ETV Bharat / bharat

ଆଜିର ରାଶିଫଳ: ଶାରୀରିକ ଓ ମାନସିକ ପୀଡ଼ା ଭୋଗିବେ ଏହି ରାଶିର ବ୍ୟକ୍ତି, ଏମାନଙ୍କର ଫିଟିବ ବିବାହ ଯୋଗ - DAILY RASIFALA

author img

By ETV Bharat Odisha Team

Published : Aug 20, 2024, 12:01 AM IST

Today Rasifal Horoscope 20 August Tuesday: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ । କେଉଁମାନେ ଭୋଗିବେ ଶାରୀରିକ ଓ ମାନସିକ ପୀଡ଼ା । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ
ଆଜିର ରାଶିଫଳ (ETV Bharat Odisha)

ମେଷ: ଆଜି ଏକ ଶୁଭ ଦିନ ଅଟେ । ଆଜି ଅନେକ ସାମାଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ । ଆଜି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ । ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ସୁଦୃଢ ରହିବ । ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବା ପାଇଁ ଇଚ୍ଛା ସୃଷ୍ଟି କରିପାରିବ । ଜଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ୍ଚ କରନ୍ତୁନାହିଁ । କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି । ନକ୍ଷତ୍ରମାନଙ୍କର ଏକ ଚମତ୍କାର ସଂଯୋଗ ତୁମର ଆନନ୍ଦର କାରଣ ହେବ । ତୁମ ପିଲାମାନେ ମଧ୍ୟ ଅନେକ ସାହାଯ୍ୟ କରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (ARIES)

ବୃଷ: ଭାଦ୍ରବ ମାସ ଆରମ୍ଭରୁ ହିଁ ଆପଣଙ୍କୁ ଶୁଭ ଖବର ମିଳିବ । ଆଜି ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସହଜରେ ସମ୍ପାଦନ କରିବେ । ଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ସମସ୍ତ କାର୍ଯ୍ୟ ସ୍ୱଳ୍ପ ଚେଷ୍ଟାରେ ସମାପନ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ହେବ । ଅବିବାହିତମାନଙ୍କର ବିବାହ ଯୋଗ ରହିଛି । କର୍ମଚଞ୍ଚଳ ରହିବେ । ବ୍ୟବସାୟରେ ସବୁପକ୍ଷରୁ ଲାଭ ପାଇବେ । ପାରିବାରିକ ଜୀବନ ସୁଖମୟ ହେବେ । ପରିବାର ମଧ୍ୟରେ ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଆଜି ଗ୍ରହମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହାୟକ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (TAURUS)

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଭଲରେ କଟି ନପାରେ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମ୍ନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା ଏପରି କିଛି କରନ୍ତୁ ଯାହା ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ । କାର୍ଯ୍ୟସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । କାରଣ ସହକର୍ମୀମାନେ ସାହଯ୍ୟ କରିବେ ନାହିଁ । ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତ୍ତୃପକ୍ଷ ମାନେ ତୁମ ଉପରେ ଆଶାନ୍ତି ରହିବେ । ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ ରହିବ । ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବ ନାହିଁ । ଶତ ଚେଷ୍ଟା ପରେ ମଧ୍ୟ ଆଶାନୁରୁପକ ଫଳ ପାଇପାରିବେ ନାହିଁ ।

ଆଜିର ରାଶିଫଳ
ଆଜିର ରାଶିଫଳ (GEMINI)

କର୍କଟ: ଆଜି ଆପଣ ସତର୍କତାର ସହ କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲା ବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CANCER)

ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କ ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ଶାନ୍ତି ସ୍ବଭାର ସହ କାର୍ଯ୍ୟ କଲେ ସଫଳ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ବିଚାରଳୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ଆଜି ମଧ୍ୟାହ୍ନ ପରେ ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ । ଅଯଥା ଶତ୍ରୁ ଯାତ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (LEO)

କନ୍ୟା: ଆଜି ଆପଣ ଉତ୍ସାହ ଓ ଉହ୍ଲାସରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ । ଖର୍ଚ୍ଚର ପରିମାଣକୁ କମେଇବାକୁ ଇଚ୍ଛା କରିବ ଖର୍ଚ୍ଚ ବହୁଗୁଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ଆଜିର ରାଶିଫଳ
ଆଜିର ରାଶିଫଳ (VIRGO)

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେଇପାରେ । ଆପଣ ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ବ୍ୟସ୍ତ ଓ ବିବ୍ରତ କରିପାରନ୍ତି । ବିଦ୍ୟାର୍ଥୀମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ । ସାମାଜିକ ଜୀବନ ଏବଂ ମେଧା ଧର୍ମୋପଦେଶ ଦେବା ଆପଣଙ୍କ ବିପକ୍ଷରେ ଯାଇପାରେ । ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି । ନିଜ କଥା ଉପରେ ସଞ୍ଜମତା ରକ୍ଷା କରନ୍ତୁ । କର୍ମକ୍ଷେତ୍ରରେ ଆପଣଙ୍କ ସହ କିଛି ପରିବର୍ତ୍ତନ ଘଟିପାରେ ।

ଆଜିର ରାଶିଫଳ
ଆଜିର ରାଶିଫଳ (LIBRA)

ବିଛା: ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ । ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି । ଏହି ସମୟରେ ଆପଣଙ୍କର ବନ୍ଧୁ ବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ନିଜକୁ ଜଗନ୍ତୁ ମିତବ୍ୟୟୀ ହୁଅନ୍ତୁ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ । ଆଜି ଦିନଟି ସୁଖ ଦୁଃଖରେ ମିଶ୍ରିତ ଦିନ ଅଟେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SCORPIO)

ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଦିନଟିର ପ୍ରାରମ୍ଭରୁ ଭାଗ୍ୟ ଆପଣଙ୍କ ପାଖେପାଖେ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ଆଧ୍ୟାତ୍ମିକ ଆଲୋଚନା ଏବଂ ଜୀବାତ୍ମା ଓ ପରମାତ୍ମାର ମିଳନ ସଂକ୍ରାନ୍ତ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହେବେ । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (SAGITTARIUS)

ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହିନ ବ୍ୟବହାର ପ୍ରତି ସତର୍କ ନ ରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ । ମଧୁର କୋମଳ ବଚନ ସବୁ କିଛି ସମସ୍ୟାର ସମାଧାନ ସହଜରେ କୁଶଳତା ସହ ହୋଇପାରେ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରିବେ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ । ତେଣୁ ହଡବଡେଇ ଯାଆନ୍ତୁ ନାହିଁ । ଶତ୍ରୁ ପରାଜିତ ହେବେ । ବିଦ୍ୟାର୍ଥୀମାନେ ସେମାନଙ୍କର ଅତ୍ୟଧିକ ମନୋପଯୋଗୀ ହେବେ ।

ଆଜିର ରାଶିଫଳ
ଆଜିର ରାଶିଫଳ (CAPRICORN)

କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ । ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି । ଆଜିର ଏହି ଦିନଟିକୁ ଯେତେ ସମ୍ଭବ ଉପଭୋଗ କରନ୍ତୁ । ଆଧ୍ୟାତ୍ମିକ ଭାବଧାରାରେ ପାଇଁ ଭାବପ୍ରବଣ ହୋଇପାରନ୍ତି ।

ଆଜିର ରାଶିଫଳ
ଆଜିର ରାଶିଫଳ (AQUARIUS)

ମୀନ: ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ । ଏହା ଆପଣଙ୍କର ସହଜାତ ପ୍ରକୃତି ନୁହେଁ ଯାହାକି ଜୀବନର ଅତ୍ୟାବଶ୍ୟକ ଉପାଦାନ ଅଟେ । ଏହି କଥା ଅନୁସାରେ ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ । ନୂଆକରି ପୁଞ୍ଜି ଲଗାଣରୁ କ୍ଷାନ୍ତ ହୁଅନ୍ତୁ । ଆପଣଙ୍କ ହାତରୁ ଟଙ୍କା ଖସିଯାଇପାରେ । ତେଣୁ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖନ୍ତୁ ଏବଂ ଉନ୍ମାଦ ଆକାଂକ୍ଷାକୁ ପରିତ୍ୟାଗ କରନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଇପାରିବେ ନାହିଁ । ନିଜ ପ୍ରିୟଜନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଏହାଦ୍ୱାରା ଆପଣଙ୍କ ମନକୁ ପ୍ରଶମିତ କରିବ ।

ଆଜିର ରାଶିଫଳ
ଆଜିର ରାଶିଫଳ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.