ଓଡିଶା

odisha

କାର ଧକ୍କାରେ ଡିଭାଇଡରକୁ ଛିଟିକି ପଡିଲେ ମହିଳା, ଦେଖନ୍ତୁ ଭିଡିଓ

By

Published : Sep 21, 2022, 11:00 PM IST

ବେଙ୍ଗାଲୁରୁ: ରାସ୍ତା ପାର ହେଉଥିବା ମହିଳାଙ୍କୁ ଧକ୍କା ଦେଲା କାର । ଡିଭାଇଡରକୁ ଛିଟିକି ପଡିଲେ ମହିଳା । ଗୁୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି । ବେଙ୍ଗାଲୁରୁ ସହରରେ ଘଟିଛି ଦୁର୍ଘଟଣା । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଭିଡିଓ । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details