ETV Bharat / bharat

ଏସବୁ ରାଶି ଉପରେ ପ୍ରସନ୍ନ ଶନିଦେବ: ଫିଟିବ ଭାଗ୍ୟ, ଧନବର୍ଷା ସହ ମିଳିବ ଖୁସି ଖବର

ଆଜି କଣ କହୁଛି ଆପଣଙ୍କ ରାଶିଫଳ । କେଉଁ ରାଶି ଉପରେ ରହିବ ଶନି ପ୍ରଭାବ । କେମିତି କଟିବ ଦିନ । ପଢନ୍ତୁ ଆଜିର ରାଶିଫଳ ।

author img

By ETV Bharat Odisha Team

Published : 3 hours ago

ରାଶିଫଳ
ରାଶିଫଳ (ETV Bharat Odisha)

ମେଷ: ଶନିଦେବ ପ୍ରସନ୍ନ । ଆଜି ଦିନଟି ଭଲରେ କଟିବ । ଆପଣ ଆଜି ଦିନଟିକୁ ଉତ୍ସାହିତ ହୋଇ କାଟିପାରନ୍ତି । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆଜି ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଭେଟିବେ । ଅପରାହ୍ନରେ ଆପଣ ନିଜର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିପାରନ୍ତି । ଅତ୍ୟଧିକ ଖାଆନ୍ତୁ ନାହିଁ । ନିଜ କଥାବାର୍ତ୍ତରେ ସଞ୍ଜମତା ରକ୍ଷା କରନ୍ତୁ । ନଚେତ୍‍ ଲୋକମାନଙ୍କ ନିକଟରେ ଅପଦସ୍ତ ହେବେ । ନିଜ ପେଷାରେ ଓ ସାମାଜିକ କ୍ଷେତ୍ରରେ ଅନୁକୂଳ ମତପୋଷଣ କଲେ ଆନନ୍ଦ ଉଲ୍ଳାସରେ ଦିନଟି କଟିବ ।

ମେଷ
ମେଷ (ETV Bharat Odisha)

ବୃଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି । ପ୍ରିୟଜନଙ୍କ ଠାରୁ ଅଲଗା ହୋଇପାରନ୍ତି । ମାତ୍ର ଏହିସବୁ ସମସ୍ୟାରୁ ଉପରବେଳା ମୁକ୍ତ ହୋଇଯିବେ ଏବଂ ନିଜ କାର୍ଯ୍ୟରେ ଆଗେଇ ଯିବାପାଇଁ ଉତ୍ସାହିତ ହେବେ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ
ବୃଷ (ETV Bharat Odisha)

ମିଥୁନ: ଆଜି ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । କିଛି ନୂତନ ବନ୍ଧୁ ମଧ୍ୟ ସୃଷ୍ଟି ହୋଇପାରନ୍ତି, ଯେଉଁମାନେ କି ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବେ । ଆଶାତୀତ ଭାବେ ଅର୍ଥଲାଭ ହେବ । ଯାତ୍ରାଯୋଗ ଅଛି । ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇପାରେ । ମାତ୍ର ଅପରାହ୍ନରେ ନିଜକୁ ସତର୍କ ରଖିବେ । ଧାର୍ମିକ କାର୍ଯ୍ୟରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍‍ ହେବନାହିଁ କାରଣ ଏହା ଆପଣଙ୍କୁ କିଛି ପରିମାଣରେ ଆଘାତ ଦେଇପାରେ । ଅନ୍ୟମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ ।

ମିଥୁନ
ମିଥୁନ (ETV Bharat Odisha)

କର୍କଟ: ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି, ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ତାଙ୍କସହ ଯାତ୍ରାଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

କର୍କଟ
କର୍କଟ (ETV Bharat Odisha)

ସିଂହ: ଆଜି ଆପଣଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଓ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନ ରଖିଲେ କଳହ ହୋଇପାରେ । ଲୋକଙ୍କ ସହିତ ଏପରି ଅପ୍ରତ୍ୟାସିତ ଘଟଣା ସୁସ୍ଥ ବାତାବରଣକୁ ବିଷାକ୍ତ କରିପାରେ । ତେଣୁ ସତର୍କ ରୁହନ୍ତୁ । ମାତ୍ର ଅପରାହ୍ନରେ ଆପଣ ନିଜକୁ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରନ୍ତି ଏବଂ ଏହା ଆପଣଙ୍କୁ ନିଜ ପରିବାରର ପରିବେଶକୁ ଶାନ୍ତ ଓ ସତେଜ ରଖିବାରେ ସାହାଯ୍ୟ କରିବ । ଅଫିସ୍‍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।

ସିଂହ
ସିଂହ (ETV Bharat Odisha)

କନ୍ୟା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି । କୌଣସି କାମରେ ବାହାରକୁ ଯାଇପାରନ୍ତି ।

କନ୍ୟା
କନ୍ୟା (ETV Bharat Odisha)

ତୁଳା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।

ତୁଳା
ତୁଳା (ETV Bharat Odisha)

ବିଛା: ଆଜି ଆପଣ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଦିନସାରା ଖୁସିରେ ରହିବେ । ଅଫିସ୍‍ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କର୍ମକ୍ଷେତ୍ରରେ ଉପକୃତ ହେବେ । ବହୁ ଲୋକଙ୍କ ସଙ୍ଗେସଙ୍ଗେ ମିଶିବା ହେତୁ ଆପଣଙ୍କ କିଛି ଅଧିକ ଜ୍ଞାନ ଆହରଣ କରିପାରିବେ ଏବଂ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ଭାଜନ ହେବେ । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲରେ କଟିବ ।

ବିଛା
ବିଛା (ETV Bharat Odisha)

ଧନୁ: ଆଜି ସକାଳେ ଆପଣ ଶିଥିଳ ଅନୁଭବ କରିପାରନ୍ତି । କାମ ବେଳେ ବ୍ୟସ୍ତ ମଧ୍ୟରେ ରହିବେ । ଆପଣ ଯେତେ ପରିମାଣରେ କଷ୍ଟକରି କାର୍ଯ୍ୟ କରିବେ, ତାହା ତୂଳନାରେ ସନ୍ତୋଷଜନକ ଫଳ ମିଳିବ ନାହିଁ । ମାତ୍ର ମଧ୍ୟାହ୍ନ ପରେ ଶାରୀରିକ ଓ ମାନସିକ ଶାନ୍ତି ପାଇପାରନ୍ତି । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି । ଆପଣ ନିଜକୁ ଆଧ୍ୟାତ୍ମିକ ଏବଂ ବଦାନ୍ୟତା ପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବାର ଯୋଗ ରହିଛି ।

ଧନୁ
ଧନୁ (ETV Bharat Odisha)

ମକର: ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଜମିବାଡି ଓ ସମ୍ପତ୍ତି ସମ୍ପର୍କୀୟ କୌଣସି କାର୍ଯ୍ୟ ଆଜି ଆଦୌ କରନ୍ତୁ ନାହିଁ । ମାନସିକ ଦୁଃଶ୍ଚିନ୍ତା କାରଣରୁ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଦୃଢ ମନୋଭାବ ପରିହାର କରି ନିଜକୁ ଟିକିଏ କୋହଳ କରିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ଜନିତ ଘଟଣା ଆପଣଙ୍କ ମନକୁ ବିଚଳିତ କରିପାରେ । ସରକାରୀ କାର୍ଯ୍ୟରେ ଏବଂ ଉପରିସ୍ଥ ଗୁରୁଜନ ମାନଙ୍କ ସହିତ ବାର୍ତ୍ତାଳପରେ ସନ୍ତୋଷଲାଭ କରିବେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।

ମକର
ମକର (ETV Bharat Odisha)

କୁମ୍ଭ: ଆଜି ଆପଣ ନୂଆ ସମ୍ପତ୍ତି ହସ୍ତାନ୍ତରକରଣ ପ୍ରକ୍ରିୟା ପାଇଁ ପ୍ରବର୍ତ୍ତିତ ହୋଇପାରନ୍ତି । ମାତ୍ର ଯେହେତୁ ଆପଣଙ୍କ ଚିନ୍ତାଧାରା ସାଙ୍ଗେ ସାଙ୍ଗେ ବଦଳିଯାଏ, ତେଣୁ ଗୁରୁତ୍ୱପୂର୍ଣ୍ଣ ଘଟଣା ବା ସମସ୍ୟାର ସିଦ୍ଧାନ୍ତ ନେବାବେଳେ ତରବର ହୁଅନ୍ତୁ ନାହିଁ । ଆଜି ଦିନଟି ଲେଖକମାନଙ୍କ ନିମନ୍ତେ ଅନୂକୁଳ ଅଟେ । ମାତ୍ର ଅପରାହ୍ନରେ କିମ୍ଵା ସନ୍ଧ୍ୟାରେ ଘଟଣାର ପକ୍ଷ ପରିବର୍ତ୍ତନ ହେବାର ଆଶା ରହିଛି । ଆର୍ଥିକ ସମସ୍ୟାରେ ପ୍ରତିବନ୍ଧକ ଆସିପାରେ । କେହି ଜଣେ ବ୍ୟକ୍ତି କଥାରେ ବା ବ୍ୟବହାରରେ ଆପଣଙ୍କ ମନରେ ଦୁଃଖ ଦେଇପାରେ । ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ଆଧ୍ୟାମିକ ଭାବରେ ଉଦ୍‍ବୁଦ୍ଧ ହେଲେ ମନର ଯାବତୀୟ ଉତ୍କଣ୍ଠା ଦୂର ହୋଇପାରେ ।

କୁମ୍ଭ
କୁମ୍ଭ (ETV Bharat Odisha)

ମୀନ: କିଛି ଅସ୍ପଷ୍ଟ ରହିଛି । ଆପଣଙ୍କ ନକ୍ଷତ୍ର ଗୁଡ଼ିକ ଯେତିକି ସକ୍ରିୟ ରହିବା ଉଚିତ ସେତିକି ନାହାନ୍ତି । ଅତ୍ୟଧିକ ଅର୍ଥବ୍ୟୟ ଆପଣଙ୍କୁ ବିରକ୍ତ କରିପାରେ, ତେଣୁ ଆପଣଙ୍କ ସଞ୍ଚୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ପରିସ୍ଥିତି ଦେଖି କଥାବାର୍ତ୍ତା କରନ୍ତୁ ଅନ୍ୟଥା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମସ୍ଥଳରେ ସହକର୍ମୀଙ୍କ ସହ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସନ୍ଦେହୀ ମନ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ । ଆଜି ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଭଲ ହୋଇ ନ ପାରେ ।

ମୀନ
ମୀନ (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.