।

Ajira Rasifala
ଆଜିର ରାଶିଫଳ (AQUARIUS)

ମୀନ: ପ୍ରକୃତରେ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ସମ୍ମୁଖୀନ ହେଉଥିବା ଅସୁବିଧା କମ୍‌ ହେବାର ଦେଖାଯାଉନାହିଁ । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅନ୍ୟନ୍ତ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖିବା ଉଚିତ, ବିଶେଷ ଭାବରେ ଯେତେବେଳେ ମହିଳା ମାନଙ୍କ ସହିତ ମିଳାମିଶା କରୁଛନ୍ତି; ସେମାନଙ୍କ ପ୍ରତି ବିରକ୍ତିଭାବ କିମ୍ବା ପ୍ରତିଶୋଧ ପରାୟଣ ହେଲେ ଆପଣ ଅସୁବିଧାରେ ପଡିପାରନ୍ତି ।

Ajira Rasifala
ଆଜିର ରାଶିଫଳ (PISCES)

Last Updated : Aug 28, 2024, 6:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.