ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯୋଗଦେବାକୁ ଯାଇ ହଟହଟା ହେଲେ ଜନତା

By

Published : Jun 9, 2022, 7:52 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଆୟୋଜିତ ଏକ କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅବତରଣକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଅବତରଣ କରିବା ସମୟରେ ଏତାମାତ୍ରାରେ ଧୂଳି ଉଡିଥିଲା ଯେ, ଉପସ୍ଥିତ ଜନତା ଆଖି ମଧ୍ୟ ଖୋଲିପାରି ନ ଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଦେଖନ୍ତୁ ଏହି ଭିଡିଓ ।

ABOUT THE AUTHOR

...view details