ETV Bharat / bharat

ଆଜିର ରାଶିଫଳ; ସବୁ କ୍ଷେତ୍ରରେ ଲାଭ ପାଇବେ ମିଥୁନ-କର୍କଟ-ସିଂହ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏମାନେ - DAILY RASIFALA

author img

By ETV Bharat Odisha Team

Published : Aug 16, 2024, 12:01 AM IST

Ajira Rasifala 16 August: ଆଜି କେମିତି କଟିବ ଆପଣଙ୍କର ଦିନ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

ଆଜିର ରାଶିଫଳ
ଆଜିର ରାଶିଫଳ (ETV Bharat Odisha)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟସ୍ତ ବହୁଳ ଓ ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେକୁ ପ୍ରଭାବ ପକାଇବ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ । କାହାରିକୁ ସମାଲୋଚନା କରନ୍ତୁ ନାହିଁ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ସାବଧାନତା ଅବଲମ୍ବନ କରନ୍ତୁ । ନୂତନ କାର୍ଯ୍ୟାରମ୍ଭ କରିବା ମନା । ଦେହ ଭଲ ରହିବ ନାହିଁ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ । ଯାତ୍ରା ଶୁଭ ଅଟେ । ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ । ସ୍ଥାବର ସଂପତ୍ତି ସଂପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ । ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ, କାରଣ ସନ୍ଧ୍ୟାରେ ପରିସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ଶାରୀରିକ ସୁସ୍ଥତା ରହିବ । ପେଶା କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢିବ । ଯାହା ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ପୁରସ୍କାର ପାଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ । ବୈବାହିକ ଜୀବନ ସୁଖମୟ ହେବ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ଦିନଟି ଶୁଭ ଫଳଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଯଶ ପାଇବେ, ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ । ଶତ୍ରୁ ପରାଜୟ ହେବେ । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ପ୍ରେରଣା ପାଇବେ ନୂତନ କବିତା ଲେଖିବା ପାଇଁ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବେ। ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ । ବିନା ଡ଼କରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ । କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳ ବିନ୍ଦୁରେ ଆଘାତ କରିବେ । ଆଜି ହଠାତ୍‍ ଆପଣ ଝଗଡା କରିପାରନ୍ତି, ତେଣୁ ଆପଣ ଆଜି ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧୀର ସ୍ଥିର ଭାବରେ ସମାଧାନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ସାରା ଦିନ ଖୁସିର ଦିନ ରହିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ଆପଣ ଆଜି ଯାହା କରିବେ ସଫଳତା ସୁନିଶ୍ଚିତ ହେବ । ପ୍ରୀୟଜନଙ୍କ ସହିତ ମିଳନ ହେବ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଅନ୍ତିମ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ । କର୍ମଜୀବୀଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ । ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲବୁଝାମଣାର ଶିକାର ହୋଇପାରନ୍ତି । ଆଇନ ସମ୍ପର୍କୀୟ କାର୍ଯ୍ୟରେ ସାବଧାନତା ଅବଲମ୍ଵନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଯଦି ଆପଣ ଘରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚାହୁଁଛନ୍ତି,ତେବେ ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ କରିପାରନ୍ତି । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ନିଜ ଦେହର ଯତ୍ନ ନିଅନ୍ତୁ । କରୁଥିବା କାର୍ଯ୍ୟରେ ସଫଳତା, ଧନ ପ୍ରାପ୍ତି ହେବ । ଦେବ ଦର୍ଶନ କରିବେ । ବନ୍ଧୁ ବାନ୍ଧବଙ୍କ କାମରେ ସହଯୋଗ କରିବେ । ବିବାହିତ ଜୀବନ ସୁଖମୟ ହେବ । ଭଲ ବ୍ୟବହାର ଦେଖାଇବେ । ନାମ ଓ ଖ୍ୟାତି ଅର୍ଜନ କରିବେ । ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ । ନିଜର ଉପରିସ୍ଥ ହାକିମଙ୍କ ପ୍ରେରଣା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଏହା ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଆପଣ ଉଲ୍ଲସିତ ହେବେ । ସନ୍ଧ୍ୟାରେ ଆପଣଙ୍କ ଗ୍ରହମାନଙ୍କର ଅଶୁଭ ଦୃଷ୍ଟି ଯୋଗୁଁ ଆପଣ କ୍ରୋଧାନ୍ୱିତ ହୋଇପାରନ୍ତି । ତେଣୁ ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ପାଦେ ପାଦେ ସାବଧାନତା ଅବଲମ୍ୱନ କରନ୍ତୁ । କାର୍ଯ୍ୟ ସ୍ଥଳରେ ସାହାଯ୍ୟ ପାଇବେ । ଆୟ ଠାରୁ ବ୍ୟୟ ବଢିବ । ସାମାଜିକ ତଥା ଧାର୍ମିକ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବେ ଏବଂ ବ୍ୟୟ ବହୁଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କଠିନ ପରିଶ୍ରମ କରି ସୁଫଳ ପାଇବାର ଆଶା ଅଛି । ଚିନ୍ତା ବଢିବ । ଦୁର୍ଘଟଣାର ସମ୍ମୁଖୀନ ହେବେ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସମ୍ଭବତଃ ଅପରାହ୍ନରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ କିଛି ଗୃହ ସାମଗ୍ରୀ କିଣିବାକୁ ଯାଇପାରନ୍ତି କିମ୍ଵା ଏକ ଧାର୍ମିକ ସ୍ଥାନ ପରିଭ୍ରମଣରେ ଯାଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭଙ୍କର ଅଟେ । ବ୍ୟବସାୟ ପାଇଁ ଆଜିହିଁ ସର୍ବୋତ୍କୃଷ୍ଟ ଦିବସ ଅଟେ । ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଆପଣ କିଛି ନୁଆ ବନ୍ଧୁମଧ୍ୟ କରିବେ । ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରକୃଷ୍ଟ ଦିନ ଅଟେ । ଆପଣ ଯଦି ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତାହାହେଲେ ସଫଳ ହେବେ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ବ୍ୟବସାୟ ପାଇଁ ଆଜି ସର୍ବୋତ୍କୃଷ୍ଟ ସମୟ । ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ହାକିମଙ୍କୁ ସନ୍ତୁଷ୍ଟ କରିବ । ପଦୋନ୍ନତିର ଉଜ୍ୱଳ ସମ୍ଭାବନା ଅଛି । ପିତାଙ୍କଠାରୁ ଉପକୃତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିପତ୍ତି ଓ ସମ୍ମାନ ମିଳିପାରେ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.