ETV Bharat / bharat

ରାଶିଫଳ: ମେଷ-କନ୍ୟା ରାଶି ଉପରେ ଖୁସି ବର୍ଷା, ଏମାନେ ରୁହନ୍ତୁ ସତର୍କ

କେମିତି କଟିବ ଆଜିର ଦିନ । କିଏ ରହିବେ ସତର୍କ କାହା ଉପରେ ରହିବ ଭଗବାନଙ୍କ ଆଶୀର୍ବାଦ । ପଢନ୍ତୁ ଆଜିର ରାଶିଫଳ ।

author img

By ETV Bharat Odisha Team

Published : 3 hours ago

HOROSCOPE TODAY
HOROSCOPE TODAY (ETV Bharat Odisha)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁ ବାନ୍ଧବକୁ ଆତିଥ୍ୟତା ପ୍ରଦାନ କରିବେ । ଏଥିପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବରିଷ୍ଠଙ୍କ ପ୍ରିୟପାତ୍ର ହେବେ । ବନ୍ଧୁତ୍ବ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

ମେଷ
ମେଷ (ETV Bharat Odisha)

ବୃଷ: ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ । ନୂତନ କାର୍ଯ୍ୟ ହାତକୁ ନେବେ । ବ୍ୟବସାୟୀ ମାନେ ଉନ୍ନତି କରିବେ। ଉଚ୍ଚ ପଦସ୍ଥଙ୍କ ଦ୍ବାରା ପ୍ରଶଂସା ଭାଜନ ହେବେ । ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଷଣୀୟ ଉପହାର ମିଳିପାରେ ।

ବୃଷ
ବୃଷ (ETV Bharat Odisha)

ମିଥୁନ: ଆଜି ଦିନଟି ଭଲରେ କଟିନପାରେ । ପୂରା ଦିନ ଚିନ୍ତିତ ରହିବେ । କାମରେ ଧ୍ୟାନ ଦେଇପାରିବେନି । ସାଙ୍ଗ ସାଥି ଅସୁବିଧାର କାରଣ ହୋଇପାରନ୍ତି । ସନ୍ତାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ଅଫିସ କାମ ପାଇଁ ଚିନ୍ତିତ ରହିବେ ।

ମିଥୁନ
ମିଥୁନ (ETV Bharat Odisha)

କର୍କଟ: ଆଜି ତୁମର ଦିନଟି ଦୁଃଖପୂର୍ଣ୍ଣ ହେବ । ଚିକିତ୍ସିତ ହୋଇପାରନ୍ତି । ନିଜ ଉପରେ ଭରସା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଖରାପ କାମ ଦୁଃଖର କାରଣ ହେବ | କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ ।

କର୍କଟ
କର୍କଟ (ETV Bharat Odisha)

ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହେବ । ବ୍ୟବସାୟୀ ସତର୍କ ରୁହନ୍ତୁ । ସ୍ବାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାମାଜିକ ସ୍ଥିତି ସୁଦୃଢ ହେବ । ବନ୍ଧୁ ମିଳନ ହେବ ।

ସିଂହ
ସିଂହ (ETV Bharat Odisha)

କନ୍ୟା: ଆଜି ଦିନଟି ଭଲରେ କଟିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ଲାଘବ ମିଳିବ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ହସଖୁସିରେ ଦିନ କଟିବ ।

କନ୍ୟା
କନ୍ୟା (ETV Bharat Odisha)

ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ । ଆଜି ଭଲ ବନ୍ଧୁ ମିଳିପାରନ୍ତି । ସେଥିପାଇଁ ମନ ପ୍ରଫୁଲ୍ଲ ରହିବ । ଚିନ୍ତାମୁକ୍ତ ରୁହନ୍ତୁ । ଦିନଟି ଭଲରେ କଟିବ ।

ତୁଳା
ତୁଳା (ETV Bharat Odisha)

ବିଛା: ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ନୁହେଁ । ଚିନ୍ତିତ ରହିବେ । ବନ୍ଧୁ ଦୂରେଇ ରହିବେ । ଶରୀର ସୁସ୍ଥ ରହିବେ ନାହିଁ । ଧନ ହାନୀ ଓ ମର୍ଯ୍ୟାଦା ହାନୀ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଭାବିଚିନ୍ତି କୌଣସି କାଗଜ ପତ୍ରରେ ହସ୍ତାକ୍ଷର କରନ୍ତୁ ।

ବିଛା
ବିଛା (ETV Bharat Odisha)

ଧନୁ: ଆଜି ଦିନଟି ଭଲରେ କଟିବ । ଭାଇ-ଭଉଣୀଙ୍କ ସମ୍ପର୍କ ନିବିଡ ହେବ । ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ । ସାଙ୍ଗ ସାଥିଙ୍କ ସହ ମୌଜ କରିବେ । ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ । ଶତ୍ରୁ ପରାଜୟ ହେବେ । ସୁଦୂର ଯାତ୍ରା କରିବେ ।

ଧନୁ
ଧନୁ (ETV Bharat Odisha)

ମକର: ଅର୍ଥ ଲଗାଣ କାରୀ ସଂସ୍ଥା ଦ୍ବାରା ପ୍ରଚୁର ଅର୍ଥ ମିଳିବ । ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ | ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ହୋଇ ପଡିବେ । ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆଖି ରୋଗ ହୋଇପାରେ | ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ବାରା ଏ ସବୁ ଠିକ କରିପାରିବେ ।

ମକର
ମକର (ETV Bharat Odisha)

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଗ୍ରହଙ୍କ ଶୁଭ ଦୃଷ୍ଟି ପାଇଁ ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତିପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।

କୁମ୍ଭ
କୁମ୍ଭ (ETV Bharat Odisha)
ଏହା ମଧ୍ୟ ପଢନ୍ତୁ: ସାପ୍ତାହିକ ରାଶିଫଳ: ସଫଳତାର ଶିଡି ଚଢିବେ ଏମାନେ, ପ୍ରେମୀ ଯୁଗଳଙ୍କୁ ମିଳିବ ଖୁସି ଖବର

ମୀନ: ସେୟାର ବଜାରରୁ ଲାଭ ପାଇବେ । ବନ୍ଧୁଙ୍କ ସହ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି । ଏକ ଭ୍ରମଣର ଆୟୋଜନ କରନ୍ତୁ । ସନ୍ଧ୍ୟା ପରେ ଚିନ୍ତିତ ରହିବେ । ଖର୍ଚ୍ଚାନ୍ତ ବି ହୋଇପାରନ୍ତି ।

ମୀନ
ମୀନ (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.